Movie prime

ଅଷ୍ଟମ ଶ୍ରେଣୀ ଝିଅ ପାଇଁ ପାଗଳ ଥିଲା ଡ଼୍ରାଇଭର ! ପ୍ରେମ ରେ ବିଫଳ ହେବାରୁ ତଣ୍ଟି କାଟି ମା-ରିଦେଲା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ସବୁ ଅଞ୍ଚଳର ଖବର ଜାଣି ପାରୁଛନ୍ତି ।
ଏବେ ଏହି ଘଟଣା ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜାମୁନାଲି ଗ୍ରାମରୁ । ଏହି ଗ୍ରାମର ଦାଶରଥୀ ସାହୁଙ୍କ ଝିଅ ଖୁସିକୁ ଜଣେ ଯୁବକ ଘରେ ପଶି ହ-ତ୍ୟା କରିଥିବା ଘଟଣା ଏବେ ସାମ୍ନାକୁ ଆସୁଛି । 
ଗଡିଆ ଥାନା ବଡଗୁଣ୍ଡୁରି ଗାଁର ଯୁବକ ରଞ୍ଜନ ବେହେରା ଏହି ନାବାଳିକା ଖୁସି ସାହୁଙ୍କ ଘରେ ପଶି ଧାରୁଆ ଅସ୍ତ୍ରରେ ତାଙ୍କର ତଣ୍ଟି କାଟି ଦେଇଥିଲା । ଆଉ ଏହି ଯୁବକ ଜଣକ ସହ ସେହି ଝିଅ ଖୁସି ଫୋନରେ କଥା ହେଉଥିଲା ।
Special report
ଆଉ ଏହି କଥା ତାଙ୍କ ଘରେ ଜାଣିବା ପରେ ଖୁସିକୁ ଗାଳି ଗୁଲଜ କରିଥିଲେ । ଆଉ ଏହାସହ ରଞ୍ଜନକୁ ମାଡ ବି ମାରିଥିଲେ । ଏହାପରେ ନାବାଳିକା ଜଣକ ଆଉ କଥା ହେଉ ନଥିଲେ ।
ଏହାପରେ ଏହି ଯୁବକ ଜଣକ ଏହି ଭଳି କାମ କରିଥିଲେ । ଏହି ନାବାଳିକା ଖୁସି ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପାଠ ପଢୁଥିଲେ । ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ । ଆଉ ଏହି ଯୁବକ ରଞ୍ଜନ ସେହି ଶିଶୁ ମନ୍ଦିର ଗାଡ଼ିର ଡ୍ରାଇଭର ଥିଲେ ।
ଆଉ ସେ ଖୁସିକୁ ଦେଖି ଭଲ ପାଇଥିଲେ । ଖୁସି ଦେଖିବାକୁ ବହୁତ ସୁନ୍ଦରୀ ଥିଲେ । ସେ ମଧ୍ୟ ସେହି ଯୁବକଙ୍କ ସହିତ କଥା ହେଉଥିଲେ । ଘରେ ବାରଣ କରିବା ପରେ ଖୁସି ଆଉ କଥା ହେଉନଥିଲେ । 
ଆଉ ଏହାପରେ ଏହି ଯୁବକ ରଞ୍ଜନ ଏଭଳି କାମ କରିବାକୁ ଆଗେଇ ଆସିଥିଲେ । ଏହି ଯୁବକ ସେହି ନାବାଳିକା ଜଣଙ୍କୁ ହ-ତ୍ୟା କରିଥିଲେ । ତାଙ୍କ ଘରେ ପଶି ତାଙ୍କ ତଣ୍ଟି ସେ କାଟି ଦେଇଥିଲେ ।
ନାବାଳିକା ଜଣଙ୍କୁ ଡ଼ାକ୍ତରଖାନାକୁ ନେଲା ପରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଆଉ ଏବେ ଏହି ଦୋଷୀ ଜଣଙ୍କୁ ଦଣ୍ଡ ଦେବା ପାଇଁ ଝିଅର ଘରଲୋକ ଦାବି କରିଛନ୍ତି । ଏବେ ଏହି ଘଟଣାର ତଦନ୍ତ ଚାଲିଛି । ଏବେ ଏହି ଖବରକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି ।