Movie prime

ଦେଖନ୍ତୁ କେମିତି ଏକା ନେଉଛନ୍ତି ଝିଅର ସୁନ୍ଦର ଭାବେ ଯତ୍ନ ଦେଖନ୍ତୁ ଏହି Viral Video

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଓଲିଉଡ, ବଲିଉଡ, ଏବଂ ସିନେମା ଜଗତକୁ ନେଇ ଆସୁଥିବା ଅନେକ ପ୍ରକାରର ଖବର
ଆଉ ଏହାସହ ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ସବୁ ଖବର ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣିପାରୁଥିବେ । ଏବେ ଏଭଳି କିଛି ଖବର ଆସୁଛି ଯାହା ଶୁଣିଲେ ଆପଣ ବି ଅଭିନେତ୍ରୀଙ୍କ ବିଷୟରେ ଜାଣିପାରିବେ । 
ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତ୍ରୀମାନଙ୍କୁ ଜାଣିଥିବେ । ସମସ୍ତ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନ୍ୟତମ । ଏହି ଅଭିନେତ୍ରୀ ଜଣକ ଓଲିଉଡ ଜଗତର ଜଣେ ମହାନ୍ କଳାକାର ଅଟନ୍ତି ।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୟ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଅଭିନୟ ମାଧ୍ୟମରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସତରେ ଜଣେ ବହୁତ ଭଲ ବ୍ୟକ୍ତି ।
ଏବେ ଆପଣମାନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜଣେ କୁନି ଝିଅ ଆଃ ଗେଲ ହେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି କୁନି ଝିଅଟିର ବୟସ ୭ ରୁ ୮ ବର୍ଷ ମଧ୍ୟରେ ହେବ ବୋଧେ । ଏବେ ଏହି ଝିଅ ସହ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଖେଳୁଛନ୍ତି ଆଉ ଏହି ଖେଳିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । 
ଏହି ଝିଅଟି ସହ ବହୁତ ମଜା ମସ୍ତି କରୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କୁ ପାଠ ପଢ଼ାଉଛନ୍ତି, ତାଙ୍କ ସହ ଖେଳୁଛନ୍ତି ଆଉ ସେହି ଝିଅକୁ ନେଇ ପାର୍କ ମଧ୍ୟ ବୁଲିବାକୁ ଯାଉଛନ୍ତି ।
ଏହି ଝିଅଟି ତାଙ୍କର ବୋଲି ଅନେକ ଲୋକ କହୁଛନ୍ତି କିନ୍ତୁ ଏହି ଝିଅଟି ତାଙ୍କର ନୁହେଁ ଏହି ଝିଅ ତାଙ୍କ ଭାଇଙ୍କର କି ବଡ ଭଉଣୀଙ୍କର ହୋଇ ଥାଇପାରେ । କିନ୍ତୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସେହି ଝିଅଟି ସହ ବହୁତ ଖୁସି ଥିବାର ନଜର ଆସିଛନ୍ତି । ଏବେ ଏହି ଭିଡିଓ ଚର୍ଚ୍ଚାକୁ ଆସିଛି ।