Movie prime

ମେଣ୍ଟ ନେଇ ମୁଁହ ଖୋଲିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ !! ଦେଖନ୍ତୁ ଆସିଲା ବଡ ଖବର - VIRAl VIDEO

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ରାଜନୀତିକୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି ।
ରାଜନୀତିକୁ ନେଇ ଏବେ କିଛି ଖବର ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନ କଥା ହେଉଛନ୍ତି । ମେଣ୍ଟକୁ ନେଇ ସେମାନେ କଥାବାର୍ତ୍ତା କରୁଛନ୍ତି । 
Hu
ପାଣ୍ଡିଆନ ପ୍ରଶ୍ନ ପଚାରିଥିଲେ ଆଉ ନବୀନ ଉତ୍ତର ଦେଲେ । ଏହି ପ୍ରଶ୍ନ ଆଉ ଉତ୍ତର କଣ ଇଙ୍ଗିତ କରୁଛି ? ମେଣ୍ଟ ଚର୍ଚ୍ଚା ନେଇ ମୁହଁ ଖୋଲିଲେ କି ନବୀନ ? ଏବେ ରାଜ୍ୟ ରାଜନୀତିରେ ଅନେକ କଥା ଚର୍ଚ୍ଚା ହେଉଛି ।
ଚର୍ଚ୍ଚା ହେଉଛି କି ବିଜେଡି ଦଳ ଆଉ ବିଜେପି ଦଳ ମଧ୍ୟରେ ମେଣ୍ଟ ପ୍ରସଙ୍ଗ ।ଆଗାମୀ ସାଧାରଣ ନିର୍ବାଚନରେ ମେଣ୍ଟ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ପୂର୍ବରୁ ମେଣ୍ଟ ହେବାକୁ ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏବେ ଏହା ରାଜନୀତିକୁ ଅନେକ କଥା ଜଣାଉଛି ।
Ui
ଏବେ ଏହି ମେଣ୍ଟ କଥାକୁ ନେଇ ରାଜନୀତି ସରଗରମ ରହିଛି । ମେଣ୍ଟ ନେଇ ବିଜେପି ଦଳ ଏହାକୁ ଖଣ୍ଡନ କରିଛି । ବିଜେପି ଦଳ ଏକାକୀ ଲଢିବ ବୋଲି କୁହାଯାଇଛି । ଆଉ ଏପଟେ ଅନେକ ବିଜେଡି କୌଣସି କଥା କହି ନାହିଁ ।
ଏହି ଭିଡିଓ ମାଧ୍ୟମରେ 5T ଅଧ୍ୟକ୍ଷ ପଣ୍ଡିଆନ ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ ଏକ କଥା ହେଉଛି । ଏହି ଚର୍ଚ୍ଚାରେ ମେଣ୍ଟ ବିଷୟରେ କୁହାଯାଉଛି ବୋଲି କୁହାଯାଇଛି । 5T ଅଧ୍ୟକ୍ଷ ପଣ୍ଡିଆନ ପଚାରୁଛନ୍ତି ରାଜନୀତିରେ ସବୁଠାରୁ ଖରାପ ଜିନିଷ କଣ ?
ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାନ୍ୟ ସ୍ମିତ ହାସ୍ୟ ଦେଇ କହିଛନ୍ତି ଗୁଜବ ଆଉ ମିଛ କଥା ରାଜନୀତିକୁ ଖରାପ କରିଥାଏ । ଏହି କଥା ଶୁଣିବା ପରେ 5T ଅଧ୍ୟକ୍ଷ ପଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଉଛନ୍ତି ।
ଏହି ୧୩ ସେକେଣ୍ଡର ଭିଡିଓକୁ 5T ଅଧ୍ୟକ୍ଷ ଭି. କେ ପଣ୍ଡିଆନ ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରେ ସେୟାର କରିଛନ୍ତି । ଏହି ଭିଡିଓ ଏବେ ସାମ୍ନାକୁ ଆସିଛି ଯେତେବେଳେ ଏହି ମେଣ୍ଟକୁ ନେଇ ଚର୍ଚ୍ଚା ଆସୁଛି । ବିଜେଡି ମେଣ୍ଟ ନେଇ ଚାଲିଥିବା ଗୁଜବକୁ ଖଣ୍ଡନ କରୁଛି ବୋଲି ଚର୍ଚ୍ଚା ହେଉଛି ।