Movie prime

ଏମିତି ବି ଥାଏ ମଣିଷ ଜୀବନ ହସି ହସି ବଞ୍ଚିଯିବା କଳା କେବଳ ଏମାନଙ୍କୁ ହିଁ ଜଣା ଦେଖନ୍ତୁ ଏହି ହୃଦୟସ୍ପର୍ଶୀ Exclusive Visua

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ସୋସିଆଲ ମିଡିଆରେ ଆପଣମାନେ ଏଭଳି କିଛି ଭିଡିଓ ଦେଖିପାରିବେ ଯାହା ଦେଖିଲେ ଆପଣଙ୍କ ମନରେ ଦୁଃଖ ଆସିବ । ଦୁନିଆରେ ଅନେକ ଗରିବ ଲୋକ ଅଛନ୍ତି । ଦୁନିଆରେ ଧନୀ ଲୋକ ହେଉ କି ଗରିବ ବଞ୍ଚିବା ପାଇଁ ଖାଇଥାନ୍ତି । 
କେତେବେଳେ କିଏ ଧନୀ ହେଇଥିବ ତ ପୁଣି ସେ ଭିକାରୀ ହୋଇ ଯାଇପାରେ । ଏହିସବୁ ଭଗବାନଙ୍କ ଖେଳ । କେତେବେଳେ କାହା ସହ କଣ ଯେ ଘଟିବ ସେକଥା କିଏ ଜାଣିଛି । ଆଜି ଯିଏ ରାଜା କାଲି ସିଏ ପ୍ରଜା ହୋଇଯିବ ।
Special report
ଭଗବାନ ଯାହାକୁ ଦିଅନ୍ତି ଛପର ଫାଡ଼ି ଦିଅନ୍ତି । ଆଉ କାହାକୁ ଦାଣ୍ଡର ଭିକାରୀ କରି ଦିଅନ୍ତି । କିଏ ଏସି ତଳେ ଥଣ୍ଡାରେ ବସି ଖାଇଥାଏ ତ ଆଉ କିଏ ଖରାରେ ବୁଲି ମାଗିକି ଖାଇଥାଏ ।
ଏହି ଭିଡିଓରେ ଆପଣମାନେ ଏଭଳି ଏକ ବ୍ୟକ୍ତିଙ୍କୁ ଦେଖିପାରିବେ ସେ କେଉଁଠାରେ ରହୁଛନ୍ତି , ସେ କିଏ ଆଉ କେଉଁଠାରୁ ଆସିଛନ୍ତି ତାହା ଜଣା ନାହିଁ । କିନ୍ତୁ ଏହି ବ୍ୟକ୍ତି ଜଣକ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ।
ସେ ତାତିକୁ ଖାତିର ନକରି ନିଜ ପେଟ ପାଇଁ ହାତ ପତେଇ ଚାଲିଛନ୍ତି । ହାତ ପତେଇ ଜଣ ଜଣଙ୍କୁ ଭିକ୍ଷା ମାଗି ଚାଲିଛନ୍ତି । ଭୋକ ବିକଳ ସହି ନପାରି ପେଟ ପାଇଁ ଭୂଇଁରେ ଘୋଷରି ଯାଉଛନ୍ତି । ଯିଏ ଯାହା ଦେଉଛନ୍ତି ସେ ତାହା ଖୁସିରେ ଖାଇ ଦେଉଛନ୍ତି ।
ପୁଣି ଆଗକୁ ଚାଲୁଛନ୍ତି । ଖରା ବର୍ଷାକୁ ଖାତିର ନକରି ସେ ମାଗୁଛନ୍ତି ଦି ଓଳି ଖାଇବା ପାଇଁ । ନିଜକୁ ଘୋଷାଡି ଘୋଷାଡି ନେଉଛନ୍ତି । ଯିଏ ଯାହା ଦେଉଛି ତାକୁ ହସି ଦେଇ ଗ୍ରହଣ କରୁଛନ୍ତି । ଆଉ ତାଙ୍କ ମନରେ କିଛି ଭାବନା ନାହିଁ ।
ସେ ବଞ୍ଚିବାକୁ ଖାଉଛନ୍ତି । ସେ ନିଜ ପେଟ ପୋଷିବା ପାଇଁ କିଛି ଚିନ୍ତା ନକରି ଏଭଳି ମାଗି ଖାଉଛନ୍ତି । ଯିଏ ଯାହା ଦେଉଛି ତାହା ସେ ଗ୍ରହଣ କରୁଛନ୍ତି । ଆଉ ଯେମିତି ସେ ବଞ୍ଚିବା ପାଇଁ ଏଭଳି କରୁଛନ୍ତି ତାହା ଜଣାପଡିଛି ।