Movie prime

ସ୍ବର୍ଗତ ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା ମାମଲାରେ ଜବାବ ମାଗୁଛି ସାରା ଝାରସୁଗୁଡ଼ା ! ଦେଖନ୍ତୁ ଖୋଲିଲେ ମୁଁହ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ନିକଟରେ ଘଟିଥିବା ଘଟଣା ବିଷୟରେ ଆପଣମାନେ ସମସ୍ତେ ତ ଜାଣିଥିବେ । ଆପଣମାନେ ସମସ୍ତେ ଜାଣିଥିବେ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ବିଷୟରେ । ଏହି ମନ୍ତ୍ରୀ ଜଣଙ୍କୁ ଗୁଳି କରି ହ-ତ୍ୟା କରାଯାଇଛି ।
ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ବିଷୟକୁ ନେଇ ଅନେକ ଖବର ଆସିଥାଏ । ASI ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହ-ତ୍ୟା କରିଛି । ଏହି ଘଟଣା ସଂପର୍କରେ ତ ସମସ୍ତେ ଜାଣିଥିବେ ।
କିନ୍ତୁ ଏହି ପୋଲିସ ଜଣକ ଏଭଳି କାମ କାହିଁକି କରିଲେ ଆଉ ସେ ଗୁଳି କରିବା ପାଇଁ କଣ କାହାଠାରୁ ନିର୍ଦ୍ଦେଶ ପାଇଥିଲେ କି ? କଣ ରହିଛି ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ପଛର ରହସ୍ୟ । ଏବେ ଏହାକୁ ନେଇ ଖବର ଆସୁଛି ।
ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟାକୁ ଅନେକ ଦିନ ବିତିଗଲାଣି କିନ୍ତୁ ଏହାର ରହସ୍ୟ ଏଯାଏଁ ଜଣାପଡି ନାହିଁ । ଆଉ ଏବେ ଝାରୁସୁଗୁଡ଼ାରେ ନିର୍ବାଚନ ହେବାକୁ ଯାଉଛି । ଆଉ ସେଥିରେ ବିଜେଡି ପକ୍ଷ, ବିଜେପି ପକ୍ଷରୁ ଏବଂ କଂଗ୍ରେସ ପକ୍ଷରୁ ଲୋକମାନେ ଛିଡ଼ା ହୋଇଛନ୍ତି ।
ଆଜି ସାଧାରଣ ଲୋକମାନେ ଘରୁ ଗୋଡ କାଢିଛନ୍ତି । ଆଉ ବିଜେପି ଦଳ ଆସି ପହଞ୍ଚିଛି ମୁନିସିପାଲ୍ଟି ଆଗରେ । ଆଉ ସେମାନେ ଜୋର୍ ସୋରରେ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଗଲେଣି । 
ବିଜେପି ପକ୍ଷରୁ ଯିଏ ଛିଡ଼ା ହୋଇଛନ୍ତି ସେ କହିଛନ୍ତି କିଛି କଥା । ଏବେ ଝାରୁସୁଗୁଡ଼ା ଉପ ନିର୍ବାଚନ ହେବାକୁ ଯାଉଛି । ଆଉ ସେଥିପାଇଁ ସବୁ ଦଳର ଲୋକମାନେ ପ୍ରଚାର କରୁଛନ୍ତି । ଆଉ ଏବେ ବିଜେପି ଦଳ ପକ୍ଷରୁ ଛିଡ଼ା ହୋଇଥିବା
ନେତା ଜଣକ କହିଥିବା କଥାକୁ ନେଇ ଚର୍ଚ୍ଚା ଚାଲିଛି । ସେ କହିଛନ୍ତି, ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ପଛର ରହସ୍ୟ କଣ ଏହା ଝାରସୁଗୁଡ଼ା ବାସୀ ଜାଣିବା ଉଚିତ୍ । ଏବେ ଏହି ଭିଡିଓକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି ।