Movie prime

ମାମୁଁ ନପୁଂସକ ବୋଲି ମାଇଁ ମୋତେ ବାହା ହେଲେ,ଏବେ ସେ ବହୁତ ଖୁସି ରେ ରହିବେ, ଆଉ ମୁଁ ବି ତାଙ୍କୁ ଖୁସି ରେ ରଖିବି

 
Special Report
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଆଜିକାଲି ଦୁନିଆରେ କିଏ କେତେବେଳେ କେଉଁଆଡେ ଫେରାର ହୋଇ ଯାଉଛନ୍ତି ତାହା କେହି ଜାଣି ପାରୁ ନାହାଁନ୍ତି।
ଆପଣମାନେ ଜାଣିଥିବେ ମାଇଁ ଆଉ ଭଣଜା ଙ୍କ ସମ୍ପର୍କ ବହୁତ ପବିତ୍ର ହୋଇଥାଏ।କିନ୍ତୁ ବର୍ତମାନ ଯେଉଁ ଘଟଣା ଘଟିଛି ତାହା ଆପଣମାନେ ଦେଖିଲେ ନିନ୍ଦା କରିବେ।
ମାଇଁ ଙ୍କୁ ଜଣେ ଯୁବକ ବିବାହ କରିଛନ୍ତି।ସୂଚନା ଅନୁସାରେ ଦୁହେଁ ସମ୍ପର୍କ ରେ ମାଇଁ ଆଉ ଭଣଜା ହେବେ।ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମାଇଁ ଜଣଙ୍କ ବିବାହିତ ଅଟନ୍ତି।
କିନ୍ତୁ ସେ ତନ୍ନା ଭଣଜା ଙ୍କୁ ଭଲ ପାଇ ମନ୍ଦିରରେ ବିବାହ କରିଛନ୍ତି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ପ୍ରେମିକା ଙ୍କୁ ପ୍ରେମିକ ମଥାରେ ସିନ୍ଦୂର ପିନ୍ଧାଇ ଦେଉଛନ୍ତି।ସେଠାରେ ଆଉ ଜଣେ ମହିଳା ମଧ୍ୟ ଉପସ୍ଥିତ ଥିଲେ।
ମାଇଁ ଙ୍କ ସ୍ବାମୀ ଯେତେବେଳେ କାମ କରିବାକୁ ଅଫିସ ଚାଲି ଯାଉଥିଲେ ସେତେବେଳେ ଯୁବକ ଜଣଙ୍କ ତାଙ୍କ ଘରକୁ ଆସିଥାନ୍ତି।କିନ୍ତୁ ଏହି ବିଷୟରେ ତାଙ୍କ ସ୍ଵାମୀ କିଛି ଜାଣି ନଥିଲେ ଗ୍ରାମବାସୀ ସେମାନଙ୍କୁ ଅନେକ ଥର ଦେଖିଛନ୍ତି କିନ୍ତୁ ସେମାନଙ୍କୁ କେହି କିଛି କହୁ ନଥିଲେ।
ବର୍ତମାନ କିନ୍ତୁ ସବୁକିଛି ଧରା ପଡ଼ି ଯାଇଛି।ସ୍ବାମୀ ଜଣଙ୍କ ଯେତେବେଳେ କାମକୁ ଚାଲି ଯାଇଥିଲେ ମହିଳା ଜଣଙ୍କ ଘର ଛାଡ଼ି ଚାଲି ଆସିଥିଲେ।
ଏହାପରେ ମନ୍ଦିରରେ ଦୁହେଁ ବାହା ହୋଇ ଯାଇଥିଲେ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ମହିଳା ଙ୍କ ସ୍ବାମୀ ଏହା ଦେଖି ବହୁତ ଅପମାନ ଦେଇଛନ୍ତି।ଏଭଳି ଘଟଣା କିଛି ନୂଆ ନୁହେଁ।ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବାକୁ ମିଳୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.