Movie prime

ଅଭିନେତ୍ରୀ ଲିପ୍ସା ଙ୍କ ହେଲା ବାହାଘର, ବର ଆଉ ସାଜସଜ୍ଜା ଦେଖିଲେ ଆପଣ ଙ୍କ ଆଖି ବି ଖୋସି ହୋଇ ଯିବ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ।
ସାଧାରଣତଃ ଏହି ସବୁ ଓଡିଆ ଅଭିନେତ୍ରୀମାନେ ନିଜ ସୁନ୍ଦରତା ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତେବେ ଲିପ୍ସା କେବଳ ସିରିଏଲ ନୁହେଁ ସେ କେତେକ ଓଡିଆ ଫିଲ୍ମରେ ବି ନିଜର ଅଭିନୟ ଯାଦୁ ଦର୍ଶକଙ୍କୁ ଦେଖାଇଛନ୍ତି। 
ଲିପ୍ସା ୩୦ ରୁ ଅଧିକ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି। ଏହାସହ ସେ ଅନେକ ଆଲବମ ଭିଡିଓ ମଧ୍ୟ କରିଛନ୍ତି। ଏମିତିରେ ଲିପ୍ସା ନିଜ ଅଭିନୟ ଏବଂ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।
ତେବେ ବନ୍ଧୁଗଣ ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ଗତ କାଲି ଅତି ଧୁମଧାମର ସହ ତାଙ୍କର ବିବାହ ହୋଇଥିଲା ଏବଂ ଏହି ବିବାହରେ ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ। 
ତେବେ ଲିପ୍ସା ନିଜର ପୁରୁଷ ବନ୍ଧୁ ଆକାଶଙ୍କ ସହ ପ୍ରେମ ବିବାହ କରିଛନ୍ତି। ଉଭୟ ଲିପ୍ସା ଏବଂ ଆକାଶ ଅନେକ ସମୟ ଧରି ଲଭ ରିଲେସନରେ ରହିବା ପରେ ଗତ କାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ଏହି ବିବାହରେ ଉଭୟ ଲିପ୍ସା ଏବଂ ଆକାଶ ବହୁତ ଅଧିକ ଖୁସି ଅଛନ୍ତି। ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ବୋହୂ ବେଶରେ ସଜେଇ ହୋଇ ଅବିକଳ ଲାଲ ଟୁକୁଟୁକୁ ସାଧବ ବୋହୂ ଭଳି ଦିଶୁଛନ୍ତି ଲିପ୍ସା।
ତେବେ ଗତ କିଛି ସମୟ ହେବ ଲିପ୍ସାଙ୍କର ଏକ ବିବାହ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିରେ ଉଭୟ ବହୁତ ଖୁସି ନଜର ଆସୁଛନ୍ତି। ଏହାପରେ ଭିଡିଓରେ ଦେଖିବାକୁ ମିଳୁଛି ଉଭୟଙ୍କର ହାତଗଣ୍ଠି ପଡୁଥିବାର ଦୃଶ୍ୟ।
ବନ୍ଧୁଗଣ ଗତ କାଲି ଅତି ଧୁମଧାମରେ ଲିପ୍ସା ଏବଂ ଆକାଶଙ୍କ ବିବାହ ହୋଇଛି। ବର୍ତ୍ତମାନ ତାଙ୍କର ବିବାହ ଫଟୋ ଗୁଡିକ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।