Movie prime

ଅଶ୍ରୁମୋଚନ ଭାଙ୍ଗି ପଡ଼ିଲେ, କଣ ମ ଆଜି କାଲି ଛୋଟ ଛୁଆ ମାନେ ଏମିତି ଚାଲି ଯାଉଛନ୍ତି, ବହୁତ୍ ବଡ଼ କ୍ଷତି ହୋଇଗଲା, ପିଣ୍ଟୁ ର ଏବେ ଛୋଟ ପିଲା ଦୁଇଟା

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରି ପାଇଁ ସବୁଠାରୁ ଦୁଃଖର ସମୟ ହୋଇଛି କାରଣ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି।
ଗତ କାଲି ପିଣ୍ଟୁ ଶେଷ ନିଶ୍ଵାସ ତ୍ୟାଗ କରିଥିବା ନେଇ ସୂଚନା ରହିଛି। ତେବେ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚିତ ଜାଣିଥିବେ
 ଯେ ଦୀର୍ଘ ଦିନ ଧରି ପିଣ୍ଟୁ ନନ୍ଦ ଲିଭର ଶିରୋସିସ ସମସ୍ୟାରେ ପୀଡିତ ଥିଲେ। ପିଣ୍ଟୁଙ୍କ ଲିଭର ୮୦ ପ୍ରତିଶତ ଖରାପ ହୋଇଯାଇଥିଲା ଏବଂ ତାଙ୍କ ପେଟରେ ପାଣି ଜମା ହୋଇ ରହିଥିଲା।
ପିଣ୍ଟୁଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ ତାଙ୍କୁ ସାରା ଓଡିଶାବାସୀ ଏବଂ ଓଡିଆ ଇଣ୍ଡଷ୍ଟ୍ରି ଆର୍ଥିକ ସହାୟତା କରିଥିଲେ ଯାହା ଦ୍ଵାରା ପିଣ୍ଟୁ ଚିକିତ୍ସିତ ହେବା ପାଇଁ ଦିଲ୍ଲୀ ଯାଇଥିଲେ।
ଦିଲ୍ଲୀରେ ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ ହୋଇଥାନ୍ତା ହେଲେ ସେଠାରେ ତାଙ୍କୁ ଡୋନର ନମିଳିବା ହେତୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଥିଲା।
Special report
ତେବେ ବନ୍ଧୁଗଣ ଦୀର୍ଘ ଦିନ ହେବ ଜୀବନ ମରଣ ସହିତ ସଙ୍ଘର୍ଷ କରୁଥିବା ପିଣ୍ଟୁ ନନ୍ଦ ଆଜି ଅଫେର ରାଇଜକୁ ଚାଲିଯାଇଛନ୍ତି। 
ଗତ କାଲି ବିଳମ୍ବିତ ରାତିରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦେ-ହା-ନ୍ତ ହୋଇଛି। ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଦିନ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ହୋଇଛି ଯାହା ବର୍ତ୍ତମାନର ସବୁଠାରୁ ବଡ ବ୍ରେକିଙ୍ଗ ନିୟୁଜ।
ମୃ-ତ୍ୟୁ ବେଳକୁ ପିଣ୍ଟୁ ନନ୍ଦଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ଲିଭର ଟ୍ରାନ୍ସପ୍ଳାଣ୍ଟ ପୂର୍ବରୁ ସେ ଆରପାରିକୁ ଚାଲି ଯାଇଛନ୍ତି। ଓଡିଆ ଫିଲ୍ମ ଜଗତରେ ବହୁତ ଫିଲ୍ମରେ ସେ ଅଭିନୟ କରିଛନ୍ତି। ଅନେକ ଚରିତ୍ରରେ ସେ ନିଖୁଣ ଭାବେ ଅଭିନୟ କରିବାର ନଜର ଆସିଛନ୍ତି। 
ପିଣ୍ଟୁ ନନ୍ଦ ଯେ କୌଣସି ଫିଲ୍ମ ରେ ଯେଉଁ ଚରିତ୍ରରେ ଅଭିନୟ କରିଛନ୍ତି ତାଙ୍କ ଅଭିନୟର ଛାପ ଛାଡି ଯାଇଛନ୍ତି। ଦର୍ଶକ ମାନଙ୍କ ହୃଦୟରେ ତାଙ୍କ ପାଇଁ ସ୍ଥାନ ଆଜି ବି ରହିଛି।
ଅଧିକ ଚିକିତ୍ସା ପାଇଁ ସେ ଭୁବନେଶ୍ଵର ରୁ ଦିଲ୍ଲୀ ଆଉ ତାପରେl ହାଇଦ୍ରାବାଦ ଯାଇଥିଲେ। କିନ୍ତୁ ଦୁଖର କାରଣ ଡୋନର ନ ମିଳିବାରୁ ତାଙ୍କର ଗତ କାଲି ବିଳମ୍ବିତ ରାତିରେ ମୃ-ତ୍ୟୁ ହୋଇଛି।