Movie prime

MLA ଙ୍କ ପୁଅ ବୋଲି କଣ ଇନ୍ଦ୍ର ଚନ୍ଦ୍ର ମାନିବନି ! ଦେଖନ୍ତୁ ଆଣିଲେ ସାଙ୍ଘାତିକ ଅଭିଯୋଗ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ୍ ଶୁଦ୍ଧା ଜାଣି ସାରିଥିବେ କି କେନ୍ଦ୍ରାପଡ଼ା ବିଧାୟକ ଶଶି ଭୂଷଣ ବେହେରା , ତାଙ୍କ ପୁଅ ଝିଅ ଏବଂ ତାଙ୍କ ପରିବାରର ଲୋକଙ୍କ ନାମରେ ତାଙ୍କ ବୋହୂ ରୋନାଲି ବେହେରା
ଯୌତୁକ ନିର୍ଯ୍ୟାତନାର ଅଭିଯୋଗ ଆଣିଛନ୍ତି। ଦିନ ଥିଲା ସେ ଜଣେ ବିଧାୟକ ଙ୍କ ବୋହୂ ବୋଲି ଖୁବ ଗର୍ବ ଅନୁଭବ କରୁଥିଲେ। ହେଲେ ସେଇ ମାନେ ହିଁ ଏବେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଛନ୍ତି।
ବିଧାୟକ ଙ୍କ ପୁଅ ବୋଲି ତାଙ୍କ ସ୍ୱାମୀ ଏବେ କାହାରିକୁ ମଧ୍ଯ ଡରୁ ନାହାଁନ୍ତି। ସୁନା ଗହଣା କୁ ନେଇ ତାଙ୍କୁ ମାଡ଼ ମାରିବା ସହ ଏବେ ସେ ଅନ୍ୟ ସ୍ତ୍ରୀ ମାନଙ୍କ ସହ ଅନୈତିକ ସମ୍ପର୍କ ମଧ୍ୟ ରଖିଛନ୍ତି।
Special report
ଆଉ ଏହି ସମସ୍ତ କଥା ଯେତେବେଳେ ବୋହୂ ଜଣକ ଜାଣିପାରି ପ୍ରତିବାଦ କରିଥିଲେ। ସେତେବେଳେ ତାଙ୍କର ଶାଶୂ ଘର ଲୋକ ତାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ। ତାଙ୍କୁ ପୂରା ପରିବାର ଲୋକେ ନିର୍ଯାତନା ଦେଉଥିଲେ।
ବିଧାୟକ ଶଶି ଭୂଷଣ ବେହେରା ଙ୍କ ପୁଅ ସତ୍ୟ ପ୍ରକାଶ ଙ୍କ ରୋନାଲି ବେହେରା ଙ୍କ ସହ ବିବାହ ହୋଇଥିଲା। ବିବାହ ର କିଛି ଦିନ ପର୍ଯ୍ୟନ୍ତ ମଧ୍ଯ ସବୁ କିଛି ଠିକ୍ ଠାକ୍ ଚାଲିଥିଲା।
ହେଲେ ହଠାତ୍ ଆରମ୍ଭ ହୋଇଥିଲା ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା। ଖାଲି ସେତିକି ନୁହେଁ ଆଜ୍ଞା ସତ୍ୟ ପ୍ରକାଶ ଅନ୍ୟ ସ୍ତ୍ରୀ ମାନଙ୍କ ସହିତ ଶାରୀରିକ ସମ୍ପର୍କ ରେ ଲିପ୍ତ ରହୁଥିଲେ। ଯାହାକୁ ନେଇ ରୋନାଲି ତାଙ୍କ ବାପା ଙ୍କ ନିକଟରେ କହିଥିଲେ।
ଏହାପରେ ତାଙ୍କ ବାପା ତାଙ୍କ ଝିଅ କୁ ନିଜ ପାଖକୁ ନେଇ ଆସିଥିଲେ। ଶଶି ଭୂଷଣ ବେହେରା ଙ୍କୁ ସବୁ କଥା ବୁଝାଇ ସମାଧାନ କରିବାକୁ ମଧ୍ୟ ନିବେଦନ କରିଥିଲେ। ଏନେଇ କେସ ହେବା ପରେ , କେସ ଉଠାଇ ସବୁ ର ସମାଧାନ କରିଦେବେ ବୋଲି ସତ୍ୟ ପ୍ରକାଶ କହିଥିଲେ।
ମାତ୍ର ଏନେଇ ଏସବୁ ର କୌଣସି ପ୍ରକାରର ସମାଧାନ ହୋଇ ପାରି ନାହିଁ। ସମୟ ଗଡି ଚାଲିଥିବା ବେଳେ ବର୍ତ୍ତମାନ୍ ସୁଦ୍ଧା ନ୍ୟାୟ ଅପେକ୍ଷାରେ ରହିଛନ୍ତି ବିଧାୟିକା ଙ୍କ ବୋହୂ ରୋନାଲି ବେହେରା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.