Movie prime

ଭୂତ ସଭାପତି ଙ୍କ ସାଙ୍ଘାତିକ ବୟାନ ଦେଖନ୍ତୁ ବାତ୍ୟା ନୁହେଁ ଭୂତ ଆସୁଛି ! ଏମିତି କାହିଁକି କହିଲେ ଦେଖନ୍ତୁ

 
Special report
ଆପଣମାନେ ଜାଣିଥିବେ ବାବା ବିପିନ ରାଉତ ଯିଏ କି ଭୂତ ମାନଙ୍କର ସଭାପତି କୁହନ୍ତି ସେ ବର୍ତମାନ ଜେଲ ରେ ଅଛନ୍ତି।ତାଙ୍କୁ ନେଇ ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ବାବା ବିପିନ ରାଉତ ଗିରଫ କରିବା ପାଇଁ ମନା କରିଥିଲେ,କିନ୍ତୁ ତାଙ୍କ ପଛରେ ଲାଗିଲେ।ତେଣୁ ବର୍ତମାନ ୪୦ ଲକ୍ଷର ଭୂତ ଆସୁଛନ୍ତି।ବର୍ତମାନ ଯେଉଁ ବାତ୍ୟା ଆସୁଛି କୁହାଯାଉଛି ତାହା ବାତ୍ୟା ନୁହେଁ।ସେ ହେଉଛନ୍ତି ଭୂତ।
ଭୁତ ସଂଗଠନ ର ସଦସ୍ୟ ମାନେ ଆସୁଛନ୍ତି।ବାତ୍ୟା ରୂପରେ ଆସୁଛନ୍ତି।ସେମାନେ ଓଡିଶା କୁ ଆସି ପ୍ରଳୟ କରିବେ।ସବୁ ଧୂଳିସାତ କରିଦେବେ।କାରଣ ତାଙ୍କ ସଭାପତିଙ୍କୁ ଗିରଫ କରିଛନ୍ତି।
ସେମାନେ ବହୁତ ରାଗୀ କରି ଅଛନ୍ତି।ସେଥିପାଇଁ ବାତ୍ୟା ରୂପରେ ଆସୁଛନ୍ତି।ଓଡ଼ିଶାରେ ବର୍ତମାନ ପ୍ରଳୟ ପରେ ପ୍ରଳୟ ଆସିବ।ପ୍ରବଳ ବେଗରେ ପବନ ହେବ।ଆଉ ସମୁଦ୍ର ମାଡି ଆସିବ।ସବୁ ଛାରଖାର ହୋଇଯିବ।
ଏହା ହେଉଛି ପୋଲିସ ଦ୍ଵାରା ଗିରଫ ହୋଇଥିବା ନିଜକୁ ଭୂତ ସଂଗଠନର ସଭାପତି କହୁଥିବା ବିପିନ ରାଉତ ରାୟ ଙ୍କ ମନଗଢା କାହାଣୀ।ନିଜକୁ ଭୂତ ଙ୍କ ସଭାପତି ଦାବି କରୁଥିବା ଆତ୍ମ ଘୋଷିତ
 ତାନ୍ତ୍ରିକ ନନ୍ଦ ପୁର ଗ୍ରାମର ବିପିନ ରାଉତ ରାୟ ଙ୍କୁ ପୋଲିସ ଗିରଫ କରିବା ପରେ ବିପିନ ଏବେ ଜେଲ ରେ ରହି ମନଗଢା କାହାଣୀ କହୁଛନ୍ତି।ବିପିନ ମା ଙ୍କୁ ସାଧନା କରିବା ସହିତ ଏମିତି ପ୍ରଳାପ କରୁଛନ୍ତି।
ଆଉ କିଛି ଦିନ ହେବ ଏଭଳି ପ୍ରଳାପ କରି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି।ଏମିତିକି ଭୂତ ନାମ ରେ ଆଇ ମା କାହାଣୀ କହି ନିଜକୁ ଭୂତ ପ୍ରେତ ଙ୍କ ସଭାପତି ମଧ୍ୟ କହୁଥିଲେ।
୪୦ ଲକ୍ଷ ୨ ଜଣଙ୍କ ଭୂତ ଙ୍କ ସଭାପତି ବୋଲି ସେ ନିଜକୁ ପ୍ରଚାର କରୁଥିଲେ।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.