Movie prime

ଅଭିନେତ୍ରୀ ମାନଙ୍କ ପ୍ରକୃତ ଘର କେଉଁଠି ଜାଣିଛନ୍ତି କି? ଆଜି ହିଁ ଜାଣନ୍ତୁ ଲୋକପ୍ରିୟ ଅଭିନେତ୍ରୀ ଙ୍କ ପ୍ରକୃତ ଘର କେଉଁଠି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ପ୍ରତ୍ୟେକ ସମୟରେ ଓଡିଆ ସିନେମା ଦେଖିବାକୁ ଖୁବ୍ ପସନ୍ଦ କରୁଥିବେ। ଲୋକ ମାନେ ଓଡିଆ ସିନେମା ର ହିରୋ ଓ ହିରୋଇନ୍ ମାନଙ୍କ ବିଷୟରେ ଜାଣିବା ପାଇଁ ମଧ୍ୟ ଖୁବ ଇଚ୍ଛା ପ୍ରକଟ କରିଥାଆନ୍ତି। ଆଜି ଆମେ ଆପଣଙ୍କୁ ଏହି ହିରୋଇନ୍ ମାନଙ୍କର ପ୍ରକୃତ ଘର ସମ୍ପର୍କରେ କହିବାକୁ ଯାଉଛୁ।
ଭୂମିକା ଦାସ:- ସେ ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି। ପିଲାଟି ବେଳରୁ ହିଁ ତାଙ୍କର ଅଭିନୟ ପ୍ରତି ରୁଚି ରହିଥିଲା। ସେ ଅନେକ ଫିଲ୍ମ୍ ରେ ମଧ୍ୟ କାମ କରିଛନ୍ତି। ତାଙ୍କର ଜନ୍ମ ହେଉଛି ରାଉଲକେଲା ଠାରେ। ଏବଂ ବର୍ତ୍ତମାନ୍ ସମୟରେ ସେ ଭୁବନେଶ୍ୱର ରେ ରହି ପାଠ ପଢୁଛନ୍ତି।
ପୁନମ ମିଶ୍ର:- ତାଙ୍କ ଅଭିନୟ କୁ ମଧ୍ୟ ଲୋକ ମାନେ ଖୁବ ପସନ୍ଦ କରନ୍ତି। ତାଙ୍କ ଜନ୍ମ ମଧ୍ୟ ହେଉଛି ଭୁବନେଶ୍ଵର ରେ। ଏବଂ ସେ ମଧ୍ଯ ବର୍ତ୍ତମାନ୍ ସମୟରେ ଭୁବନେଶ୍ଵର ରେ ରୁହନ୍ତି। ସେଠାରେ ସେ ଚାକିରୀ ମଧ୍ୟ କରିଛନ୍ତି।
ବର୍ଷା ପ୍ରିୟଦର୍ଶିନୀ:- ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କାରଣ ସେ ହେଉଛନ୍ତି ଜଣେ ଆଗ ଧାଡ଼ିର ଅଭିନେତ୍ରୀ। ବର୍ଷା ଙ୍କ ଜନ୍ମ ହେଉଛି ଭୁବନେଶ୍ୱର ରେ। ଅନୁଭବ ଙ୍କୁ ବିବାହ ପରେ ସେ କଟକ ରେ ରହୁଥିଲେ। ଏବଂ ଏବେ ମଧ୍ୟ ସେ କଟକ ରେ ଅଛନ୍ତି।
ଶିବାନୀ ସଙ୍ଗୀତା:- ସେ ଅନେକ ଫିଲ୍ମ୍ ରେ ଶିଶୁ କଳାକାର ଓ ମୁଖ୍ୟ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି। ସେ ଖୋର୍ଦ୍ଧା ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ସମୟରେ ମଧ୍ୟ ସେ ଖୋର୍ଦ୍ଧା ରେ ରହୁଛନ୍ତି।
