Movie prime

ଅଭିନେତ୍ରୀ କାଜଲ ମିଶ୍ର ଙ୍କ ଝିଅ ଙ୍କୁ ଆପଣ ଦେଖିଲେ ବି ପାଗଳ ହୋଇ ଯିବେ,ଦେଖନ୍ତୁ କେତେ ସୁନ୍ଦର ତାଙ୍କର ଝିଅ

 
Special report
ଆପଣମାନେ ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ,ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରୁଥିବା ଅଭିନେତା ଆଉ ଅଭିନେତ୍ରୀ ମାନଙ୍କୁ ବେଶ ପସନ୍ଦ କରିଥାନ୍ତି।ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ କାଜଲ ମିଶ୍ର ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।
ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀ ଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ,ଆଲବମ ଆଉ ଧାରାବାହିକ ରେ ଅଭିନୟ କରିଛନ୍ତି।
ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ ପସନ୍ଦ ମଧ୍ୟ କରିଥାନ୍ତି।ଆପଣମାନେ ଜାଣିଥିବେ ଯେ ବିବାହ ପରେ ଅଭିନେତ୍ରୀ କାଜଲ ମିଶ୍ର କୌଣସି ଚଳଚ୍ଚିତ୍ର ଫେ ରେ ଅଭିନୟ କରୁଥିବାର ନଜରରେ ଆସି ନାହାଁନ୍ତି।
ପିଲାଟି ବେଳରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ରହିଥିଲା।ଯେଉଁ କାରଣ ପାଇଁ ସେ ଅଭିନୟ କ୍ୟାରିଅର କୁ ଆପଣାଇ ଥିଲେ। କିନ୍ତୁ ବିବାହ ପରେ ସେ ଆଉ ଚଳଚ୍ଚିତ୍ର କରୁ ନାହାଁନ୍ତି।
ସେ କଣ ପାଇଁ ଆଉ ଚଳଚ୍ଚିତ୍ର ରେ ଅଭିନୟ କରୁ ନାହାଁନ୍ତି ତାହା ମଧ୍ୟ କାଜଲ କିଛି କହି ନାହାଁନ୍ତି।ବର୍ତମାନ କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ଝିଅ ଙ୍କୁ ନେଇ,ତାଙ୍କ ପରିବାର ଲୋକଙ୍କୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି।
ତାଙ୍କ ଝିଅ ଚଳଚ୍ଚିତ୍ର ଫେ ରେ କଣ ପାଇଁ ଅଭିନୟ କରି ନାହାଁନ୍ତି ତାହା ଜାଣିବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରିଛନ୍ତି।କିନ୍ତୁ ଏହାର ଉତ୍ତର ଏଯାଏଁ କେହି ଜାଣି ନାହାଁନ୍ତି।
ଅଭିନେତ୍ରୀ କାଜଲ ମିଶ୍ର ବର୍ତମାନ ନିଜର ଶାଶୁଘରେ ଅଛନ୍ତି।କିନ୍ତୁ ତାଙ୍କ ଝିଅ ଖୁବ୍ ଶୀଘ୍ର ଅଭିନୟ କରି ପାରନ୍ତି ବୋଲି ଶୁଣିବାକୁ ମିଳିଛି।ଭିଡିଓ ଆଉ ଫଟୋ ରେ ଦେଖିବାକୁ ମିଳିଛି ଯେ କାଜଲ ମିଶ୍ର ସମସ୍ତଙ୍କ ସହିତ ମସ୍ତି କରୁଛନ୍ତି।
ଏବଂ ବହୁତ ଭଲ ଫେ ରେ ଅଛନ୍ତି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.