Movie prime

Rani panda ଙ୍କ ପରେ ଦେବାଶିଷ ଙ୍କ ଘରକୁ ଆସିଲେ ବିଦ୍ୟାଶ୍ରୀ, କଲେ ସାହାଯ୍ୟ ଆଉ ଦେଲେ ତାଙ୍କ ଝିଅ ର ଦାୟିତ୍ଵ ନେବା ପ୍ରତିଶ୍ରୁତି

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସହିଦ ଦେବାଶିଷ ବିଶ୍ଵାଳଙ୍କ ଘରକୁ ଧାଇଁ ଆସିଲେ ବିଦ୍ୟାଶ୍ରୀ। ତେବେ ବର୍ତ୍ତମାନର ସବୁଠାରୁ ବଡ ଚର୍ଚିତ ଖବର ଅନୁଯାଇ ବୀର ପୁରୁଷ ସହିଦ ଦେବାଶିଷ ବିଶ୍ଵାଳ ଅମର ରହେ।
କାରଣ ନିକଟରେ ଯେଉଁ ହୃଦୟ ବିଦାରକ ଘଟଣା ଘଟି ଯାଇଛି। ସେଥିପାଇଁ ସାରା ଓଡିଶାବାସୀ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାରେ କିଏ ନିଜ ପୁଅକୁ ହରାଇଛି ତ ଅନ୍ୟ କିଏ ନିଜ ସ୍ଵାମୀକୁ ହରାଇଛି। 
ସେମାନଙ୍କ ମନର ଅବସ୍ଥା ତ କହି ମଧ୍ୟ ହେବ ନାହିଁ। ହେଲେ ଏହାରି ଭିତରେ ବହୁତ ସଦ ହୃଦୟ ବ୍ୟକ୍ତି ସହିଦ ଦେବାଶିଷଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ସମବେଦନା ଜ୍ଞାପନା କରିଛନ୍ତି।
Special report
ଏହା ସହ ସହିଦ ଦେବାଶିଷଙ୍କ ବାପା ଓ ମାଆଙ୍କ ଆଖିରୁ ଲୁହ ପୋଛିଛନ୍ତି। ଅନ୍ୟ କିଏ ଦେବାଶିଷଙ୍କ ଧର୍ମପତ୍ନୀଙ୍କୁ ବୁଝାଇ ତାଙ୍କୁ ସାହସ ଦେଉଛନ୍ତି। ତେବେ ଏହାରି ମଧ୍ୟରେ ସମାଜସେବୀ ବିଦ୍ୟାଶ୍ରୀ ଦେବାଶିଷଙ୍କ ଘରକୁ ଯାଇଥିଲେ। 
ଯାହାକି ଦେବାଶିଷଙ୍କ ପରିବାରର ଦୁଃଖକୁ ସାହି ନପାରି ତାଙ୍କ ଘରକୁ ଯାଇଥିଲେ। ସେଠାରେ ପହଞ୍ଚି ସହିଦ ଦେବାଶିଷଙ୍କ ପରିବାରକୁ ଅନେକ ବୁଝାସୁଝା କରାଇଥିଲେ। ଏହା ସହ ତାଙ୍କର ଦୁଃଖର ମଧ୍ୟ ସାଥି ହୋଇଥିଲେ।
କାରଣ ଦୁଃଖର ଝଡ ସମସ୍ତଙ୍କ ଜୀବନରେ କେତେବେଳେ ନା କେତେବେଳେ ନିହାତି ଭାବେ ଆସିଥାଏ। ହେଲେ ସେହି ଦୁଃଖର ଝଡକୁ ସାହସର ସାମ୍ନା ମଧ୍ୟକରିବାକୁ ପଡିଥାଏ। 
କାରଣ ବିଦ୍ୟାଶ୍ରୀଙ୍କ ଜୀବନରେ ମଧ୍ୟ ଏପରି କିଛି ଦୁଃଖର ଝଡକୁ ସାମ୍ନା କରିବାକୁ ପଡିଥିଲା। ତଥାପି ସେ ଭାଙ୍ଗି ନପଡି ସମୟ ସହ ମୁକାବିଲା କରି ଆଗକୁ ଆସିଥିଲେ।
ସେହିଭଳି ସହିଦ ଦେବାଶିଷ ବିଶ୍ଵାଳଙ୍କ ଘରକୁ ଯାଇ ମଧ୍ୟ ତାଙ୍କର ସଂପୂର୍ଣ୍ଣ ପରିବାରକୁ ସମାଜସେବୀ ବିଦ୍ୟାଶ୍ରୀ ଅନେକ ବୁଝାସୁଝା କରିଥିଲେ। ସାରା ପରିବାରକୁ ସାନ୍ତ୍ଵନା ମଧ୍ୟ ଦେଇଥିଲେ। ସହିଦ ଦେବାଶିଷଙ୍କ କୁନି ଝିଅକୁ ମଧ୍ୟ ବିଦ୍ୟାଶ୍ରୀ ଧରି ତାକୁ ସ୍ନେହ ଆଦର କରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.