Movie prime

ବାପା ଙ୍କ ଶ୍ରାଦ୍ଧ ରେ ନବ ଙ୍କ ପୁଅ କହିଲେ - ବାପା ଙ୍କ ଯାହା ଇଚ୍ଛା ସେଇଆ ପୂରଣ ହେବ...

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବିଧାୟକ ନବ ଦାସ ଙ୍କୁ ଭଲ ଭାବେ ଜାଣି ଥିବେ।ସ୍ବର୍ଗତ ନବ ଦାସ୍ ଙ୍କୁ ଲୋକ ମାନେ ବହୁତ ଭଲ ପାଉ ଥିଲେ।ଆଜି ହେଉଚି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ।୨୦୨୩ ମସିହା ର ଆଜିର ଦିନ ରେ ସେ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଥିଲେ।
Special report
ଜଣେ ପୋଲିସ କର୍ମଚାରୀ ତାଙ୍କୁ ଗୁଳି ଚାଳନା କରି ହ-ତ୍ୟା କରିଥିଲେ।ଆଜି ତାଙ୍କର ହେଉଚି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ।ସେଥିପାଇଁ ଏକ ବଡ ସଭା ର ଆୟୋଜନ କରା ଯାଇଛି।ରେଙ୍ଗାଲି ନାଗରିକ କମିଟି ପକ୍ଷରୁ ଏହାକୁ ବଡ ଧୁମ୍ ଧାମରେ ପାଳନ କରା ଯାଇଚି।
ସୂଚନା ଅନୁସାରେ ଗତ ଏକ ବର୍ଷ ତଳେ ନବ ଦାସ୍ ଙ୍କୁ ଗୁଳି କରି ହ-ତ୍ୟା କରା ଯାଇଥିଲା।ତାଙ୍କୁ ଲୋକ ମାନେ ଖୁବ୍ ଭଲ ପାଉ ଥିଲେ।ସେ ତାଙ୍କ ନିଜ ଅଞ୍ଚଳ ର ଉନ୍ନତି ପାଇଁ ଅନେକ କିଛି ଉନ୍ନତି ମୂଳକ କାର୍ଯ୍ୟ କରି ଥିଲେ।ଆଜି ପୁଣି ଥରେ ତାଙ୍କୁ ନେଇ ଚର୍ଚ୍ଚା କରା ଯାଉଛି।
ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ କୁ ରେଙ୍ଗାଲି ନାଗରିକ ତରଫ ରୁ ପାଳନ କରା ଯାଇଛି।ସେଠାରେ ଗୋଟିଏ ବଡ ସଭା ଆୟୋଜନ କରା ଯାଇଥିଲା।ଏଥିରେ କିଛି ବିଶିଷ୍ଟ ବ୍ୟକ୍ତି ମାନେ ଅଂଶ ଗ୍ରହଣ କରି ତାଙ୍କ ଫଟୋ ରେ ଫୁଲ ମାଳ ଦେଇଥିଲେ।ଏହା ପରେ ନବ ଦାସ୍ ଙ୍କ ପୁଅ ମଧ୍ୟ ଏହି ସଭା କୁ ଆସି ଥିଲେ।
Special report
ସେ ତାଙ୍କ ବାପା ଙ୍କ ପାଇଁ ସମସ୍ତ ଙ୍କୁ କିଛି କହିଥିଲେ।ବିଭିନ୍ନ ଦଳ ର ଲୋକ ମାନେ ଓ କିଛି ବିଶିଷ୍ଟ ବ୍ୟକ୍ତି ମାନଙ୍କ ସହିତ ଏହି ଶ୍ରଦ୍ଧାଞ୍ଜଳୀ ସଭା ଟି ସମ୍ପନ୍ନ ହୋଇଛି।ଆଗାମୀ ଦିନ ରେ ନାଗରିକ କମିଟି ତାଙ୍କ ଇଛା କୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବ।ସେ ଆମ ଜିଲ୍ଲା ପାଇଁ ଅନେକ କିଛି କରିଛନ୍ତି।
ତାଙ୍କରି ପାଇଁ ଆଜି ଆମ ଜିଲ୍ଲା ର ଉନ୍ନତି ହୋଇଚି।ଆଜି ଆମେ ପୁଣି ଥରେ ଆମ ଜିଲ୍ଲା କୁ କିଭଳି ଆଗକୁ ନେବୁ ତାହା ଉପରେ ଚିନ୍ତା କରିବୁ।ଏହି ସଭା ରେ ସମସ୍ତେ ଉପସ୍ଥିତ ରହି ସ୍ବ-ର୍ଗ-ତ ନବ ଦାସ୍ ଙ୍କୁ ଶ୍ର-ଦ୍ଧା-ଞ୍ଜ-ଳୀ ଦେଲେ ତାହା ମୋତେ ବହୁତ ଖୁସି ଲାଗିଲା ବୋଲି କହିଛନ୍ତି ଜଣେ ବରିଷ୍ଠ ନାଗରିକ।
ଏ ନେଇ ନବ ଦାସ୍ ଙ୍କ ପୁଅ କହିଛନ୍ତି କି ବାପା ଲୋକ ମାନଙ୍କ ପାଇଁ ବହୁତ କିଛି କରିଛନ୍ତି।ବାପା ଙ୍କ ପରେ ଆମେ ଲୋକ ଙ୍କ ସହିତ ଠିଆ ହୋଇଛି।ସେମାନେ ଆମକୁ ବହୁତ କିଛି ସାହାର୍ଯ୍ୟ କରିଛନ୍ତି।ଆମେ ଏଥର ସେମାନଙ୍କୁ ସାହାର୍ଯ୍ୟ କରିବୁ।ତାଙ୍କର ଉନ୍ନତି ଉପରେ ଆମେ ଦୃଷ୍ଟି ଦେବୁ।