Movie prime

କାଲିଠାରୁ ବନ୍ଦ ହୋଇଯିବ ସିନ୍ଦୂର ଅଧିକାର ସିରିଏଲ! ଜାଣନ୍ତୁ ସତ କଣ ଆସିଲା ବଡ ଖବର

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ସମସ୍ତେ ସିନ୍ଦୁରର ଅଧିକାର ସିରିଏଲ ନିଶ୍ଚୟ ଦେଖୁଥିବେ। ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଏମିତି ଅନେକ ସିରିଏଲ ରହିଛି ଯାହା ଅତି କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରି ପାରିଛି
ଅନ୍ୟ ପଟେ ଏମିତି ମଧ୍ୟ କିଛି ସିରିଏଲ ଅଛି ଯାହାକୁ ଲୋକମାନେ ଅଧିକ ପସନ୍ଦ କରି ନଥାନ୍ତି। ତେବେ ବନ୍ଧୁଗଣ ସିନ୍ଦୁରର ଅଧିକାର ସିରିଏଲଟିକୁ ଆମ ଓଡିଶା ବାସୀ ବା ଓଡିଆ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି। 
ଏହି ସିରିଏଲ ଏବେ ଓଡ଼ିଶାର ସବୁଠୁ ଲୋକପ୍ରିୟ ସିରିଏଲ ଅଟେ। ଆଉ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଅଧିକ ଭଲ ପାଇବା ମଧ୍ୟ ଦେଇଛନ୍ତି।
ବନ୍ଧୁଗଣ ଏହି ସିରିଏଲଟି ଅଧିକ ଲୋକପ୍ରିୟତା ହାସଲ କରିବାର କାରଣ ହେଉଛି ଏହି ସିରିଏଲର କାହାଣୀଟି ବହୁତ ଭଲ ରହିଛି ଏହା ସହ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥାଆନ୍ତି।
ତେବେ ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିନ୍ଦୁରର ଅଧିକାର ସିରିଏଲ୍ ଟି ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି। ତେବେ ସିରିଏଲ୍ ପ୍ରେମୀଙ୍କ ପାଇଁ ଆସିଗଲା ଏକ ବଡ ଦୁଃଖଦ ଖବର।
ତେବେ କାହିଁକି ଓ କଣ ପାଇଁ ଏହି ସିରିଏଲ୍ ଟି ବନ୍ଦ ହେବାକୁ ଯାଉଛି, ଆସନ୍ତୁ ଜାଣିବା। ତେବେ ବନ୍ଧୁଗଣ ଆପଣମାନେ ପ୍ରତ୍ୟେକ ଦିନ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଏହି ସିରିଏଲ୍ ଟିକୁ ଦେଖିଥିବେ। ତେବେ ଏହି ସିରିଏଲ୍ ଟି ଖୁବ୍ ଲୋକପ୍ରିୟତା ହାସଲ କରିପାରିଛି। 
ଏହି ସିରିଏଲ୍ ରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ୍ ମାତ୍ରାରେ ପସନ୍ଦ ଆସେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ସିରିଏଲ୍ ଟି ବିଷୟରେ ଏକ ଖବର ଆସି ପହଞ୍ଚିଯାଇଛି।
ଯାହାକି ଏହି ସିରିଏଲ୍ ଟି ଖୁବ୍ ଶୀଘ୍ର ବନ୍ଦ ହୋଇଯିବ। ତେବେ ଏହି ସିରିଏଲ୍ ବଦଳରେ ଆଉ ଏକ ନୂଆଁ ସିରିଏଲ୍ ପ୍ରସାରଣ କରାଯିବ। ତେବେ ଦୁଇ ତିନି ମାସ ମଧ୍ୟରେ ଏହି ସିରିଏଲ୍ ଟି ବନ୍ଦ ହେବାକୁ ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.