Movie prime

ମିନତି ବହିଦାର ଙ୍କ ଚାଞ୍ଚଲ୍ୟ କର ବୟାନ,ନବ ଘଟଣା ରେ କହିଦେଲେ ଏମିତି କଥା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍ ଙ୍କ ସମ୍ପର୍କ ରେ ମିନତୀ ବହିଦାର ଏଭଳି କିଛି ଚାଞ୍ଚଲ୍ୟ କର ବୟାନ ଦେଇଛନ୍ତି ଯାହାକୁ କି ଆପଣ ମାନେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।
ମିନତୀ ବହିଦାର କହିଛନ୍ତି କି ନବ ଦାସ୍ ଏକ ବହୁତ ଖରାପ୍ ପ୍ରକୃତି ର ମଣିଷ ଥିଲେ। ସେ ଅନେକ ଝିଅ ବୋହୂ ମାନଙ୍କୁ ମଧ୍ୟ ହଇରାଣ କରିଛନ୍ତି। ଏଭଳି କି କହିଛନ୍ତି ସେ ସଂସଦରେ ବ୍ଲୁ ଫିଲ୍ମ ଦେଖୁଥିଲେ।
ଏବଂ ତାଙ୍କର ଏତେ ଟଙ୍କା କେଉଁଠାରୁ ଆସିଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଅନେକ ସରକାରୀ ଜାଗା ଗୁଡ଼ିକୁ ମଧ୍ଯ ସେ ମାଡ଼ି ବସିଛନ୍ତି ବୋଲି କହିଛନ୍ତି। ଏତେ ସବୁ ଦୁର୍ନିତି କଲା ପରେ ମଧ୍ୟ ପୋଲିସ କି ଇଡି ତାଙ୍କ ପଛରେ ଯାଇ ନାହିଁ।
ସବୁ ଅଫିସର ଙ୍କ ଘରେ ରେଡ ହେଉଛି ହେଲେ ମନ୍ତ୍ରୀ ମାନଙ୍କ ଘରେ ରେଡ ହେଉ ନାହିଁ ବୋଲି ମିନତୀ କହିଛନ୍ତି। ସେ ଏହା ମଧ୍ଯ କହିଛନ୍ତି କି ସେ ଲୋକ ମାନଙ୍କ ଉପରେ ଯେଉଁ ପ୍ରକାରର ଅତ୍ୟାଚାର କରିଛନ୍ତି,
ସେ ସେଭଳି ଭାବରେ ହିଁ ଯାଇଛନ୍ତି। ଆଉ ଏଥିପାଇଁ ଓଡ଼ିଶା ବାସୀ ମାନେ ମଧ୍ଯ ଅନେକ ଖୁସୀ ଅଛନ୍ତି ବୋଲି କହିଛନ୍ତି।ମିନତୀ ବହିଦାର ନବ ଦାସ୍ ଙ୍କ ଝିଅ ଙ୍କ ବିଷୟରେ ମଧ୍ୟ କହିଛନ୍ତି କି ସେ ଚଣ୍ଡାଳୁଣୀ ଝିଅ ଓଡ଼ିଶା ବାସୀ ସମ୍ଭାଳି ପାରିବ ନାହିଁ
ଯାହା ଫଳରେ କି ଅନେକ Non odia ମାନେ ଯାଇ ତାଙ୍କ ଆଗରେ ଚମଚା ଗିରୀ କରିବେ। ନବ ଦାସ୍ ଙ୍କୁ ହଟେଇବାରେ ବିଜେଡ଼ି ର ସମ୍ପୁର୍ଣ୍ଣ ଭାବରେ ହାତ ଅଛି ବୋଲି ମହିଳା ଜଣକ କହିଛନ୍ତି।
କାରଣ ଯଦି ବିଜେଡ଼ି ନବ ଦାସ୍ ଙ୍କୁ ରାସ୍ତାରୁ ହଟେଇ ନଥାନ୍ତା। ତେବେ ନିଶ୍ଚିତ ଭାବରେ ନବ ଦାସ ମୁଖ୍ୟମନ୍ତ୍ରୀ ହୋଇ ଯାଇ ଥାଆନ୍ତେ। ମହିଳା ଜଣକ ଏଭଳି ମଧ୍ଯ କହିଛନ୍ତି କି ନବ ଦାସ୍ ଯଦି ୨୦୨୪ ନିର୍ବାଚନ ରେ ଜିତି ଯାଇଥାନ୍ତେ
ତେବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସମ୍ପୁର୍ଣ୍ଣ ଭାବରେ ହଟାଇ ଦେଇଥାନ୍ତେ। ଏଭଳି କିଛି ମନ୍ତବ୍ୟ ଦେଇ ମିନତୀ ବହିଦାର ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.