Movie prime

କମେଡିଆନ ଗୁଡୁ କୁ ନେଇ ସୋସିଆଲ ମିଡ଼ିଆ ରେ ଝଡ଼ : ଘୁରି ବୁଲୁଛି ମିଛ ଖବର, ଶେଷ ରେ ଗୁଡୁ କଲେ ପୋଲିସ ରେ ମାମଲା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ପ୍ରକାରର, ସବୁ ଅଞ୍ଚଳର ଏବଂ ସମସ୍ତ ଖବର ପାଇପାରିବେ।
ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ବିଷୟରେ ସୂଚନା ପାଉଥିବେ । ଓଲିଉଡ ଜଗତର ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ ବିଷୟରେ ଖବର ବି ଜଣା ପଡ଼ିଥାଏ । 
Special Report
ଆପଣମାନେ ସମସ୍ତେ ଓଲିଉଡ ଜଗତର ଜଣେ ଜଣାଶୁଣା ହାସ୍ୟ ଅଭିନେତା ଗୁଡୁଙ୍କୁ ଭଲଭାବେ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ତିଆରି କରିଛନ୍ତି ।
ଅଭିନେତା ଗୁଡୁ ସବୁବେଳେ ତାଙ୍କ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେ ସବୁବେଳେ ତାଙ୍କ କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ସବୁବେଳେ ଲୋକମାନଙ୍କୁ ହସାଇ ଥାଆନ୍ତି । 
ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ବିଷୟରେ ଆପଣମାନେ ଜାଣିଥିବେ । ଅଭିନେତା ଗୁଡ଼ୁଙ୍କୁ ନେଇ ଏକ ଖବର ଆସିଛି । ଯାହା ଏବେ ଚର୍ଚ୍ଚାରେ ଅଛି । ହାସ୍ୟ ଅଭିନେତା ଗୁଡୁଙ୍କୁ ନେଇ ଏକ ଦୁଃଖଦ ଖବର ସୋସିଆଲ ମିଡିଆରେ ପ୍ରଚାର ହେଉଥିବାବେଳେ
Special Report
ଏହି ଖବର ଶୁଣି ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ହାସ୍ୟ ଅଭିନେତା ଗୁଡୁ ଆଉ ଏହି ଦୁନିଆରେ ନାହାଁନ୍ତି ବୋଲି କେହି ଜଣେ ଫେସବୁକରେ ପୋଷ୍ଟ କରିଥିଲା । ଆଉ ଏନେଇ ଅନେକ ଖବର ବି ଭାଇରାଲ ହୋଇଥିଲା ।
ଅଭିନେତା ଗୁଡୁଙ୍କର ଦୁର୍ଘଟଣାରେ ଦେହାନ୍ତ ହୋଇଥିବା ଖବର ଗୁଜବ ଅଟେ । ଏହି ଖବର ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅଟେ । ଏହି ସମ୍ପର୍କରେ ନିଜେ ହାସ୍ୟ ଅଭିନେତା ଗୁଡୁ କହିଛନ୍ତି ।
ନ୍ୟୂଜ୍ ରିପୋର୍ଟର ଏହି ଘଟଣା ସଂପର୍କରେ ସତ୍ୟତା କଣ ଅର୍ଥାତ୍ ଏହି ଖବର କିଭଳି ସାମ୍ନାକୁ ଆସିଲା ଜାଣିବା ପାଇଁ ଅଭିନେତା ଗୁଡୁଙ୍କୁ କଲ୍ କରିଥିଲେ ।
ଆଉ ଅଭିନେତା ଗୁଡୁ କହିଲେ ଏହା ମିଥ୍ୟା ଅଟେ । ଆଉ ଏହି ମିଥ୍ୟା ପ୍ରଚାରକୁ ନେଇ ସେ ଥାନାରେ ଅଭିଯୋଗ କରିବାକୁ ଆସିଛନ୍ତି । ଏବେ ସେ କ୍ୟାପିଟାଲ ଥାନାରେ ଏହି ଘଟଣାକୁ ନେଇ ଅଭିଯୋଗ କରିଛନ୍ତି ।