Movie prime

ସୁନା ଝିଅ ସିରିଏଲ ବିଶ୍ୱଙ୍କୁ ନେଇ ଆସିଲା ବଡ ଖବର ଦେଖନ୍ତୁ ହଠାତ୍ କଣ ହେଲା

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣମାନେ ପ୍ରତ୍ୟେକ ସମୟରେ ଓଡ଼ିଆ ସିରିଏଲ୍ ଦେଖିବା ପାଇଁ ବେଶ୍ ପସନ୍ଦ କରିଥାନ୍ତି। ସିରିଏଲରେ ଅଭିନୟ କରୁଥିବା
ଅଭିନେତା ଅଭିନେତ୍ରୀ ମାନଙ୍କର ପର୍ସନାଲ ଲାଇଫ ବିଷୟରେ ଜାଣିବା ପାଇଁ ଆପଣମାନେ ପ୍ରତ୍ୟେକ ସମୟରେ ଇଚ୍ଛୁକ ଥାଆନ୍ତି। ତେବେ ଓଡ଼ିଆ ସିରିଏଲ୍ ଜଗତରୁ ଆସିଯାଇଛି ଏକ ଦୁଃଖଦ ଖବର। 
ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଟିଭି ଧାରାବାହିକ ‘ସୁନା ଝିଅ’ ନିଶ୍ଚିତ ଦେଖିଥିବେ। ଏହି ସିରିଏଲଟି ଅତି କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିପାରିଛି।
ଏହି ସିରିଏଲଟିକୁ ଦେଖିବା ପାଇଁ ମଧ୍ୟ ଓଡିଶାବାସୀ ବେସ ପସନ୍ଦ କରୁଛନ୍ତି। ତେବେ ଦର୍ଶକ ବନ୍ଧୁ ଏହି ସିରିଏଲ ରେ ଅଭିନୟ କରିଥିବା ବିଷ୍ଣୁଙ୍କୁ ତ ଆପଣ ମାନେ ନିଶ୍ଚିନ୍ତ ଭାବେ ଜାଣିଥିବେ। 
ତେବେ ବନ୍ଧୁଗଣ ଏହି ସିରିଏଲରେ ଅଭିନୟ କରୁଥିବା ବିଷ୍ଣୁଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ, ସେ ଜବରଦସ୍ତ ଅଭିନୟ କରି ଦର୍ଶକମାନଙ୍କୁ ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଛନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ଜାଣିବାକୁ ମିଳିଛି ବିଷ୍ଣୁଙ୍କ ଦେହରେ ଲାଗିଛି ଗୁଳି। ପ୍ରେମ ଯେତେବେଳେ ସୁନା ଝିଅଙ୍କୁ ଗୁଳି କରିବେ ସେତେବେଳେ ବିଷ୍ଣୁ ଆଗକୁ ପକେଇ ଆସିବେ। ଯାହା ଫଳରେ ତାଙ୍କ ଦେହରେ ଗୁଳିଟି ବଜିଯିବ। 
ଏହାପରେ ବିଷ୍ଣୁ ତଳେ ମଧ୍ୟ ପଡ଼ିଯିବା। ଯାହାକୁ ଦେଖି ସିରିଏଲ୍ ପ୍ରେମୀ ମାନେ ଦୁଃଖରେ ଭାଙ୍ଗି ପଡ଼ିବେ। ହଠାତ୍ ବିଷ୍ଣୁଙ୍କ ଦେହରେ କାହିଁକି ଗୁଳି ବାଜିଲା?
ସେ କାହିଁକି ହସ୍ପିଟାଲ ବେଡ଼ରେ ପଡିଛନ୍ତି? ପ୍ରକୃତରେ ଏହାପରେ କଣ ହେବ, ଆଉ ବିଷ୍ଣୁଙ୍କ ସ୍ବାସ୍ଥ୍ୟ ବସ୍ଥାରେ ସୁଧାର ଆସିବ କି ନାହିଁ ସେହି ବିଷୟରେ ଜାଣିବାକୁ ହେଲେ ଏହି ଧାରାବାହିକ ଦେଖିଲେ ଜାଣିପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.