Movie prime

ଓଡ଼ିଶା ଲୋକ ଆଉ ଯିବେନି ସୁରତ ! ବାହାରିଲା ରେଳ ବିଭାଗ ନିଯୁକ୍ତି, ସମସ୍ତେ କରି ପାରିବେ ଆବେଦନ ଦେଖନ୍ତୁ କେମିତି

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଦଶମ ପାସ ପରେ ରେଳ ବାଇରେ ଚାକିରୀ କରିବା ପାଇଁ ଚାହୁଁଛନ୍ତି ଯଦି ବାହାରିଲା ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ। ତେବେ ଚାକିରୀ ଆଶାରେ ରହିଥିବା ପିଲାଙ୍କ ପାଇଁ ଖୁସିର ଖବର ଆସିଛି
ଭାରତୀୟ ରେଳବାଇ ଗ୍ରୁପ C କିମ୍ବା ଉତ୍ତର ପଶ୍ଚିମ ରେଳବାଇ ଅଧୀନରେ ଥିବା ଗ୍ରୁପ D କର୍ମଚାରୀଙ୍କ ପାଇଁ ଆସିଷ୍ଟାଣ୍ଟ ଲୋକ ପାଇଲଟ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ବିଭାଗୀୟ ପ୍ରତିଯୋଗୀତା ଆଧାରରେ ପାର୍ଥି ଚୟନ କରାଯିବ। 
ପାର୍ଥି ଯେଉଁମାନେ ଏନ୍ ଡବ୍ଲୁ ଆସିଷ୍ଟାଷ୍ଟ ଲୋକ ପ୍ରିୟ ପଦବୀ ପାଇଁ ଆଗ୍ରହୀ ସେମାନେ ୭ ଏପ୍ରିଲ ରୁ ଆରଆରସି ଯାଜପୁର ଡଟ ଇନରେ ରେଳବାଇର ଅଫିସିଆଲ୍ ୱେବସାଇଟ ପରିଦର୍ଶନ କରି ଅନଲାଇନରେ ଆବେଦନ କରିପାରିବେ।
ଅନଲାଇନର ଆବେଦନ ପ୍ରକ୍ରିୟା ୬ ମେ ୨୦୨୩ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୩୮ଟି ପଦବୀ ପୂରଣ ହେବ। ପାର୍ଥି ମାନେ ଯେଉଁ ମାନେ ଏହି ପୋଷ୍ଟରେ ଚାକିରୀ ପାଇବାକୁ ଆଗ୍ରହୀ ସେମାନେ ଅନଲାଇନରେ ଆବେଦନ କରିପାରିବେ। 
ତେବେ ଯେଉଁ ପାର୍ଥି ମାନେ ଇଲେକ୍ଟ୍ରିକାଲ ଏନଷ୍ଟୁମେଣ୍ଟ ମେକାନିକ, ମେକାନିକ ରେଡ଼ିଓ ଓ ଟିଭିର ଏବଂ ମେକାନିକ ମଟର ଯାନର ୱାରମ୍ୟାନ, ଟ୍ରାକ୍ଟର ମେକାନିକ ଅଭିଜ୍ଞତା ନିଶ୍ଚିନ୍ତ ଭାବରେ ଆଇ ଟି ଆଇ ସାର୍ଟିଫିକେଟ ଥିବା ଆବଶ୍ୟକ।
ଏହି ପଦବୀ ପାଇଁ ସାଧାରଣ ପାର୍ଥିଙ୍କ ବୟସ ସୀମା ରହିଛି ୪୨ ବର୍ଷ, ଓବିସି ପାର୍ଥିଙ୍କର ବୟସ ରହିଛି ସର୍ବାଧିକ ୪୫ ବର୍ଷ, ଏବଂ ଏସି ଏସଟିଙ୍କର ସର୍ବାଧିକ ବୟସ ରହିଛି ୪୭ ବର୍ଷ। 
ତେବେ ଚୟନ ପ୍ରକ୍ରିୟା ରହିଛି ରେଳ ଭାରତୀୟ ପ୍ରକ୍ରିୟାରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ବା ସିବିଟି ମୋଡ଼ରେ ଲିଖିତ ପରୀକ୍ଷା କରାଯିବ, ଡକମେଣ୍ଟ ଭେରିଫିକେସନ୍ ରହିବ
ଏବଂ ମେଡିକାଲ୍ ଟେଷ୍ଟ ରହିବ। ତେବେ ରେଳ ଭାରତୀୟ ୨୦୨୩ ପାଇଁ ଆବେଦନ କରିବା ପାଇଁ ଚାହୁଁଥିବା ପାର୍ଥି ମାନଙ୍କୁ କୌଣସି ପଇସା ଦେବାକୁ ପଡ଼ିବ ନାହିଁ। ଏହା ସଂପୂର୍ଣ୍ଣ ମାଗେଣା ଅଟେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.