Movie prime

ଶାଶୁଘରେ ଲିପ୍ସା ମିଶ୍ରଙ୍କ ପ୍ରଥମ ପଣା ସଂକ୍ରାନ୍ତି ଦେଖନ୍ତୁ ସେହି ସମୟର ଦୃଶ୍ୟ କେମିତି ଭାବେ ଶାଶୁଘରେ କଲେ ପାଳନ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ଏଭଳି କିଛି ଭିଡିଓ ଦେଖିପାରିବେ
 ଯାହା ଦେଖିଲେ ଆପଣ ଓଲିଉଡ ଜଗତର କଳାକାରଙ୍କ ବିଷୟରେ ଜାଣିପାରିବେ । ଏବେ ଏମିତି ଏକ ଖବର ଆସିଛି । ଓଲିଉଡ, ବଲିଉଡ ଏବଂ ସିନେମା ଜଗତର ଅନେକ ଖବର ଆପଣ ପାଇପାରିବେ ।
ଓଲିଉଡ ଜଗତର ଏହି କଳାକାରଙ୍କ ବିଷୟରେ ଆପଣ ଏହି ଭିଡିଓ ମାଧ୍ୟମରେ ଆପଣ ଜାଣିପାରିବେ । ଏବେ ଓଲିଉଡ ଜଗତର ଅନେକ ଖବର ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣିପାରିବେ ।
ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ମହାନ୍ କଳାକାର ଲିପ୍ସା ମିଶ୍ରଙ୍କୁ ଜାଣିଥିବେ । ଅଭିନେତ୍ରୀ ଲିପ୍ସା ମିଶ୍ର ଦେଖିବାକୁ ବହୁତ ସୁନ୍ଦର । ଅଭିନେତ୍ରୀ ଲିପ୍ସା ମିଶ୍ର ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । 
ଅଭିନେତ୍ରୀ ଲିପ୍ସା ମିଶ୍ର ଏବେ ତାଙ୍କ ଶାଶୁଘରେ ଅଛନ୍ତି । ଆଉ ଏବେ ଅଭିନେତ୍ରୀ ଲିପ୍ସା ମିଶ୍ର ତାଙ୍କ ଶାଶୁଘରେ ଭଲରେ ଅଛନ୍ତି । ଅଭିନେତ୍ରୀ ଲିପ୍ସା ମିଶ୍ର ଏବେ ପଣା ସଂକ୍ରାନ୍ତି ପାଳନ କରୁଥିବାର ନଜର ଆସିଛନ୍ତି ।
ଅଭିନେତ୍ରୀ ଲିପ୍ସା ମିଶ୍ର ଏବେ ପଣା ବନେଇ ଥିବାର ନଜର ଆସିଛନ୍ତି । ଅଭିନେତ୍ରୀ ଲିପ୍ସା ମିଶ୍ର ପୂଜା ପାଠ କରୁଛନ୍ତି । ଏହାସହ ସେ ବେଲ ପଣା ବନାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 
ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି ଅଭିନେତ୍ରୀ ଲିପ୍ସା ମିଶ୍ର ବେଲ ପଣା ବନାଇ ଭଗବାନଙ୍କ ପାଖରେ ଭୋଗ ଲଗାଉଛନ୍ତି । ଆଉ ଏହାପରେ ସେ ଏବଂ ତାଙ୍କ ଶାଶୂଘର ଲୋକେ ସମସ୍ତେ ପଣା ପିଉଛନ୍ତି ।
ଏବେ ଏହି ଅଭିନେତ୍ରୀ ଜଣଙ୍କର ପଣା ସଂକ୍ରାନ୍ତିରେ ପଣା ବନାଇବାର ଭିଡିଓକୁ ନେଇ ଚର୍ଚ୍ଚା ହେଉଛି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏବେ ଏହି ଭିଡିଓ ଚର୍ଚ୍ଚା ହେଉଛି ।