Movie prime

କାଲି ସନ୍ଧ୍ୟା ବେଳେ ମୁଁ ସବୁ ଭୂତ ଙ୍କୁ ଡାକିଲି ବୋଲି ଘନ କଳା ବାଦଲ ଘେରିଗଲ ଭୁବନେଶ୍ୱର କୁ, ମତେ ଜେଲ୍ ରୁ ବାହାର କର ବେ!!

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ନିକଟରେ ଆପଣମାନେ ଜଣେ ବାବାଙ୍କ ବିଷୟରେ ଆସିଥିବା ଖବର ବିଷୟରେ ଜାଣିବାକୁ ପାଇଥିବେ । ଏହି ଖବର ବହୁତ ପରିମାଣରେ ଚର୍ଚ୍ଚାର ବିଷୟ ପାଲଟିଥିଲା । 
ଏହି ବାବା ଜଣକ କହିଥିଲେ ନବ ଦାସଙ୍କ ଆତ୍ମା ସହ ସେ କଥା ହୋଇଥିଲେ । ଆଉ ସେ ସବୁବେଳେ ତାଙ୍କ ଝିଅ ସହ ଅଛନ୍ତି ବୋଲି କହିଥିଲେ । ଏବେ ସେହି ବାବା ପୁଣି ଚର୍ଚ୍ଚାକୁ ଆସିଛନ୍ତି ।
Special Report
ଏହି ବାବା ଜଣକ ଏବେ ଜେଲରେ ଅଛନ୍ତି । ଆଉ ଏବେ କିଛି ଖବର ଆସିଛି । ବାବାଙ୍କ କଥା ସତ ହେଲା । ଲୋକେ ଏବେ ଏହି ବାବାଙ୍କ କଥାକୁ ନେଇ ଚର୍ଚ୍ଚା କରୁଛନ୍ତି । ଭୁବନେଶ୍ୱର ସହରରେ ସକାଳୁ ସକାଳୁ ଅନ୍ଧାର ହୋଇଗଲା । 
ଲୋକେ କହୁଛନ୍ତି କି ବାବାଙ୍କ ଆୟତ୍ତରେ ଥିବା ୪୦ ଲକ୍ଷ ଭୂତ ଭୁବନେଶ୍ୱର ସହରରେ ପହଞ୍ଚିଗଲେ । ସେଥିପାଇଁ ସକାଳୁ ସକାଳୁ କଳାହାଣ୍ଡିଆ ମେଘ ଘୋଟି ଆସିଲା । ଭୂତଙ୍କ ସଭାପତି ବାବା ବିପିନ ରାଉତ ଯାହା କହିଥିଲେ ସେୟା ହିଁ
ହେଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେହି ବାବା ହେଉଛନ୍ତି ୪୦ ଲକ୍ଷ ୨ ଭୂତଙ୍କ ସଭାପତି । ଭୂତ ସଭାପତି ବାବା ଜେଲ ଭିତରେ ବନ୍ଧା ହୋଇଛନ୍ତି । ଆଉ ସେ କହିଥିଲେ ଭୂତ ଆସିବେ ବୋଲି ।
ଆଉ ସତରେ ଭୂତ ପହଞ୍ଚି ଯାଇଛନ୍ତି ଭୁବନେଶ୍ବରରେ ବୋଲି ବାବା ଜେଲ ଭିତରେ ଥାଇ କହିଛନ୍ତି । ଅଳ୍ପ ଭୂତ ଆସିଛନ୍ତି ଆଉ କିଛି ଭୂତଙ୍କର କାମ ଅଛି ବୋଲି ବାବା କହିଛନ୍ତି । ଏବେ ଏହିସବୁ କଥାକୁ ନେଇ ଚା ଖଟିରେ ଚର୍ଚ୍ଚା ହେଉଛି ।
ଭୁବନେଶ୍ଵରରେ ୪୦ ଲକ୍ଷ ଭୂତ ବୁଲୁଛନ୍ତି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ଆଉ ଏନେଇ ଅନେକ ଥଟ୍ଟା ମଜା ବି କରୁଛନ୍ତି । ଏବେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ହସିବାକୁ ବି ବାଧ୍ୟ କରୁଛି ।