Movie prime

ମୁଁ ହେଉଚି ଭୂତ ଙ୍କ ସଭାପତି : ଦିପାଳି ର ନିର୍ବାଚନ ଦିନ ବାପା ନବ ଦାସ ସହ ୪୦ ଲକ୍ଷ ଭୂତ ମଧ୍ୟ କର୍ମୀ ଭାବରେ ଯିବେ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଆମ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ନେଇ କିଛି ଖବର ଆସିଛି । ଏହି ଘଟଣା ବିଷୟରେ ଅନେକ ପ୍ରକାରର ଖବର ଆସିଥାଏ । ଏହି ଭିଡିଓରେ ଶୁଣିପାରିବେ କି ଜଣେ ଜ୍ଞାନୀ କିଛି ଏଭଳି କଥା କହିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଜ୍ଞାନୀ ଜଣକ କହିଛନ୍ତି, ଜ୍ଞାନ ରୁ ବିଜ୍ଞାନ ସୃଷ୍ଟି । ସେ କିଛି ମନ୍ତ୍ର ଦ୍ଵାରା ଭୂତ ପ୍ରେତକୁ ଦେଖନ୍ତି । ଆଉ ତାଙ୍କୁ ସେ ଦେଖନ୍ତି । ଅମାବାସ୍ୟା ଦିନ ବିଜୁଳି ଘଡଘଡି ମାରୁଥିବା ସମୟରେ ଶ୍ମଶାନରେ ଏହି ଜ୍ଞାନୀ ଜଣକ ଯେଉଁମାନେ ମରି ଯାଇଛନ୍ତି
ଅର୍ଥାତ୍ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଡାକି ତାଙ୍କ ସହ କଥା ହୋଇଥାନ୍ତି ଏବଂ ତାଙ୍କ ଇଚ୍ଛା ବିଷୟରେ ଜାଣିଥାନ୍ତି । ଆଉ ସେ ତାଙ୍କୁ ସାହାଯ୍ୟ କରିଥାନ୍ତି । ଏହିସବୁ ବିଷୟରେ ସେ ଅନେକ କଥା କହିଛନ୍ତି ।
ସେ କହିଛନ୍ତି ସେ ଭୂତ ସମାଜର ସଭାପତି ଅଟନ୍ତି । ସେ ଭୂତମାନଙ୍କ ସହିତ ରୁହନ୍ତି । ତାଙ୍କ ପାଖରେ ୪୦ ଲକ୍ଷ ଭୂତ ଅଛି । ୪୦ ଲକ୍ଷ ୨ରେ ଆମ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଆତ୍ମା ଅଛି । ଆଉ ସେ ତାଙ୍କ ସହିତ କଥା ହୋଇଥିଲେ ।
ଏହିସବୁ ବିଷୟରେ ସେହି ଜ୍ଞାନୀ ଜଣକ ଏହି ଭିଡିଓରେ କହିଛନ୍ତି । ଯେମିତି ମଣିଷ ଥିବ ସେ ଭୂତ ହେଲେବି ସେମିତି ରହିବ । ଗରୁଡ଼ ପୁରାଣରେ ସବୁ କଥା ଲେଖାଯାଇଛି । ସେ କହିଛନ୍ତି ନବ ଦାସ ଜଣେ ଭଲ ବ୍ୟକ୍ତି ଥିଲେ । ସେ ଆସ୍ତିକ ଲୋକ ଥିଲେ । 
ତାଙ୍କ ଝିଅ ଉପରେ ତାଙ୍କର ଆର୍ଶୀବାଦ ରହିଛି ସେ ପାଇବ ନିଶ୍ଚୟ । ନବ ଦାସଙ୍କ ଆତ୍ମା ତାଙ୍କ ଝିଅକୁ ସାହାଯ୍ୟ କରୁଛି । ନବ ଦାସଙ୍କ ପ୍ରେତାତ୍ମା ଚାହୁଁଛି ତାଙ୍କ ଝିଅ ଦୀପାଳିି ଲୋକମାନଙ୍କ ସେବା କରନ୍ତୁ । ସେ ଲୋକମାନଙ୍କର ଦୁଃଖ ସୁଖରେ ଭାଗି ହୁଅନ୍ତୁ ।
ଆଉ ତାଙ୍କ ସହ ସବୁବେଳେ ନବ ଦାସଙ୍କ ଆତ୍ମା ରହିଛି । ସେହି ଜ୍ଞାନୀ ଜଣକ ମଧ୍ୟ ନବ ଦାସଙ୍କ ଝିଅକୁ ସାହାଯ୍ୟ କରିବେ ବୋଲି ନବ ଦାସଙ୍କ ପ୍ରେତ ତାଙ୍କୁ କହିଛି । ଏହି ଭିଡିଓରେ ସେ ଅନେକ କଥା କହିଛନ୍ତି ଆପଣ ଏହି ଭିଡିଓ ଦେଖିଲେ ସବୁ ଜାଣିପାରିବେ ।