Movie prime

ଝିଅ କୁ ସ୍ବପ୍ନ ରେ ବିଶ୍ୱାସ ଦେଉଛନ୍ତି ନବ, ଯାହା ମୁ ପାରିଲିନି ତୁ ନିଶ୍ଚୟ ପାରିବୁ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ମୃ-ତ୍ୟୁ ଘଟଣା କୁ ନେଇ ଏବେ ଅନେକ ତଥ୍ୟ ସାମ୍ନା କୁ ଆସିବାରେ ଲାଗିଛି।
ଏବଂ ଅ-ଭି-ଯୁ-କ୍ତ ପୋଲିସ୍ ଏଏସଆଇ ଗୋପାଳ କୃଷ୍ଣ ଦାସ୍ କେଉଁ କାରଣ ପାଇଁ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ୍ ଙ୍କୁ ଗୁଳି କରି ହ-ତ୍ୟା କରିଛି ସେ ବିଷୟରେ ଖୁବ୍ ଶୀଘ୍ର ଜଣା ପଡ଼ିବ।
ସେ ନେଇ କ୍ରାଇମବ୍ରାଞ୍ଚ ତାର ତଦନ୍ତ ଜାରି ରଖିଛି। ତେବେ ବନ୍ଧୁଗଣ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃ-ତ୍ୟୁ ମାମଲା ବିଷୟରେ ଜାଣିଥିବେ। 
ନବ ଦାସଙ୍କ ମୃ-ତ୍ୟୁ ଯୋଗୁଁ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ରହିଛି। ଝାରସୁଗୁଡାରେ ଏହି ଆସନ ପାଇଁ ଉପନିର୍ବାଚନ ହେବ ବୋଲି ସୂଚନା ମିଳିଛି।
ନବ ଦାସଙ୍କ ଦେ-ହା-ନ୍ତ ପରେ ତାଙ୍କ ଝିଅ ଦିପାଳି ଦାସଙ୍କୁ ଉତ୍ତରାଧିକାରୀ କରାଇବା ପାଇଁ ଅନେକ ମତ ଆସିଛି। ତେବେ ବନ୍ଧୁଗଣ ଉପରେ ଥାଇ ଝିଅ ଦିପାଳିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବ ଦାସ। ଆଉ ହତାରେ ଗଢ଼ିଥିବା ତାଙ୍କ ଗଡକୁ ରକ୍ଷା କରିବା ପାଇଁ ଦେଇଛନ୍ତି ଆଦେଶ। 
ଆଉ ନବ ଦାସ ଝିଅ ଦିପାଳିକୁ ଆଶୀର୍ବାଦ ଦେଇ କହିଥିଲେ କେବେ ହାରିବୁ ନାହିଁ। ବାପାଙ୍କ ଆଦେଶ ପାଇବା ପରେ ନବ ଦାସଙ୍କ ଝିଅ ଦିପାଳି ଦାସ ଲଢେଇ କରିବା ପାଇଁ ଆଗେଇ ଆସିଛନ୍ତି।
କଳେବଳେ କୌଶଳେ ବାପାଙ୍କର ଗଡକୁ ରକ୍ଷା କରିବାକୁ ବାହାରି ପଡିଛନ୍ତି ଦିପାଳି। ବଞ୍ଚିଥିବା ବେଳେ ବି ନବ ଦାସ ତାଙ୍କ ଝିଅକୁ ସ୍ଵୟଂ ସେନା ଭଳି ଗଢି ତୋଳିଛନ୍ତି। ଝିଅକୁ କେବେ ହାରିବା ଶିଖେଇ ନାହାଁନ୍ତି ନବ ଦାସ। 
ସେଥିପାଇଁ ଅନ୍ୟ ଦଳ ମାନେ ଦିପାଳିଙ୍କୁ ନିଜ ଗ୍ୟାଙ୍ଗକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ନବ ଦାସଙ୍କ ମୃ-ତ୍ୟୁ ପରଠୁ ତାଙ୍କର ସହନାଭୂତି ଏବଂ ଅନୁକମ୍ପା ଭୋଟ ମିଳିବା ସୁନିଶ୍ଚିନ୍ତ।
ଦୁଃଖ ପାଇଥିବା ଦୀପାଳିଙ୍କୁ ଭୋଟ ଦେବା ପାଇଁ ଅନେଇ ରହିଛନ୍ତି ଝାରସୁଗୁଡ଼ା ବାସୀ। ସେଥିପାଇଁ ମଧ୍ୟ ଦୀପାଳିଙ୍କୁ ତାଙ୍କ ଘରେ ସମବେଦନା ଜଣାଇଥିଲେ ଧର୍ମେନ୍ଦ୍ର ପ୍ରଧାନ। ଏବେ ଖାଲି ଅପେକ୍ଷା ରହିଛି କେବେ ରାଜ୍ୟରେ ନିର୍ବାଚନ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.