Movie prime

ମଦ ନିଶାରେ ନିଜ ବରଯାତ୍ରୀ ଙ୍କୁ କାର ରେ high speed ରେ ଆସି ଉଡେଇ ଦେଲା ବର୍, ପରେ ଲୋକେ ଗାଡ଼ି ଜାଲିଦେଲେ, ବହୁତ୍ ଲୋକ ମୃତ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଏକ ଦୁଃଖଦ ଖବର ଆସି ପହଞ୍ଚିଛି। ବାହାଘର ଖୁସୀ ବେଳେ ବରଯାତ୍ରୀ ଙ୍କ ଉପରେ ଚଢ଼ି ଯାଇଛି ବର ଗାଡ଼ି। ଏହି ଦୁର୍ଘଟଣା ଯୋଗୁଁ ୧୧ ଜଣ ଗୁରୁତର ହୋଇଥିବା ବେଳେ ଜଣେ ବ୍ୟକ୍ତି ଙ୍କ ମୃ-ତ୍ୟୁ ମଧ୍ଯ ହୋଇଛି।
ଏଭଳି ଘଟଣା ଘଟି ଯାଇଛି ବଲାଙ୍ଗୀର ଖାପରଖୋଲ ବ୍ଲକ୍ ରେ। ସମସ୍ତେ ଖୁସିବାସି ଥିବା ବେଳେ ହଠାତ୍ ମାଡ଼ି ଆସିଲା ଦୁଃଖର ଛାୟା। ଆଉ ଏଥିପାଇଁ ଚାଲିଗଲା ଜଣକ ଜୀବନ।
ହୁତାଶନ ବରିହା ନାମକ ଏକ ବ୍ୟକ୍ତି ଙ୍କ ବାହାଘର ଥିଲା। ବର ବେଶରେ ବୈଦିକ ରୀତିନୀତି ରେ ଦେବା ଦେବୀ ଙ୍କୁ ପୂଜାର୍ଚ୍ଚନା କରି ବାଜା, ବାଣ ରୋଷଣୀ ରେ କନ୍ୟା ଙ୍କ ଘରକୁ ବାହାରିଥିଲେ ଏହି ବରଯାତ୍ରୀ ମାନେ।
ବରଯାତ୍ରୀ ମାନେ ମଧ୍ୟ ସେପଟେ ନାଚ ରେ ବ୍ୟସ୍ତ ଥିଲେ ଏହାପରେ କାର ଟି ଦୃତ ଗତିରେ ଆସି ବରଯାତ୍ରୀ ମାନଙ୍କ ଉପରେ ଚଢି ଯାଇଥିଲା। ଏଥିରେ ଜଣକ ମୃ-ତ୍ୟୁ ହୋଇଥିବାର ଜଣା ପଡ଼ିଛି।
ଏହି ଦୁର୍ଘଟଣା ପାଇଁ ମଧ୍ଯ ଏଗାର ଜଣ ଗୁରୁତର ହୋଇ ଯାଉଛନ୍ତି। କନ୍ୟା ଘରକୁ ଜୀବା କୁ ଥିବା କାର ରେ ବର ବସିବା ପୂର୍ବରୁ ଏଭଳି ଘଟଣା ଘଟି ଯାଇଛି ବୋଲି ସୁଚନା ମିଳିଛି।
ଚିକିତ୍ସାଧିନ ଅବସ୍ଥାରେ ରାଜନ ବରିହା ନାମକ ଏକ ବ୍ୟକ୍ତି ଙ୍କ ମୃ-ତ୍ୟୁ ହୋଇ ଯାଇଛି। ତେବେ ଗୁରୁତର ଅବସ୍ଥାରେ ଅନ୍ୟ ଏଗାର ଜଣ କୁ ପାଟଣାଗଡ଼ ଓ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ରେ ଭର୍ତି କରାଯାଇଛି।
ଖପରାଖୋଲ ପୋଲିସ ମୃ-ତ-ଦେହ କୁ ଜବତ କରି ଗାଡ଼ି ଚାଳକ ଦୁର୍ଯ୍ୟଧନ ନାଗ ଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ଆପଣ ମାନେ ଜାଣି ପାରୁଥିବେ କି ଗୋଟେ ଖୁସି ମଧ୍ୟରେ କେତେ ବଡ଼ ଅଘଟଣ ଘଟି ଯାଇଛି।
ଏହି ଘଟଣା ମଧ୍ୟ ସାରା ଅଞ୍ଚଳରେ ଏବେ ଚହଳ ସୃଷ୍ଟି କରିଛି। ଏହି ଘଟଣା ନିଶ୍ଚିତ ଭାବରେ ଅତ୍ୟନ୍ତ ଦୁଃଖଦ ଘଟଣା ଅଟେ। ଏବେ ଏହା ସାରା ଅଞ୍ଚଳରେ ଶୋକ ର ଛାୟା ଖେଳାଇ ଦେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.