ଅର୍ଚ୍ଚିତା ସାହୁ:- ସବ୍ୟସାଚୀ ଙ୍କୁ ବିବାହ କରିବା ପରେ ବର୍ତ୍ତମାନ୍ ସମୟରେ ଅର୍ଚ୍ଚିତା ସବ୍ୟସାଚୀ ଙ୍କ ଘରେ ରହୁଛନ୍ତି। ଅର୍ଚ୍ଚିତା ଙ୍କ ଜନ୍ମ ହୋଇଥିଲା ଭୁବନେଶ୍ଵର ରେ ସେ ସେଠାରେ ହିଁ ରହୁଥିଲେ। ବର୍ତ୍ତମାନ୍ ସମୟରେ ମଧ୍ୟ ସେ ସେଠାରେ ରହୁଛନ୍ତି।
ଶୀତଲ ପାତ୍ର:- ସେ କଟକ ରେ ଜନ୍ମ ଗ୍ରହଣ କରିଛନ୍ତି। ସେ ଅନେକ ଫିଲ୍ମ୍ ରେ ମଧ୍ୟ ଅଭିନୟ କରିଛନ୍ତି। ସେ କଟକ ରେ ହିଁ ରହୁଛନ୍ତି।
ରିୟା ଦେ:- ସେ ନିକଟରେ ସୁନିଲ ଙ୍କୁ ବିବାହ କରିଛନ୍ତି। ରିୟା ଙ୍କ ଜନ୍ମ ମଧ୍ୟ ହୋଇଥିଲା ବାଲେଶ୍ଵର ଠାରେ। ବିବାହ କରିବା ପରେ ବର୍ତ୍ତମାନ୍ ସମୟରେ ସେ ଭୁବନେଶ୍ୱର ରେ ରହୁଛନ୍ତି।
ଝିଲିକ୍ ଭଟ୍ଟାଚାର୍ଯ୍ୟ:- ଝିଲିକ୍ କଲିକତାରେ ଜନ୍ମ ଗ୍ରହଣ କରିଥିଲେ। ସେଠାରେ ମଧ୍ୟ ସେ ଏକ ବେଙ୍ଗୋଲି ଅଭିନେତ୍ରୀ ଥିଲେ। ବର୍ତ୍ତମାନ୍ ସମୟରେ ସେ ଓଡ଼ିଶାରେ ରହୁଛନ୍ତି। ଓଡ଼ିଶାରେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଙ୍କୁ ବିବାହ କରିଛନ୍ତି।
ଏଲିନା ସାମନ୍ତରାୟ:- ଏଲିନା ଭଦ୍ରକ ରେ ଜନ୍ମ ଗ୍ରହଣ କରିଛନ୍ତି। ସେ ବର୍ତ୍ତମାନ୍ ସମୟରେ ଭଦ୍ରକ ରେ ରହୁଥିବା ବେଳେ ତାଙ୍କ ଗ୍ରାମକୁ ମଧ୍ୟ ସେ ବୁଲିବାକୁ ଯାଉଛନ୍ତି।
ତମନ୍ନା ବ୍ୟାସ:- ସେ ବ୍ରହ୍ମପୁରରେ ଜନ୍ମ ଗ୍ରହଣ କରିଛନ୍ତି। ସେଠାରେ ହିଁ ସେ ରହୁଛନ୍ତି।
ପ୍ରକୃତି ମିଶ୍ର:- ତାଙ୍କର ଜନ୍ମ ହେଉଛି ଖୋର୍ଦ୍ଧା ଠାରେ। ସେ ବଲିଉଡ୍ ହିନ୍ଦୀ ସିରିଏଲ୍ ରେ କାମ କରୁଥିବାରୁ ସେ ମୁମ୍ବାଇ ରେ ରହୁଛନ୍ତି। ଭୁବନେଶ୍ବର ରେ ତାଙ୍କର ମଧ୍ୟ ଏକ ଫ୍ଲାଟ୍ ଅଛି।
ଦିବ୍ୟାଦିଶା ମହାନ୍ତି:- ସେ ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରିଥିବା ବେଳେ ବର୍ତ୍ତମାନ୍ ସମୟରେ ସେ ଭୁବନେଶ୍ୱର ରେ ମଧ୍ୟ ରହୁଛନ୍ତି।
ଏଭଳି ଅନେକ ଅଭିନେତ୍ରୀ ଙ୍କ ଘର ଠିକଣା ଆପଣ ଏହି ଭିଡିଓ ମାଧ୍ୟମରେ ଜଣାଇବାକୁ ପାଇ ଯିବେ।