Movie prime

ଶେଷରେ ବେଲ୍ ପାଇଲା ଅର୍ଚ୍ଚନା ହେଲେ ବାହାରୁ ବାହାରୁ ଚିଲ୍ଲେଇଲା, ମୁଁ କଣ ଏକା ଦୋଷୀ , ସେ ଶ୍ରଦ୍ଧାଞ୍ଜଳି କଣ ବାହାରେ ବୁଲୁଛି

 
Special report
ବର୍ତମାନ ଅର୍ଚ୍ଚନା ନାଗ ଙ୍କ ଘଟଣାରେ ଏକ ନୂଆ ମୋଡ଼ ନେବାରେ ଲାଗିଛି।ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ଅର୍ଚ୍ଚନା ନାଗ ଙ୍କୁ ଜାମିନ ମିଳିଛି।ହାଇକୋର୍ଟ ତାଙ୍କୁ ବେଲ ଦେଇଛନ୍ତି।
ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଅର୍ଚ୍ଚନା ନାଗ ଙ୍କ ନାମରେ ଅଭିଯୋଗ କରିଥିଲେ। ବ୍ଲାକ ମେଲିଂ କରି ଟଙ୍କା ମାଗୁଥିବା ଅଭିଯୋଗ ହୋଇଥିଲା।
ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅର୍ଚ୍ଚନା ନାଗ ଏବଂ ଶ୍ରଦ୍ଧାଞ୍ଜଳୀ ଙ୍କ ନାମରେ ଅଭିଯୋଗ କରାଯାଇଥିଲା।ଜାମିନ ପାଇଁ ଆବେଦନ କରାଯାଇଥିଲା।ହାଇକୋର୍ଟ ତାଙ୍କୁ ସର୍ତ୍ତ ମୂଳକ ଜାମିନ ଦେଇଛନ୍ତି।
ରାଜଧାନୀ ର ଏକ ଘରୋଇ ହୋଟେଲ ରେ ତିନି କୋଟି ଟଙ୍କା ଦେବାପାଇଁ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଙ୍କୁ ଅର୍ଚ୍ଚନା ନାଗ ବ୍ଲାକ ମେଲ କରିଥଲେ। ଟଙ୍କା ନ ଦେଲେ ଧମକ ମଧ୍ୟ ଦେଇଥିଲେ।
ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ।ସେହି ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।
ସର୍ତ୍ତ ରହିଛି ଯେ ପୋଲିସ ତାଙ୍କୁ ଯେତେବେଳେ ପଚରାଉଚରା ପାଇଁ ଡାକିବେ ସେ ସମୟରେ ଉପସ୍ଥିତ ତାହିନେ।ଯେହେତୁ ତାଙ୍କ ନାମରେ ଅନେକ ମାମଲା ରହିଛି ତେଣୁ ଅର୍ଚ୍ଚନା ନାଗ ଜେଲ ରେ ରହିବେ।ଜେଲ ରୁ ମୁକୁଳି ବାର କୌଣସି ପ୍ରଶ୍ନ ଉଠୁନାହିଁ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଇଡି ମାମଲାରେ ସେ ଜେଲ ରେ ରହିବେ।ବ୍ଲାକ ମେଲିଂ ଅଭିଯୋଗ ରେ ନେଉଁ ମାମଲା ଚାଲିଥିଲା ବର୍ତମାନ ସେଥିରେ ଜାମିନ ମଞ୍ଜୁରୀ ହୋଇଛି।
ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଅର୍ଚ୍ଚନା ନାଗ ଙ୍କ ଦର୍ଶକ ମାନେ ଆଲୋଚନା କରିବାରେ ଲାଗିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.