Movie prime

ଭାଇଙ୍କ ସ୍ତ୍ରୀ ବିରୁଦ୍ଧରେ ମିନତି ଖୋଲିଲେ ମୁଁହ ଦେଖନ୍ତୁ କଣ କହିଲେ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ, ଆମ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ହୋଇଛି। ତେବେ ଏଏସ୍ଆଇ ଗୋପାଳ ଦାସ ଙ୍କ ଗୁଳି ମାଡ଼ ରେ ନବ ଦାସ ଙ୍କ ର ମୃତ୍ୟୁ ହୋଇଛି।
ତେବେ ମିନତୀ ବହିଦାରଙ୍କ ନିଜ ଭାଇଙ୍କ ଧର୍ମପତ୍ନୀ ମଧୁମିତା ସ୍ବରେନଙ୍କ ନାମରେ କିଛି କଡା ବୟାନ ରଖିଛନ୍ତି। ଯାହାକୁ କି ମିନତୀ ବହିଦାର ରୋକଠୋକ ଭାବରେ ଗଣ ମାଧ୍ୟମ ନିକଟରେ କହିଥିଲେ। 
ତେବେ ବର୍ତ୍ତମାନ ସମୟରେ ନିଜର ଭାଇଙ୍କର ଧର୍ମପତ୍ନୀଙ୍କ ବିରୁଦ୍ଧରେ ମଧ୍ୟ ଏପରି କିଛି କଡା ନିଜସ୍ୱ ମନ୍ତବ୍ୟ ରଖିଛନ୍ତି ମିନତୀ ବହିଦାର। ତେବେ ମିନତୀ ବହିଦାରଙ୍କ କହିବା ଅନୁଯାଇ ମୋ ଭାଇର ସ୍ତ୍ରୀର ମଧ୍ୟ ବହୁତ କିଛି ଗୁମର କଥା ରହିଛି।
ଯାହାକି ସବୁ କିଛି ମିନତୀ ଜାଣିଛନ୍ତି। ଯଦି ମିନତୀ ଏବେ ସବୁ କହିବେ ତେବେ ନିଶ୍ଚୟ ସିଏ ବି ଜେଲକୁ ବନ୍ଧା ହୋଇକି ଯିବେ। ମୋ ଭାଇର ଯେଉଁସବୁ ଦରକାରୀ କାଗଜ ପତ୍ର ରହିଥିଲା। 
ତାହାକୁ ସବୁ ପୋଡିପାଡି ଦେଇଥିଲେ। ହେଲେ ତୋ ସ୍ଵାମୀକୁ କିଏ ମାରିଲା ସେହି ବିଷୟରେ କିଛି ଖୋଳଟାଡ କଲାନି। ସେ ଯଦି ମୋ ଭାଇର ମ-ରି-ବା ପରେ ମୁହଁ ଖୋଲି କିଛି କରିଥାନ୍ତା।
ମୁଁ ତା’ ପଛେ ପଛେ ଠିଆ ହୋଇଥାନ୍ତି ବୋଲି ମିନତୀ କହିଛନ୍ତି। ଆଉ ମଧ୍ୟ ମିନତୀ କହିଛନ୍ତି ପାର୍ଟନରସିପ ବିଜିନେସରୁ ଟଙ୍କା ନେଇଗଲା ଚୁପ ହେଇକି ମୋ ଭାଇର ସ୍ତ୍ରୀ ବସିଲା। କିଛି କୁଆଡେ ମୁଣ୍ଡ ଖେଳାଇଲାନି। 
ହେଲେ ମୋ ଭାଇର ସ୍ତ୍ରୀ ଯେତେବେଳେ ମୋ ଭାଇ ସହିତ ବାହା ହୋଇଚାଲିଆସିଲା। ସେତେବେଳେ ତା’ ପାଖରେ କିଛି ନଥିଲା। ଏଠି ଆସିଲା ପରେ ଆମେ ତାକୁ ପାଠ ପଢାଇ ଚାକିରି କରେଇଲୁ ବୋଲି ମିନତୀ କହିଛନ୍ତି।
ଏବଂ ମିନତୀ କହିଛନ୍ତି ତା ନାମରେ ଯେଉଁ ଗୁମର ରହିଛି ଯଦି ସେଗୁଡିକ ଖୋଲିଦେବି ସିଏ ବି ଜେଲ ଯିବ। ତେବେ ବନ୍ଧୁଗଣ ମିନତୀଙ୍କର ଏହି କଡା ବୟାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.