Movie prime

ବହୁ ଚର୍ଚ୍ଚିତ ଧଳ ବ୍ରଦର୍ସ ସବୁ ମାମଲା ରୁ ନିର୍ଦ୍ଦୋଷ ରେ ଖଲାସ, ଓକିଲ କହିଲେ କି ସରଳିଆ ଲୋକ ବୋଲି ପୋଲିସ ହଇରାଣ କରୁଥିଲା, ହେଲେ ସତ୍ୟ ର ବିଜୟ ହେଲା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଡାଲି ବ୍ୟବସାୟୀ ଶେଖ୍ ପାରୁଖ ଙ୍କ ହ-ତ୍ୟା ମାମଲାରେ ନିର୍ଦ୍ଦୋଷ ରେ ଖଲାସ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଦୁଇ ଧଳା ସାମନ୍ତ ଭାଈ। ଧଳା ସାମନ୍ତ ଭ୍ରାତା ଙ୍କ ସହଯୋଗୀ ଅରିଫ୍ ଖାନ୍ ମଧ୍ୟ ନିର୍ଦ୍ଦୋଷ ରେ ଖଲାସ ହୋଇଛନ୍ତି।
କଟକ ଜିଲ୍ଲା ଏବଂ ଦୌରା ଜଜ୍ ଏହି ତିନି ଅଭିଯୁକ୍ତ ଙ୍କୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି। ତେବେ ମାମଲାରେ ଭରତ ସ୍ୱାଇଁ ନାମକ ଏକ ଅଭିଯୁକ୍ତ ବର୍ତ୍ତମାନ୍ ସୁଦ୍ଧା ଫେରାର ଅଛନ୍ତି।
Special report
ପୁର୍ବରୁ ଅନ୍ୟ ଚାରି ଅଭିଯୁକ୍ତ ଙ୍କୁ ଦୋଷ ମୁକ୍ତ କରିଥିଲା କୋର୍ଟ। ତାଙ୍କ ଓକିଲ ଙ୍କ କହିବା କଥା ଏହି କେସ କୁ ଗୋଦାମ ରେ କାମ କରୁଥିବା କୌଣସି ଲୋକ ସପୋର୍ଟ କରି ନଥିଲେ।
ଏଭଳି କି ତାଙ୍କ ସ୍ତ୍ରୀ ମଧ୍ୟ ଏଥିରେ ହସ୍ତକ୍ଷେପ କରି ନଥିଲେ। ସେଥିପାଇଁ ଏହି କେଶ ଟି No evidence କେସ ହୋଇଗଲା। ଏଥିପାଇଁ ତାଙ୍କ ବିରୁଦ୍ଧରେ କୌଣସି ପ୍ରକାରର ପ୍ରମାଣ ମିଳିଲା ନାହିଁ।
ତାଙ୍କ ବିରୁଦ୍ଧରେ ପ୍ରମାଣ ଦେବା ପାଇଁ କେହି ମଧ୍ୟ ଆସିଲେ ନାହିଁ। ସେଥିପାଇଁ ବାଧ୍ୟ ହୋଇ କୋର୍ଟ ଏହି କେସ ରେ କୌଣସି ପ୍ରମାଣ ନଥିବାରୁ ଧଳା ସାମନ୍ତ ଭ୍ରାତା ମଧ୍ୟ ନିର୍ଦ୍ଦୋଷ ରେ ଖଲାସ ହୋଇ ଯାଇଛନ୍ତି।
ବର୍ତ୍ତମାନ୍ ସମୟରେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ମଧ୍ଯ ହେବାରେ ଲାଗିଛି। ଲୋକ ମାନେ ବି ଏହି ଧଳା ସାମନ୍ତ ଭ୍ରାତା ଙ୍କ ଖଲାସ ହେବାର କଥା ଶୁଣି ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।
ଆଉ ଏବେ ଚାରି ଆଡେ ଏହି ଖବର ପ୍ରସାରିତ ହୋଇ ଯାଇଛି। ଆଉ ଲୋକ ମାନେ ମଧ୍ୟ ଭୟଭୀତ ହୋଇ ଯାଇଛନ୍ତି। କାରଣ ପୁର୍ବରୁ ତାଙ୍କ ନାମରେ ଏଭଳି ଅନେକ ଅଭିଯୋଗ ରହିଥିଲା।
ଆଉ ଏବେ ମଧ୍ୟ ଏହି ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ଆପଣଙ୍କୁ ଏହି ଖବର ଶୁଣିବା ପରେ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.