Movie prime

ଠକ ପ୍ରଡୁସର୍ sitansu କହିଲା ମୁଁ ଜେଲରେ ରହିଲେ ବି ଫିଲ୍ମ କରିବି, ଆସିଗଲା trailer

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି।
ତେବେ ଆପଣ ମାନେ ଜାଣିଥିବେ କି ଆମର ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ନେଇ ଦିନକୁ ଦିନ ଏଭଳି ଖବର ଆସିବାକୁ ଲାଗୁଛି ଯାହାକୁ ନେଇ ଏବେ ସମସ୍ତ ଓଲିଉଡ଼ ଅଭିନେତା ଓ
 ଅଭିନେତ୍ରୀ ମାନେ ଚିନ୍ତିତ ଅଛନ୍ତି। ଦର୍ଶକ ମାନେ ମଧ୍ୟ ଏବେ ଚିନ୍ତା ରେ ପଡି ଯାଇଛନ୍ତି କି ଆଗଭଳି ଆଉ ସିନେମା ଦେଖିବାକୁ ମିଳିବ କି ନାହିଁ।
ଗୋଟେ ପରେ ଗୋଟେ ଅମୂଲ୍ୟ ତାରକା ମାନେ ଓଲିଉଡ଼ ଜଗତରୁ ବିଦାୟ ନେବାରେ ଲାଗିଛନ୍ତି। ଏବଂ ଏଭଳି ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ନେଇ ଅନେକ ଘଟଣା ମଧ୍ଯ ଦିନକୁ ଦିନ ସାମ୍ନାକୁ ଆସିବାରେ ଲାଗିଛି। ବର୍ତ୍ତମାନ ଏକ ଫ୍ରଡ ପ୍ରଡ୍ୟୁସର୍ ଙ୍କୁ ଦେଖିବାକୁ ମିଳିଛି।
ତାଙ୍କୁ ମଧ୍ୟ ଲୋକ ମାନେ ମିକ୍ଚର ମେସିନ ଚୋର ପ୍ରଡ୍ୟୁସର୍ ବୋଲି କରିଛନ୍ତି। ତାଙ୍କର ଏକ ଫିଲ୍ମ୍ ମଧ୍ଯ ନିକଟରେ ରିଲିଜ୍ ହୋଇଛି ଯାହାର ନାମ ହେଉଛି ଜେଜେ ନମ୍ୱର୍ ୱାନ।
ସେହି ଫିଲ୍ମ୍ ର ପ୍ରଯୋଜକ ଏଭଳି କାମ କରିଛନ୍ତି ବୋଲି କେହି ବିଶ୍ଵାସ ମଧ୍ଯ କରି ପାରୁ ନାହାଁନ୍ତି। କାରଣ ତାଙ୍କ ମୁହଁ ଏଭଳି ସରଳ ଓ ନିରୀହ ଦେଖା ଯାଉଛି କି ଯାହାକୁ କି କେହି ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି।
ପୂର୍ବରୁ ଏହି ପ୍ରଯୋଜକ ମଧ୍ୟ ଅନେକ ଫିଲ୍ମ୍ ରେ ଅନେକ ପ୍ରଯୋଜନା ଦେଇଛନ୍ତି। ତାଙ୍କ ଫିଲ୍ମ୍ କୁ ମଧ୍ୟ ଦର୍ଶକ ମାନେ ଖୁବ୍ ପଶନ୍ଦ କରିଛନ୍ତି। ଏବେ ଜଣା ପଡ଼ିଛି ପ୍ରଯୋଜକ ଜଣକ ଅନେକ ଫ୍ରଡ କାମ କରୁଥିଲେ।
ଏବଂ ଏବେ ସେ ସମସ୍ତଙ୍କ ସମ୍ମୁଖରେ ଧରା ମଧ୍ୟ ପଡି ଯାଇଛନ୍ତି। ଏହି ଖବର ଏବେ ଚାରି ଆଡେ ଖୁବ ଜୋରେ ପ୍ରସାରିତ ହେବାରେ ଲାଗିଛି। ଏହାକୁ ଅନେକ ଲୋକ ମାନେ ମଧ୍ୟ ଖୁବ୍ ନିନ୍ଦା କରିଛନ୍ତି।
ସେମାନେ ପ୍ରଯୋଜକ ଜଣକ ଏଭଳି କାମ କୁ ଖୁବ୍ ନିନ୍ଦା ମଧ୍ଯ କରିଛନ୍ତି। ତେବେ ପ୍ରଯୋଜକ ଜଣକ ଏଭଳି କାମ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.