Movie prime

ବିଧାୟିକା ହେଉ ହେଉ କାମ ଆରମ୍ଭ କଲେ ଦିପାଳୀ, ବାପା ଙ୍କ ଚେୟାର ରେ ବସି ଲୋକ ଙ୍କ ସମସ୍ୟା ବୁଝିବାକୁ ଲାଗିଲେ ଦିପାଳୀ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆସିଛି ରାଜନୀତି ଦୁନିଆକୁ ନେଇ । ରାଜନୀତି ଦୁନିଆର ଅନେକ ଖବର ଆପଣମାନେ ଜାଣିପାରିବେ । ଏହି ଭିଡିଓରେ ଆପଣମାନେ ଏହି ବିଷୟରେ ଜାଣିପାରିବେ ।
ଆପଣମାନେ ସମସ୍ତେ ଦିପାଳୀ ଦାସଙ୍କୁ ନେଇ ଆସୁଥିବା ଖବର ବିଷୟରେ ଜାଣି ପାରୁଥିବେ । ଝାରସୁଗୁଡ଼ା ଜିଲ୍ଲାରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ସେଠାରେ ଉପ ନିର୍ବାଚନ ହୋଇଥିଲା ।
Special report
ଆଉ ଏହି ନିର୍ବାଚନରେ ବିଜେଡି, ବିଜେପି ଏବଂ କଂଗ୍ରେସର ଦଳ ପକ୍ଷରୁ ପ୍ରାର୍ଥୀମାନେ ଛିଡ଼ା ହୋଇଥିଲେ । ଆଉ ସେଠାରେ ବିଜେଡି ଦଳ ପକ୍ଷରୁ ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ ଦିପାଳୀ ଦାସ ଛିଡ଼ା ହୋଇଥିଲେ । ଆଉ ସେ ବିଜୟ ଲାଭ କରିଛନ୍ତି । 
ଏବେ ସେ ବିପୁଳ ଭୋଟରେ ବିଜୟ ଲାଭ କରି ବିଧାୟକ ଆସନରେ ବସିଲେ । ଏବେ ତାଙ୍କୁ ନେଇ କିଛି ଖବର ଆସିଛି । ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ ଦିପାଳୀ ଦାସ ବିଧାୟିକା ହୋଇ ଶପଥ ନେଇଥିଲେ
Special report
ଆଉ ଏହି କଥା ଆପଣମାନେ ସମସ୍ତେ ଜାଣିଥିବେ । ଏବେ ସେ ବିଧାୟିକା ଆସନ ସମ୍ଭାଳୁ ଥିବାର ଦେଖାଯାଇଛି । ବିଧାୟିକା ବନିବା ପରେ ସେ ଆସନ ସମ୍ଭାଳିଛନ୍ତି । ଆଉ ସେ ପ୍ରଥମ ଥର ପାଇଁ ବିଧାୟିକା ହୋଇଛନ୍ତି ।
ଦିପାଳୀ ଦାସ ବିଧାୟିକା ହେବା ପରେ ସେଠାରେ ସମସ୍ତଙ୍କୁ ମିଟିଂ କରିଛନ୍ତି । ଆଉ ସେଠାରେ ସେ ଝାରସୁଗୁଡ଼ା ଜିଲ୍ଲାର ଉନ୍ନତି ଆଉ ନବ ନିର୍ମାଣ କରିବା ପାଇଁ ଅନେକ କଥା କହିଛନ୍ତି ।
ସେ ଝାରସୁଗୁଡ଼ା ଜିଲ୍ଲାର ନବ ନିର୍ମାଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଉ ଏହା ସେ କରିବେ ବୋଲି ଲୋକମାନେ ତାଙ୍କୁ ଅନେକ ଆଶା ନେଇ ଭୋଟ ଦେଇଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।