Movie prime

ମୁଁ ଗଧାଉଥିବି ସେ ଆସି ମୋ ଦେହ ଉପୋଭୋଗ କରନ୍ତି

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନାର ସଞ୍ଜପଡା ଗ୍ରାମରେ ବ୍ଲା-କ-ମେ-ଲ ର ଶିକାର ହୋଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ନେଇ ଯୁବତୀ ଆଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଯୁବତୀଙ୍କ ସୂଚନା ଅନୁଯାୟୀ ପ୍ରେମିକ ସନାତନ ସାହୁ ଆଜିକୁ ପ୍ରାୟ ୫ ବର୍ଷରୁ ଉର୍ଦ୍ଧ ହେବ ପ୍ରେମ ସମ୍ପର୍କ ରହିଥିଲା ଓ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରିରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତି ସମୟରେ ବିବାହରୁ ଓହରି ଯିବା କାରଣରୁ ପ୍ରେମିକ ନାଁରେ ଥାନାରେ ଅଭିଯୋଗ କରିଥିଲେ ପ୍ରେମିକା।
ତେବେ ବନ୍ଧୁଗଣ ସନାତନ କିଛିଦିନ ବିତିଗଲା ପରେ ପ୍ରେମିକାର କିଛି ଅ-ଶା-ଳୀ-ନ ଫୋଟ ରଖିଥିବା ନେଇ ସୂଚନା ଦେଇଥିଲେ ପ୍ରେମିକାକୁ। ଏହାପରେ ବ୍ଲା-କ-ମେ-ଲ୍ କରି ପ୍ରେମିକ ବାରମ୍ବାର ପ୍ରେମିକାର ଟଙ୍କା ଓ ଦେହ ସୁଖ ନେବାରେ ଚାଲିଥିଲା।
ଦିନେ ରାତିରେ ପ୍ରେମିକାକୁ ବାହାରକୁ ଡ଼ାକି ସମ୍ପର୍କ ସ୍ଥାପନ ରଖିଥିବା ବେଳେ ପ୍ରେମିକାର ପରିବାର ଲୋକେ ଉଠି ପଡିଥିଲେ। ଏହାପରେ ପ୍ରେମିକ ସେଠାରୁ ଫେରାର୍ ହେବାର ଉଦ୍ୟମ କରିବାକୁ ଚାହୁଁଥିଲା। କିନ୍ତୁ ପ୍ରେମିକା କୁଆଡେ ଯିବାକୁ ବାଟ ନପାଇ ପ୍ରେମିକକୁ ନେଇ ଯିବା ପାଇଁ କହିଥିଲା। 
ଏହାପରେ ପ୍ରେମିକ ଜଣକ ସେଠାରେ ପ୍ରେମିକାକୁ ମାଡ ମାରି ଘଟଣାସ୍ଥଳରୁ ପଳାଇ ଯାଇଥିଲା। ପ୍ରେମିକ ଘର ନିକଟସ୍ଥ ଗ୍ରାମରୁ ହୋଇଥିବାରୁ ରାତିରେ ଚାଲିଚାଲି ଆସି ପ୍ରେମିକ ଘରେ ପହଞ୍ଚିଥିଲେ ପ୍ରେମିକା।
ପ୍ରେମିକାକୁ ଘରେ ଦେଖି ପ୍ରେମିକ ଘରୁ ଫେରାର୍ ହୋଇଯାଇଥିବା ବେଳେ ଶାଶୁ ଶ୍ୱଶୁର ବୋହୂକୁ ଗ୍ରହଣ କରିନଥିଲେ। ତେବେ ପ୍ରେମିକା ଜଣକ ପ୍ରେମିକ ଘର ଆଗରେ ଜିଦ୍ ଧରି ବସିଛନ୍ତି। ଓ ଶେଷରେ ସେ ନିଷ୍ପତ୍ତି ନେଇଛନ୍ତି ଯଦି ତାଙ୍କୁ ଗ୍ରହଣ ନକରିବେ ତେବେ ଶେଷରେ ସେ ଆ-ତ୍ମ-ହ-ତ୍ଯା କରିବେ। 
ଏହା ସତ୍ତ୍ୱେ ମଧ୍ୟ କୌଣସି ସମାଧାନ ନହେବାରୁ ଯୁବତୀଙ୍କ ପରିବାରବର୍ଗ ସରପଞ୍ଚଙ୍କୁ ନେହୁରା ହୋଇଥିଲେ। ସରପଞ୍ଚ ଏକ ଆପୋଷ ବୁଝାମଣା ପାଇଁ ବୈଠକ କରାଇଥିଲେ। ବୈଠକରେ ମଧ୍ୟ କୌଣସି ସମାଧାନ ବାଟ ଫିଟି ନଥିଲା।
ଶେଷରେ ପରିବାର ଲୋକେ ଉପାୟ ଶୂନ୍ୟ ହୋଇ କଣ୍ଟାବଣିଆ ଥାନା ଦ୍ୱାରସ୍ଥ ହୋଇଥିଲେ । ଥାନା ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ରସିକିଆ ପ୍ରେମିକ ଗ୍ରାମରୁ ଫେରାର୍ ହୋଇଯାଇଥିବା ବେଳେ ପୋଲିସ ପ୍ରେମିକକୁ ଗିରଫ ପାଇଁ ପ୍ରୟାସ ଜାରିରଖିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.