Movie prime

ଝିଲି ଙ୍କୁ କାହିଁକି ବାନ୍ଧିଲେ ଟୀଙ୍ଗା ବାବୁ ଦେଖନ୍ତୁ ଆସିଲା ଲୋକପ୍ରିୟ ସିରିଏଲ ଝିଲି ରୁ ବଡ ଖବର

 
Jhili amar
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଅମର ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ଜି ସାର୍ଥକ ଚ୍ୟାନେଲ ରେ ଗତ ଦିନ ମାନଙ୍କରେ ଗୋଟିଏ ଲୋକପ୍ରିୟ ମେଘା ଧାରାବାହିକ ଜୀବନ ସାଥି ରେ ଅଭିନେତା ଅମର ଲିଡ଼ ଆକ୍ଟର ଭାବରେ ଅଭିନୟ କରିଥିଲେ
Jhili amar
ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ।ଆଉ ସେହି ଧାରାବାହିକ ରେ ଜେଶି ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ।
ଅଭିନୟ କରୁଥିବା ବେଳେ ଅମର ଏବଂ ଯେଶି ପରସ୍ପର କୁ ଭଲ ପାଇ ଯାଇଥିଲେ।ଗତ ବର୍ଷ ତାଙ୍କର ବାହାଘର ହୋଇଥାନ୍ତା ବୋଲି ଶୁଣିବାକୁ ମିଳିଥିଲା।କିନ୍ତୁ କୌଣସି ଏକ କାରଣରୁ ଜେଶୀ ଏବଂ ଅମର ଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା।
ଯାହାଫଳରେ ଯେଶୀ ଏବଂ ଅମର ବିବାହ କରି ନଥିଲେ।ଶେଷରେ ଦୁହେଁ ଅଲଗା ହୋଇ ଯାଇଥିଲେ।ତେବେ ଜେସି ଏବଂ ଅମର ଙ୍କ ଯୋଡ଼ି କୁ ଜୀବନସାଥି ଧାରାବାହିକ ରେ ପସନ୍ଦ କରିଥିଲେ।
ଜେଶୀ ଏବଂ ଅମର ଙ୍କ ବ୍ରେକ ଅପ ପରେ ଦୁହେଁ ଏବେ ଅଲଗା ହୋଇ ଯାଇଛନ୍ତି।ଏହାପରେ ଜେଶ ଅନେକ ଧାରାବାହିକ ରେ ଅଭିନୟ କରୁଛନ୍ତି।ଓଡ଼ିଆ ଅଭିନେତା ଅମର ମଧ୍ୟ ଜି ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଝିଲ୍ଳି ଧାରାବାହିକ ରେ ମୁଖ୍ୟ ନାୟକ ଭାବରେ ଅଭିନୟ କରୁଛନ୍ତି।
ବର୍ତମାନ ଅଭିନେତା ଅମର ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଓଡ଼ିଆ ଅଭିନେତା ଅମର ଆର ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।
ସେ କାହାକୁ ବିବାହ କରିବାକୁ ଯାଉଛନ୍ତି ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସେ କେବଳ ଧାରାବାହିକ ରେ ନୁହେଁ ଆଲବମ ରେ ମଧ୍ୟ ଅଭିନୟ କରିଛନ୍ତି।ନିକଟରେ ଝିଲ୍ଳି ଧାରାବାହିକ ରେ ବାହାଘର ଉତ୍ସବ ଚାଲିଛି।
ଏହି ଧାରାବାହିକ ରେ ଝିଲ୍ଲି ଏବଂ ଅମର ଙ୍କ ର ବାହାଘର ହେବାକୁ ଯାଉଛି।ଏହା ଦେଖି ଦର୍ଶକ ମାନେ ଭାବୁଛନ୍ତି ଯେ ସେମାନେ ଦୁହେଁ ବିବାହ କରିବାକୁ ଯାଉଛନ୍ତି।କିନ୍ତୁ ସେମାନେ ରିୟଲ ଲାଇଫ ରେ ନୁହେଁ ରିଲ ଲାଇଫ ରେ ବିବାହ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.