Movie prime

ଭାଉଜ ନଣନ୍ଦ ଙ୍କ ନିଆରା ସମ୍ପର୍କ ଦେଖନ୍ତୁ କେମିତି ଭାଉଜ କୁ କିଡନୀ ଦେବାକୁ ରାଜି ହୋଇଗଲେ ନଣନ୍ଦ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ଅଞ୍ଚଳର ଖବର ପାଇପାରିବେ । ସବୁ ଅଞ୍ଚଳର ଏବଂ ସବୁ ପ୍ରକାରର ଖବର ଏଠାରେ ପାଇବେ ।
ଏବେ ସୋସିଆଲ ମିଡିଆରେ ଆପଣମାନେ ଏଭଳି କିଛି ଖବର ଦେଖିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ସମସ୍ତେ ଏହି ଖବର ଶୁଣିଲେ ଖୁସି ମଧ୍ୟ ହୋଇଯିବେ । 
ଆପଣମାନେ ସମସ୍ତେ ଏଭଳି ଅନେକ ଖବର ଦେଖିପାରିବେ । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ନଣନ୍ଦ ଆଉ ଭାଉଜର ସମ୍ପର୍କ ବିଷୟରେ । ଏହି ସମ୍ପର୍କ ଏତେ ମଧୁର ଆଉ ସୁନ୍ଦର ଯାହା ଆପଣ ଶୁଣିଲେ ବି ଖୁସି ହୋଇଯିବେ ।
ସତର ଆଜିକା ଦୁନିଆ ପାଇଁ ଏହି ନଣନ୍ଦ ଆଉ ଭାଉଜ ଉଦାହରଣ ପାଲଟିଛନ୍ତି । ଆପଣମାନେ ଶୁଣିଥିବେ ନଣନ୍ଦ ଆଉ ଭାଉଜର ସମ୍ପର୍କ ସବୁ ସ୍ଥାନରେ ଅଲଗା ପ୍ରକାରର ଥାଏ । 
କିନ୍ତୁ ଏହି ଭିଡିଓରେ ଆପଣମାନେ ଏଭଳି ଭାଉଜ ଆଉ ନଣନ୍ଦକୁ ଦେଖିପାରିବେ ଯାହାକୁ ଦେଖିଲେ ଆପଣ କହିବେ ଏମିତି ନଣନ୍ଦ ସମସ୍ତଙ୍କୁ ମିଳୁ । ଏହି ଘଟଣାଟି ହେଉଛି ଜଣେ ମହିଳା ଜଣଙ୍କର ଦେହ ଖରାପ ହେଲା ।
ତିନି ଚାରି ମାସ ପୂର୍ବରୁ ବାନ୍ତି ହେଲା ଆଉ ତାଙ୍କୁ ମେଡିକାଲ ନେଲା ପରେ ଅଲଟ୍ରା ସାଉଣ୍ଡ କରିବା ପରେ ଜଣାପଡ଼ିଲା କି ଏହି ମହିଳା ଜଣଙ୍କର କିଡନୀ ଖରାପ ଅଛି । ଆଉ ତାଙ୍କର ଅପରେସନ ପାଇଁ ଟଙ୍କା ଦରକାର କିନ୍ତୁ ତାଙ୍କ ପାଖରେ ରଙ୍କା ନାହିଁ । ଆଉ ତାଙ୍କର ଏକ କୁନି ପୁଅ ମଧ୍ୟ ଅଛି ।
କୁନି ପୁଅର ଯତ୍ନ ବି ସେ ନେଇ ପାରୁନାହାଁନ୍ତି । ସେଥିପାଇଁ ତାଙ୍କ ନଣନ୍ଦ ଗଣମାଧ୍ୟମ ଆଗରେ କହିଛନ୍ତି କି ତାଙ୍କ ଭାଉଜକୁ ସମସ୍ତ ଓଡିଶାବାସୀ କିଛି ଅର୍ଥ ସାହାଯ୍ୟ କରନ୍ତୁ ।
ଯାହାଦ୍ଵାରା ତାଙ୍କ ଭାଉଜ ବଞ୍ଚିଯିବେ । ସୂଚନା ଆସିଛି ବା ଖବର ମିଳିଛି କି ଏହି ଭାଉଜ ଜଣଙ୍କୁ ତାଙ୍କ ନଣନ୍ଦ କିଡନୀ ଦେବେ ବୋଲି । ସତରେ ସେ ତାଙ୍କ ନଣନ୍ଦ ନୁହଁନ୍ତି ସେ ହେଉଛନ୍ତି ଭଗବାନ ।
ଏହିଭଳି ନଣନ୍ଦ ସମସ୍ତଙ୍କୁ ମିଳୁ । ଏହି ଭାଉଜ ଆଉ ନଣନ୍ଦଙ୍କୁ ସମସ୍ତେ ଦୁଇ ଭଉଣୀ ବୋଲି କହିଥାନ୍ତି । ଏହି ଭାଉଜ ଜଣଙ୍କର ନାମ ହେଉଛି ଚିନ୍ମୟୀ ଦାସ ।