Movie prime

ଗୋପାଳ ନୁହେଁ ଗୋପାଳ ର ପୁଅ କୁ ମିଳିବ ନିର୍ବାଚନୀ ଟିକେଟ, ସପକ୍ଷ ରେ ସାଧାରଣ ଜନତା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଗୋପାଳ ଦାସ ଥିବା ଜେଲ ରୁ ଆସି ପହଞ୍ଚିଛି ଏକ ସାଙ୍ଘାତିକ ଖବର। ଲୋକଙ୍କ ସେବା କରିବା ପାଇଁ ଗୋପାଳ ଏବେ ରାଜନୀତି କରିବାକୁ ଯାଉଛି। ଗୋପାଳ ଦାସ ଙ୍କ ଦଶଟି ସ୍ବପ୍ନ କୁ ପୂରଣ କରିବାକୁ ଯାଉଛି ଏବେ ତାଙ୍କ ପୁଅ।
ତାଙ୍କ ପୁଅ ଙ୍କୁ ସେ କହିଛନ୍ତି କି ସେ ଓଡିଆ ଲୋକ ମାନଙ୍କ ଦୁଃଖ ଆଉ ଦେଖି ପାରୁ ନାହାଁନ୍ତି। ସେଥିପାଇଁ ସେ ଗରିବ ଲୋକଙ୍କ ଟଙ୍କା ଖାଉଥିବା ଏକ ମଣିଷ କୁ ମାରି ଦେଇଛନ୍ତି ବୋଲି କହିଛନ୍ତି।
ବାପା ଯେତେ ପାପ କଲେ ମଧ୍ଯ ପୁଅ ପାଇଁ ସେ ଦେବତା ହୋଇଥାଏ। ସେଥିପାଇଁ ବାପାର ସମସ୍ତ ଇଚ୍ଛା କୁ ପୂରଣ କରିବା ପୁଅ ର କର୍ତ୍ତବ୍ୟ ହୋଇଥାଏ।
ଗୋପାଳ ଦାସ ଏହା ମଧ୍ୟ କହିଛନ୍ତି କି ସେ ଯଦି ଜେଲ ରେ ବେଶୀ ଦିନ ପର୍ଯ୍ୟନ୍ତ ରହି ଯାଆନ୍ତି ତେବେ ତାଙ୍କ ଇଚ୍ଛା କୁ ତାଙ୍କ ପୁଅ ହିଁ ପୂରଣ କରିବେ। ତାଙ୍କ ପୁଅ ବଡ ହୋଇ ମନ୍ତ୍ରୀ ହେବା ସହ ଲୋକ ମାନଙ୍କ ସେବା କରିବେ ବୋଲି ସ୍ବପ୍ନ ଦେଖିଛନ୍ତି ହ-ତ୍ୟା-କା-ରୀ ଗୋପାଳ ଦାସ।
ଓଡ଼ିଶାରେ ଥିବା ସମସ୍ତ ଦୁଃଖୀ ଲୋକଙ୍କ ଦୁଃଖରେ ଭାଗୀଦାର ହେବା ପାଇଁ ମଧ୍ଯ ସେ ତାଙ୍କ ପୁଅ ଙ୍କୁ ପରାମର୍ଶ ପ୍ରଦାନ କରିଛନ୍ତି। କେବେ ମଧ୍ୟ ଲୋକ ମାନଙ୍କ ଟଙ୍କା ଖାଇବେନି ଓ ଯେତେ ବିପଦ ଆସିଲେ ମଧ୍ୟ କାହା ମନରେ ସେ କଷ୍ଟ ଦେବେ ନାହିଁ
 ବୋଲି ନିଜ ପୁଅ କୁ ଗୋପାଳ ଦାସ ପରାମର୍ଶ ଦେଇଛନ୍ତି। ଏବେ ହେଉଛି ତାଙ୍କ ପୁଅ ଙ୍କ ପାଠ ପଢା ର ବୟସ। ଏବେ ସେଥିପାଇଁ ତାଙ୍କ କାମ ହେଉଛି ମନ ଦେଇ ପାଠ ପଢ଼ିବେ ଏବଂ
ଲୋକ ମାନଙ୍କ ସେବା କରି ଲୋକ ମାନଙ୍କ ସହ ସମ୍ପର୍କ ସ୍ଥାପନ କରିବେ। ବଡ଼ ହେଲେ ସେ ରାଜନୀତି କରି ମନ୍ତ୍ରୀ ହେବେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ଆଦର୍ଶ ଭାବି ମାନି ଚଳିବେ ବୋଲି ମଧ୍ୟ ଗୋପାଳ ଦାସ ନିଜ ପୁଅ ଙ୍କୁ ପରାମର୍ଶ ଦେଇଛନ୍ତି।
ନିଜେ କେବେ ଗରୀବ ଲୋକଙ୍କ ଟଙ୍କା ନଖାଇବା ସହ କାହାକୁ ଖାଇବାକୁ ଦେବେ ନାହିଁ ବୋଲି ମଧ୍ୟ ସେ ପରାମର୍ଶ ପ୍ରଦାନ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.