Movie prime

ବିଚ୍ ରାସ୍ତା ରେ ଯୁବତୀ ଙ୍କୁ କାର ଭିତରେ କରିଦେଲେ ଏମିତି, ରାସ୍ତା ମଝିରେ ଅଟକେଇ କହିଲେ...

 
Special report
ବିଚ୍ ରାସ୍ତାରେ ଅଭଦ୍ରାମି ଆଉ ଅ-ଶ୍ଳୀ-ଳ-ତା ର ଦୃଶ୍ୟ ଦେଖିବାକୁ ମିଳିଛି। ଟିଉସନ୍ ରୁ ଫେରୁଥିବା ଛାତ୍ରୀଙ୍କୁ କିଛି ଅସାମାଜିକ ଯୁବକ କାର ରେ ବସି ଫଲୋ କରୁଥିଲେ।
ଝିଅ, ବୋହୂ ଆଉ ମହିଳା ମାନେ ଯଦି ଏକାଠି ଯାଉଛନ୍ତି ତାହେଲେ ସାବଧାନ ହୋଇ ଯାଆନ୍ତୁ।ଏବଂ ନିଜ ସହିତ ଜଣେ ପୁରୁଷ ଲୋକଙ୍କୁ ନେଇ କରି ଯାଆନ୍ତୁ।
କାହିଁକି ନା ବର୍ତମାନ ଏଭଳି ଘଟଣା ମାନ ଦେଖା ଦେଲାଣି ରାସ୍ତାଘାଟ ରେ କିଛି ଅସାମାଜିକ ଯୁବକ ମାନେ ଚଲେଇ ଦେଉ ନାହାଁନ୍ତି।ବର୍ତମାନ ଏକ ସିସିଟିଭି ଫୁଟେଜ ରେ
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଯେଉଁ ଘଟଣା ଘଟିଥିଲା ତାହା ପୁରା ରେକର୍ଡ ହୋଇଛି।
ଭିଡିଓ ରେ ଦେଖିବାକୁ ମିଳିଛି ଯେ ଛାତ୍ରୀ ଜଣଙ୍କ ଯାଉଥିବା ବେଳେ ଗୋଟିଏ କାର ତାଙ୍କ ପଛରେ ଯାଉଛି।ଏହାପରେ ଛାତ୍ରୀ ଙ୍କ ସାମ୍ନାରେ ଗାଡ଼ି କୁ ରଖି ଦେଇଥିଲେ।
ଝିଅ ଜଣଙ୍କ ଗାଡ଼ି ର ସାଇଟ୍ ରୁ ଆସିଥିଲେ।କେବଳ ଏତିକି ନୁହେଁ ଗାଡ଼ି କାଚ ଭିତରୁ ଅ-ଶ୍ଳୀ-ଳ ଇଙ୍ଗିତ କରିବା ସହିତ ଅଭଦ୍ର ଆଚରଣ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି।
ଆଉ ଯୁବତୀ ଙ୍କ ସମ୍ବେଦନଶୀଳ ଅଙ୍ଗ କୁ ଛୁଇଁବାକୁ କାର ରେ ଥିବା ଯୁବକ ଜଣଙ୍କ ଚେଷ୍ଟା ମଧ୍ୟ କରୁଛନ୍ତି।ନିରୋଳା ରାସ୍ତାରେ କାର ରେ ଆସି ଏଭଳି କିଛି କାଣ୍ଡ କରୁଛନ୍ତି ।
ଆଉ ଏହି ସବୁ ଘଟଣା ସିସିଟିଭି ରେ ରେକର୍ଡ ହୋଇଥିଲା।ବରଗଡ଼ ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।ଯୁବତୀ ଜଣଙ୍କ ଟିଉସନ୍ ସାରି ଘରକୁ ଫେରିଥିବା ବେଳେ ଅଭିଯୁକ୍ତ ମାନେ ଟାର୍ଗେଟ କରିଥିଲେ।
ଯୁବତୀଙ୍କ ପରିବାର ପକ୍ଷରୁ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ।ବର୍ତମାନ ଅଭିଯୁକ୍ତ ଙ୍କୁ ବରଗଡ଼ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।ଅଭିଯୁକ୍ତ ଙ୍କ ନାମ ସରୋଜ କୁମାର ସ୍ବାଇଁ ବୋଲି ଜଣାପଡିଛି।
ତେବେ ଯୁବକ ଜଣଙ୍କ କେବେ ଠାରୁ ଏଭଳି କରୁଛି ଆଉ ଲୋକ ଲଜ୍ୟା ଭୟରେ ଯୁବତୀ ଜଣଙ୍କ ଏହି ସବୁ ମୁହଁ ଖୋଲି କହିବାକୁ ଭୟ କରୁଛନ୍ତି।ଦେଖିବାକୁ ବାକି ରହିଲା ଯେ ପୋଲିସ ଏହି ଘଟଣାରେ କଣ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.