Movie prime

ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ତଦନ୍ତ ନେଲା ଆଉ ଏକ ନୂଆ ମୋଡ଼ ଦେଖନ୍ତୁ ସାମ୍ନାକୁ ଆସିଗଲା ଆଉ ଏକ ସତ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ଦ୍ଵାରା କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ ବାହାନଗା ରେଳ ଦୁର୍ଘଟଣା ବିଷୟରେ ତ ଜାଣିଥିବେ । 
ବାହାନଗା ରେଳ ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ, ହାୱଡା - ଯଶବନ୍ତପୁର ଏକ୍ସପ୍ରେସ, ଏବଂ ମାଲବାହୀ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲା । ଆଉ ଏହି ଦୁର୍ଘଟଣା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି କରିଛି ।
Special report
ଏହି ଦୁର୍ଘଟଣାରେ ୩୦୦ ରୁ ଅଧିକ ଲୋକଙ୍କର ମୃ-ତ୍ୟୁ ହୋଇଥିବା ବେଳେ ୯୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ବାହାନଗା ରେଳ ଦୁର୍ଘଟଣା କିପରି ଆଉ କିଏ କରିଲା ଏହି ଖବରକୁ ନେଇ ଯାଞ୍ଚ କରାଯାଉଛି । ଏହି ଘଟଣା ସିବିଆଇ ଟିମ୍ ତଦନ୍ତ କରୁଛି । 
Special report
ଆଉ ସିବିଆଇ ଟିମ୍ ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରି ରିମାଣ୍ଡରେ ନେଇ ଜେରା କରୁଛି ।ଆଉ ଏହି ଜେରାରେ ଏବେ କିଛି ତଥ୍ୟ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣା ପାଇଁ ଭୟଙ୍କର ଷଡ଼ଯନ୍ତ୍ର ହୋଇଥିଲା ବୋଲି ସୂଚନା ମିଳିଛି ।ବୋଧେ ଏହି ଷଡ଼ଯନ୍ତ୍ର ଓଡ଼ିଶାରେ ପ୍ରଥମ ।
ଦୁର୍ଘଟଣା କରାଇବାକୁ ବୋଧେ ଭୁଲ ଡ୍ରଇଂ ହୋଇଥିଲା ବୋଲି ଏବେ ସୂଚନା ମିଳିଛି । ଦୁର୍ଘଟଣା କେମିତି ହେବ ଭୁଲ ଡ୍ରଇଂ ମାଧ୍ୟମରେ ପ୍ଲାନ୍ କରାଯାଇଥିଲା । ଯେମିତି କେହି କିଛି ଜାଣିପାରିବେ ନାହିଁ ଆଉ ଦୁର୍ଘଟଣା ଆରାମରେ ହୋଇଯିବ । ଏବେ ଏମିତି କିଛି ଖୁଲାସା କରିଛନ୍ତି ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ । 
Special report
ସେ ହେଉଛନ୍ତି ସେଷ୍କନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ । କାହିଁକି ଏହି ଦୁର୍ଘଟଣା ହୋଇଛି ତାହାକୁ ଗଣମାଧ୍ୟମ ସାମ୍ନାରେ ବଖାଣି ଦେଇଛନ୍ତି ।ଜେରା ପରେ ଜେରା କରିଚାଲିଛି ସିବିଆଇ । ଆଉ ଗୋଟିଏ ପରେ ଗୋଟିଏ ଖୁଲାସା କରି ଚାଲିଛି ସିବିଆଇ ।
ମହମ୍ମଦ ଅମୀର ଖାନ କହିଛନ୍ତି ତାଙ୍କୁ ଯେଉଁଭଳି ଡ୍ରଇଂ ଦିଆ ଯାଇଥିଲା ସେ ସେହି ଅନୁସାରେ କାମ କରିଲେ । ଏହି କଥାରୁ ଜଣାପଡୁଛି କି ଏହି ଦୁର୍ଘଟଣା ପାଇଁ ପୂର୍ବରୁ ପ୍ଲାନ୍ କରାଯାଇଥିଲା । ପୁଣି ଥରେ ୪ ଦିନିଆ ରିମାଣ୍ଡରେ ନେଇଯିବା ପରେ ଏହି ତଥ୍ୟ ବିଷୟରେ ସେ କହିଥିଲେ ।ଏବେ ଏହି କଥାକୁ ନେଇ ତଦନ୍ତ କରୁଛି ସିବିଆଇ ।