Movie prime

ଲଙ୍କା ଯେତେ ପାଚିଲେ ବି ରାଗ ! ବାହାଘର ପରେ ଖୁସିରେ କୁରୁଳୁଛନ୍ତି ଦିବ୍ୟଶଙ୍କର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତ କିଛି ଦିନ ହେବ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ବେଶ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଦ୍ଵିତୀୟ ବିବାହ କୁ ନେଇ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
ତାଙ୍କ ଦ୍ଵିତୀୟ ବିବାହକୁ ନେଇ ଅନେକ ଲୋକ ମାନେ ଅନେକ କଥା ମଧ୍ଯ କହୁଛନ୍ତି। ହେଲେ ସେ ତାଙ୍କ ପ୍ରଥମ ସ୍ତ୍ରୀ ଙ୍କୁ ଛାଡପତ୍ର ଦେବା ପରେ ଏବେ ସେ ଦ୍ଵିତୀୟ ବିବାହ କରିଛନ୍ତି।
ତାଙ୍କ ବିବାହ ମଧ୍ଯ ତାଙ୍କର କେତେକ ଅନ୍ତରଙ୍ଗ ବନ୍ଧୁ ଓ ପରିବାର ଲୋକଙ୍କ ଉପସ୍ଥିତି ରେ ସମ୍ପନ୍ନ ହୋଇଥିଲା। ଏଥିରେ ଏକାଧିକ ଲୋକ ମାନଙ୍କୁ ନିମନ୍ତ୍ରଣ ନଥିବା ବେଳେ ଏଥିରେ ଖୁବ୍ କମ୍ ଲୋକ ଯୋଗଦାନ କରିଥିଲେ।
ଏହି ବିବାହ କୁ ମଧ୍ଯ ଗଣମାଧ୍ୟମକୁ ଅନୁମତି ନଥିଲା। ଏବଂ ପାସ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ବିଧାୟକ ଦିବ୍ୟଶଙ୍କର ପ୍ରିୟଙ୍କା ଙ୍କୁ ନିଜ ସାତ ଜନ୍ମ ର ସାଥୀ ଭାବରେ ଗ୍ରହଣ କରି ଦେଇଛନ୍ତି।
ଏବେ ସେ ତାଙ୍କର ବାକି ଜୀବନ କୁ ପ୍ରିୟଙ୍କା ଙ୍କ ସହ ହିଁ ଚାଲିବେ। ତାଙ୍କ ବୈବାହିକ ଜୀବନର ମଙ୍ଗଳ କାମନା ପାଇଁ ସେ ଆଜି ଶ୍ରୀ ଜଗନ୍ନାଥ ଙ୍କ ଶ୍ରୀମନ୍ଦିରରେ ଯାଇ ପହଞ୍ଚି ଛନ୍ତି।
ସେ କହିଛନ୍ତି କି ସେଠାକୁ ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ପାଇବା ପାଇଁ ଯାଇଛନ୍ତି। ତାଙ୍କ ବୈବାହିକ ଜୀବନ ସୁଖମୟ ହେବା ପାଇଁ ସେ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ଓ କୃପା କୁ ଶ୍ରେଷ୍ଠ ବୋଲି ମନେ କରି ସେଠାକୁ ଯାଇଛନ୍ତି।
ଏବଂ ତାଙ୍କ ଧର୍ମପତ୍ନୀ ମଧ୍ଯ ତାଙ୍କ ସହ ସେଠାକୁ ଯାଇଛନ୍ତି। ତେବେ ଆଗକୁ ନିଶ୍ଚିତ ଭାବରେ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ବୋଲି ଆମେ କାମନା କରୁଛୁ।
ଶ୍ରୀ ଜଗନ୍ନାଥ ତାଙ୍କ ଉପରେ କୃପା ଦୃଷ୍ଟି ବଜାୟ ରଖନ୍ତୁ ଓ ସେ ଜୀବନରେ ଆହୁରି ମଧ୍ଯ ଅଗ୍ରଗତି କରନ୍ତୁ। ତେବେ ଉଭୟ ଙ୍କ ବିବାହ ସମ୍ପର୍କ ରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.