Movie prime

ଏମାନେ ଝିଅ ଙ୍କୁ ଦେଖି ଏମିତି ହେଉଛନ୍ତି, ଟିକେ ଧରି କଣ ସୁଖ ପାଉଛନ୍ତି, ଏମାନେ ସମାଜ ପାଇଁ କଳଙ୍କ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଭୁବନେଶ୍ବର ବଡଗଡ଼ ଥାନା ରତ୍ନାକରବାଗ ଅଞ୍ଚଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ଏକାକୀ ଛାତ୍ରୀଙ୍କୁ ପାଇ ଅ-ସ-ଦା-ଚ-ର-ଣ କଲେ କରରେ ଆସିଥିବା ଅ-ଭି-ଯୁ-କ୍ତ।
ଛାତ୍ରୀ ଜଣକ ଟ୍ୟୁସନରୁ ଫେରିବା ସମୟରେ ଏହି ଘଟଣା ସମ୍ନାକୁ ଆସିଥିଲା। ପୁରା ଘଟଣା ସିସିଟିଭିରେ କଏଦ ହୋଇଯାଇଥିଲା। ଦୁ-ର୍ବୃ-ତ-ମାନେ କାରରେ ଆସି ଜଣେ ଛାତ୍ରୀଙ୍କୁ ଅ-ସ-ଦା-ଚ-ର-ଣ କରୁଥିବା ବେଳର ସିସିଟିଭି ଫୁଟେଜକୁ ପୋଲିସ ଜବତ କରିଥିଲା। 
ତେବେ ବନ୍ଧୁଗଣ ଅ-ଭି-ଯୁ-କ୍ତକୁ ଗିରଫ କରିଛି ପୋଲିସ। ଅ-ଭି-ଯୁ-କ୍ତଙ୍କ ନାଁ ସରୋଜ କୁମାର ସ୍ୱାଇଁ ବୋଲି ଜଣାପଡ଼ିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ଉପରେ ଗଣମାଧ୍ୟମ ଆଗରେ ସମାଜସେବୀ ପ୍ରଭାବତୀ ପଟ୍ଟନାୟକ କିଛି କହିଛନ୍ତି।
Special Report
ଯାହାକି ପ୍ରଭାବତୀ କହିଛନ୍ତି, ଗୋଟେ ଝିଅ ହାତ ମାରି କଣ ମିଳିଲା ସେହି ଅ-ଭି-ଯୁ-କ୍ତ-କୁ? ଏମିତି ଅ-ସ-ଦା-ଚ-ର-ଣ କରିବା ସେହି ଅ-ଭି-ଯୁ-କ୍ତ ମାନଙ୍କର ଆଗରୁ ଅଭ୍ୟାସଥିବା ବୋଲି ସମାଜସେବୀ ପ୍ରଭାବତୀ କହିଛନ୍ତି। ଯାହାଫଳରେ ଏଭଳି କୁକର୍ମ ସେହି ଅ-ଭି-ଯୁ-କ୍ତ କରିଛି। 
ଏବଂ ପ୍ରଭାବତୀ କହିଛନ୍ତି ହୋଲି ପାଇଁ ସେହି ଅ-ଭି-ଯୁ-କ୍ତ ମାନେ ନି-ଶା କରିଥିବେ। ଖାଲି ଏକୁଟିଆ ବେଳେ କେବଳ ସେହି ଗୋଟେ ଝିଅ ନୁହେଁ ବହୁତ୍ ଝିଅ ସହିତ ସେହି ଅ-ଭି-ଯୁ-କ୍ତ ମାନେ ଅ-ସ-ଦା-ଚ-ର-ଣ କରୁଥିବେ। ତେଣୁ ଝିଅ ମାନେ କେଉଁଠିବି ସୁରକ୍ଷିତ ନାହାନ୍ତି।
ବାହାରକୁ ବାହାରିଲେ ଝିଅ ମାନଙ୍କପାଇଁ ବିପଦ ବୋଲି ପ୍ରଭାବତୀ କହିଛନ୍ତି। ଆଉ ମଧ୍ୟ ପ୍ରଭାବତୀ କହିଛନ୍ତି, ଯେଉଁ ଜାଗାରେ ଝିଅ ବୋହୂ ମାନେ ଅସୁରକ୍ଷିତ, ସେହି ଜାଗାରେ ପୋଲିସ ସୁରକ୍ଷା ରହିବା ନିହାତି ଆବଶ୍ୟକ। 
ଏବଂ ଶେଷରେ ସମାଜସେବୀ ପ୍ରଭାବତୀ କହିଛନ୍ତି, ଯେଉଁ ଅ-ଭି-ଯୁ-କ୍ତ ଛାତ୍ରୀ ଜଣକ ସହିତ ଏହି କାମ କରିଛି ତାକୁ ଦା-ଣ୍ଡ ଦେବା ନିହାତି ଉଚିତ୍। ଯଦି ପ୍ରକୃତ ଦୋଷୀକୁ ଦା-ଣ୍ଡ ଦିଆଯିବ ତାହାଲେ ଭବିଷ୍ୟତରେ ଏହିଭଳି କର୍ମ ଯୁବପିଢି ମାନେ କରିବେନାହିଁ।
ଏବଂ ସେହି ଅ-ଭି-ଯୁ-କ୍ତ-କୁ ଏମିତି ଦ-ଣ୍ଡ ଦିଆଯାଉ ଯେ ଯେମିତି ଆଉ କେହି ରୋଡ ଉପରେ ଏମିତି ଲଜ୍ୟାଜନକ କାର୍ଯ୍ୟ କରିବେ ନାହିଁ ବୋଲି ସମାଜସେବୀ ପ୍ରଭାବତୀ କହିଛନ୍ତି। ଯାହାକି ତାଙ୍କର ଏହି ଘଟଣା ଉପରେ କହିଥିବା କଥା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.