ବର୍ଷା କୁ ଘରେ ଫେରେଇ ଆଣିଲେ ଅନୁଭବ ! ବର୍ଷ ବର୍ଷ ଧରି ଥିବା ଝଗଡ଼ା ର ହୋଇଗଲା ଅନ୍ତ
Aug 26, 2023, 11:52 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଅନୁଭବ ଓ ବର୍ଷା ଙ୍କ ଫ୍ୟାନ ମାନଙ୍କ ପାଇଁ ଆସି ଯାଇଛି ଖୁସୀ ଖବର। ଏବେ ଖୁବ ଶୀଘ୍ର ଏକାଠି ହେବା ପାଇଁ ଯାଉଛନ୍ତି ବର୍ଷା ଓ ଅନୁଭବ।

ପୂରା ସତ ସମ୍ପର୍କରେ ଜାଣିଲେ ମଧ୍ୟ ଆପଣ ମାନେ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଏବେ ଏହା ଚର୍ଚ୍ଚା ହେବାରେ ଲାଗିଛି କି ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଘରକୁ ଫେରାଇ ଆଣିବେ ସୁପରଷ୍ଟାର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି।
ଅନୁଭବ ମହାନ୍ତି ଏବେ ତାଙ୍କର ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଫେରାଇ ଆଣିଛନ୍ତି ନିଜ ଘରକୁ। ବର୍ଷା ପ୍ରିୟଦର୍ଶିନୀ ଏବେ ତାଙ୍କର ଶାଶୂ ଘରକୁ ଫେରି ଆସିଛନ୍ତି ଆଉ ଏବେ ସୁଚନା ମିଳିଛି କି ବର୍ଷା ଙ୍କ ମନ ମଧ୍ୟ ଧୀରେ ଧୀରେ ବଦଳିବା ରେ ଲାଗିଛି।

ଅଭିନେତା ଅନୁଭବ ମହାନ୍ତି ମଧ୍ୟ ତାଙ୍କର ମନକୁ ବଦଳାଇ ଦେଇଛନ୍ତି। ତାଙ୍କର ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ପୁଣି ଥରେ ତାଙ୍କ ଘରକୁ ଫେରାଇ ଆଣିବାକୁ ଅନୁଭବ ଚାହୁଁ ଛନ୍ତି।
ଦୀର୍ଘ ଦିନ ଧରି ଦୁହିଁଙ୍କ ମଧ୍ୟରେ ବିବାଦ ଚାଲି ରହିଥିଲା। ଆଉ ଏତେ ବିବାଦ ପରେ ଏବେ ଦୁହେଁ ମଧ୍ୟ ଏକାଠି ହେବା ପାଇଁ ଯାଉଛନ୍ତି। ଏହାକୁ ନେଇ ବର୍ତ୍ତମାନ୍ ସମୟରେ ଏହା ଶୁଣିବାକୁ ମିଳିଛି କି ତାଙ୍କର ପୁରୁଣା ସ୍ମୃତି

ବର୍ତ୍ତମାନ ସମୟରେ ଏକାଠି ହେବାରେ ଲାଗିଛି। ଅନୁଭବ ଓ ବର୍ଷା ପୁଣି ଥରେ ସେମାନେ ଏବେ ଏକାଠି ହେବା ପାଇଁ ଯାଉଛନ୍ତି। ଏହାକୁ ନେଇ ତାଙ୍କର ଫ୍ୟାନ ମାନେ ମଧ୍ୟ ବହୁତ ଖୁସି ହୋଇ ଯାଇଛନ୍ତି।

ଅନୁଭବ ମହାନ୍ତି ମଧ୍ୟ ନିଜେ କହିଛନ୍ତି କି ସେ ବର୍ଷା ଙ୍କ ହାତ ଧରି ତାଙ୍କ ଘରକୁ ଫେରାଇ ଆଣିବେ। ଏହାକୁ ନେଇ ଅନୁଭବ ମହାନ୍ତି ନିଜେ ଝୁଲାସା କରି ଥିବାର ଜଣା ପଡ଼ିଛି। ତେବେ ଏହି ଖବର ଶୁଣି ସମସ୍ତେ ଖୁବ ଖୁସୀ ହୋଇ ଯାଇଛନ୍ତି।
ଆଉ ଏହି ଖବର ସମ୍ପର୍କରେ ଶୁଣିବା ପରେ ଏହି ଖବର ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।