Movie prime

ଛୋଟ ଡ୍ରେସ ପିନ୍ଧିଲେ ଝିଅ ଖରାପ ! ଏହା ଏକ ହିନ ମାନସିକତା ମୁଁହ ଖୋଲିଲେ ଅଶ୍ଵିନୀ

 
Special Report
ଯେଉଁମାନେ ଡିଜେ ବଜାଇଥାନ୍ତି ସେମାନଙ୍କ ଲୁକ୍ ସବୁବେଳେ ଭିନ୍ନ ଥାଏ।ଜଣେ ଡିଜେ ବଜାଉଥିବା ଯୁବକ ଯାହାଙ୍କ ନାମ ଅଶ୍ଵିନୀ ସାକ୍ଷାତକାର ରେ କହିଛନ୍ତି ଯେ ବାହାର ଷ୍ଟେଟ ରେ ଦେଖିଥିବେ ଚୁଟି ଡିଜାଇନ୍ କରିଥିବେ
 ଫିଲ୍ମ ରେ ଦେଖୁଥିବେ ଛୋଟ ଛୋଟ ଡ୍ରେସ୍ ପିନ୍ଧି ଆସିଥାନ୍ତି,ଯେମିତି ଦେଖିଥାନ୍ତି ତାହା ସେମାନଙ୍କୁ କରାଯାଇଥାଏ କିନ୍ତୁ ସତରେ ଦେଖିବାକୁ ଗଲେ ଡିଜେ ରେ ସାଧାରଣ ଭାବରେ ଲୋକମାନେ ଯାଇଥାନ୍ତି।
କିଛି ଜାଗାରେ ଏମିତି ହୋଇଥାଏ କିନ୍ତୁ ସବୁ ଜାଗାରେ ଏମିତି କରି ନଥାନ୍ତି।ମ୍ୟୁଜିକ ଗୋଟିଏ ଖରାପ ଲାଇନ୍ ନୁହେଁ।ଯଦି ଜଣେ ଡିଜେ ରେ କ୍ୟାରିଅର ଗଢ଼ିବାକୁ ଚାହୁଁଛନ୍ତି ତାହେଲେ ସେମାନେ କରିପାରିବେ।
ଲୋକମାନେ କୁହନ୍ତି ଯେ ଯଦି ଜଣେ କ୍ଳବ୍ ଯାଉଛନ୍ତି ତାହେଲେ ସେମାନେ ଖରାପ।ପୁଅ ମାନେ ବି ଯାଉଛନ୍ତି ତାହା କଣ ଖରାପ ନୁହେଁ?ପୁଅ ମାନେ ବି ଯାଇପାରିବେ ଆଉ ଝିଅ ମାନେ ମଧ୍ୟ ଯାଇପାରିବେ।
ଭଲ ଲୋକମାନେ ବି ଆସୁଛନ୍ତି ଆଉ ଖରାପ ଲୋକମାନେ ବି ଆସୁଛନ୍ତି।ଅଶ୍ଵିନୀ କହିଛନ୍ତି ଯେ ଛୋଟ ଡ୍ରେସ୍ ପିନ୍ଧିଥିବା ଝିଅମାନେ ଖରାପ ନୁହଁନ୍ତି।କିଛି ଦିନ ତଳେ ଯେଉଁ ଘଟଣା ଘଟିଥିଲା ଡିଜେ ଆଜେକ୍ସ ଜଣେ ଝିଅଙ୍କ ପାଇଁ ନିଜ ଜୀବନ ହାରିଦେଲେ
 ଏହା ଠିକ୍ କରିଲେ ନାହିଁ ବୋଲି ଅଶ୍ଵିନୀ କହିଛନ୍ତି।କାରଣ ସେ ବହୁତ ଭଲ ଡିଜେ କରୁଥିଲେ।ଲୋକମାନେ ବହୁତ ପସନ୍ଦ କରୁଥିଲେ।ତାଙ୍କୁ ଅନ୍ୟ ଝିଅ ମିଳି ପାରିଥାନ୍ତେ।
ଆଜେକ୍ସ ତାଙ୍କ ମା ବାପା ଙ୍କ ସହିତ ଏହି ଘଟଣା ବିଷୟରେ ଆଲୋଚନା କରିଥାନ୍ତେ।ତାଙ୍କ ଘରେ ସାନ ଭଉଣୀ ଥିଲେ ତାଙ୍କୁ କହି ପାରିଥାନ୍ତେ।ଏମିତି କରିଲେ କିଛି ସମସ୍ୟା ସମାଧାନ ହୋଇନଥାଏ।
ଏହି ଘଟଣା ଶୁଣିବା ପରେ ଅଶ୍ୱିନୀ ବହୁତ ଦୁଃଖ କରିଲେ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.