Movie prime

କୁନି ଝିଅକୁ ଗୀତ ଗାଇ ଗାଇ ଶୁଆଇ ଦେଉଛନ୍ତି ଲୋକପ୍ରିୟ ଗୀତିକାର ଦିପ୍ତିରେଖା ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଦିପ୍ତିରେଖା ପାଢ଼ୀ ହେଉଛନ୍ତି ଓଲିଉଡ଼ ର ଜଣେ ଆଗ ଧାଡ଼ିର କଣ୍ଠଶିଳ୍ପୀ। ସେ ତାଙ୍କର ସୁମଧୁର କଣ୍ଠସ୍ବର ରେ ସାରା ଓଡ଼ିଶା ବାସୀ ଙ୍କୁ ମତୁଆଲା କରି ରଖିଛନ୍ତି।
ଓଡ଼ିଶା ବାସୀ ମଧ୍ୟ ତାଙ୍କର ଗୀତ ଗୁଡ଼ିକୁ ବେଶ ଭଲ ପାଇବା ଦେଇଛନ୍ତି। କାରଣ ତାଙ୍କର ଗୀତ ହିଁ ସିଧା ହୃଦୟ କୁ ସ୍ପର୍ଶ କରିଥାଏ। ସେ ଏଭଳି ଅନେକ ଓଡିଆ ଗୀତ ଗାଇଛନ୍ତି ଯାହାକି ସୁପର୍ ଡୁପର୍ ହିଟ୍ ହୋଇଛି।
ପ୍ରତ୍ୟେକ ଓଡିଆ ଙ୍କ ଘରେ ଘରେ ସେ ପରିଚିତ ଅଟନ୍ତି। ଗୀତ ଗାଇବା ସହ ସେ ଖୁବ ସୁନ୍ଦର୍ ଅଭିନୟ ମଧ୍ୟ କରନ୍ତି।ଏକ ଧାରାବାହିକ ରେ ତାଙ୍କୁ ଅଭିନୟ କରୁଥିବାର ମଧ୍ଯ ଦେଖିବାକୁ ମିଳିଥିଲା।
ହେଲେ ଏହାପରେ ସେ ଆଉ କୌଣସି ଧାରାବାହିକ ରେ ନଜର ଆସି ନାହାଁନ୍ତି। ସେ ଗୀତ କୁ ହିଁ ତାଙ୍କର ଜୀବିକା ଭାବରେ ବାଛି ନେଇଛନ୍ତି। ସେ ଦେଖିବାକୁ ଯେମିତି ସୁନ୍ଦର୍ ଅଟନ୍ତି ସେମିତି ସୁନ୍ଦର୍ ଗୀତ ମଧ୍ୟ ସେ ଗାଇ ଥାଆନ୍ତି।
ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ସେଥିରେ ସେ ଏକ କୁନି ପିଲା ସହ ଥିବାର ଦେଖିବାକୁ ମିଳିଛି। ସେ ସେହି ପିଲାଟି ସହ ବେଶ ଖୁସି ଅଛନ୍ତି ଏବଂ
ସେହି ପିଲା ଟିକୁ ସେ ଖୁବ ସୁନ୍ଦର୍ ଗୀତ ଗାଇ ମଧ୍ୟ ସୁଣାଉ ଛନ୍ତି। ଯାହା ଫଳରେ କି ପିଲାଟି ଆଉ ନ କାନ୍ଦି ତାଙ୍କୁ ସେଭଳି ଭାବରେ ଅନେଇ ରହିଛି। ଯାହାକୁ ଦେଖି ଲାଗୁଛି କି ଦୀପ୍ତି ରେଖା ଏକ ଖୁବ ଭଲ ମାଆ ହୋଇ ପାରିବେ।
ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଲୋକ ମାନେ ଏହି କୁନି ପିଲା ଟିକୁ ଦୀପ୍ତି ରେଖା ଙ୍କ ଝିଅ ବୋଲି କହିଛନ୍ତି।
ଆଉ ଏହି ଭିଡିଓ ଏବେ ଜଣକ ଫୋନ୍ ରୁ ଅନ୍ୟ ଜଣକ ଫୋନ୍ କୁ ଘୁରି ବୁଲୁଛି। ତେବେ ଏହି ଭିଡିଓ ଦେଖିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।