Movie prime

ମଦ ପିଇ ଆସି ସ୍ତ୍ରୀ ର ଜିଭ କାଟିଦେଲା ଆଉ କାଠ ଫାଳିଆ ରେ ପିଟି ଦରମଲା କଲା ନୃଶଂସ ସ୍ଵାମୀ

 
Special Report
ନମସ୍କାର ବନ୍ଧୁଗଣ। ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ଦେଖୁଥିବେ। ଆଉ ଏହି ସୋସିଆଲ ମିଡ଼ିଆ ଯୋଗୁଁ ଲୋକମାନେ ବହୁତ ଖବର ବିଷୟରେ ସୂଚନା ପାଉଛନ୍ତି।
ଯୁଗ ବିଜ୍ଞାନର ଅଗ୍ରଗତି ସହ ତାଳ ମେଳାଇ ଆଗକୁ ବଢୁଥିବା ବେଳେ ମଣିଷ ତର ମାନସିକତା, ଚିନ୍ତାଶକ୍ତି, ବୁଦ୍ଧି ଓ ବିବେକ ସବୁ ହଜାଇ ବସୁଛି। ଆଜିର ଶିକ୍ଷିତ ସଭ୍ୟ ସମାଜରେ ଏମିତି କିଛି ଅପ୍ରୀତିକର ଘଟଣା ଘଟୁଛି , ଯାହା ସମାଜ ପାଇଁ ଆଦୌ ଗ୍ରହଣୀୟ ନୁହେଁ।
ଲୋକମାନଙ୍କର ଏପରି କିଛି ଅମାନବୀୟ କାଣ୍ଡ ଘଟାଉଛନ୍ତି, ଯେଉଥିପାଇଁ ଆଜିର ସମାଜକୁ ଧୀରେ ଧୀରେ ତଳକୁ ନେଇଯାଉଛି। ତେବେ ବନ୍ଧୁଗଣ ମଦ୍ୟପ ବ୍ୟକ୍ତି ମଧ୍ୟ ଅନେକ ସମୟରେ ଏମିତି କିଛି କାର୍ଯ୍ୟ କରିଥାନ୍ତି,
Special Report
ଯେଉଁଥିପାଇଁ ସେମାନଙ୍କୁ ସମାଜ ଆଗରେ ଲ-ଜ୍ଜି-ତ ହେବାକୁ ପଡିଥାଏ। ବନ୍ଧୁଗଣ ମ-ଦ ପିଇ ଆସି ସ୍ତ୍ରୀ'ର ଜିଭ କାଟିଦେଲା ସ୍ବାମୀ। ଏହିପରି ସଙ୍ଗୀନ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ। 
ଧାରୁଆ ଅସ୍ତ୍ରରେ ମୁହଁକୁ ଆ-କ୍ର-ମ-ଣ ସହ କାଠ ଫାଳିଆରେ ଲହୁଲୁହାଣ କଲା ମ-ଦ୍ୟ-ପ ସ୍ଵାମୀ। ଘଟଣାଟି ଘଟିଛି ବାଲିଗୁଡା ଥାନା କାମ୍ପଡ଼ା ଅଞ୍ଚଳରେ। କାମ୍ପଡ଼ାର ବିରୂପାକ୍ଷ ଦିଗାଲ ନିଜ ସ୍ତ୍ରୀ ଅନିତା ଦିଗାଲକୁ ଧାରୁଆ ଅସ୍ତ୍ରରେ ଆ-କ୍ର-ମ-ଣ କରିବା ସହିତ,
କ୍ରୋଧନିତ ହୋଇ ଜିଭ କାଟି ଦେଇଥିବା ପୀଡିତା ସ୍ତ୍ରୀ ଅନିତା ଅଭିଯୋଗ କରିଛନ୍ତି। ଘରେ ନିଜ ପୁଅ ସହ ଅନିତା ଥିବା ବେଳେ କାଠ ଫାଳିଆରେ ଆ-କ୍ର-ମ-ଣ କରିଥିଲା ମ-ଦ୍ୟ-ପ ସ୍ଵାମୀ। 
କାଠ ଫାଳିଆ ମାଡ଼ରେ ଅନିତା ବେହୋସ ହେଲା ପରେ ଜିଭ ଓ ମୁଣ୍ଡର ଚୁଟିକୁ କାଟିଦେଇଥିଲା ମ-ଦ୍ୟ-ପ ସ୍ବାମୀ। ଅନିତାଙ୍କ ପୁଅ ଉମାକାନ୍ତ ଘଟଣା ସମ୍ପର୍କରେ ପରିବାର ସଦସ୍ୟଙ୍କୁ ଜଣେଇବା ପରେ ଅନିତାଙ୍କୁ ଉଦ୍ଧାର କରି
 ବାଲିଗୁଡ଼ା ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ପରିବାର ଲୋକେ। ଏନେଇ ବାଲିଗୁଡା ଥାନାରେ ଅନିତା ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ସେହି ଅଞ୍ଚଳରେ ଏହି ଘଟଣାଟି ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.