Movie prime

ନବ ନବ ହେଇ ପାଗଳ ହେବାକୁ ଲାଗିଲାଣି ଗୋପାଳ, ଶାନ୍ତି ରେ ରାତି ରେ ଶୋଇ ପାରୁନି ଗୋପାଳ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଗୋପାଳ କୁ ଘାରିଛି ହ-ତ୍ୟା ର ଡର। ଆଜ୍ଞା ହଁ ଏବେ ସାଙ୍ଗରେ ଭୂତ ଧରି ବୁଲୁଛି ଗୋପାଳ। ଏବେ ନିଜ ମରଣ କୁ ଭୟ କରୁଛି ଗୋପାଳ କାରଣ ତାର ପାଖରେ ରହିଛି ଏବେ ଜିଅନ୍ତା ଭୂତ।
ଝାରସୁଗୁଡ଼ା ଜେଲ ନୁହେଁ ବରଂ ଚୌଦ୍ଵାର ଜେଲ ହେଉଛି ଏବେ ଗୋପାଳ ର ନୁଆ ଠିକଣା। ଏବେ ନିଜ ପାଖରେ ଭୂତ ରଖିଛି ଗୋପାଳ ଦାସ। ଯୁଆଡେ ବି ଗୋପାଳ ଦାସ ଯାଉଛି ସେ ଭୂତକୁ ସେ ସାଙ୍ଗରେ ନେଇ ଯାଉଛି।
ସେ ଜେଲ ହଉ ଅବା କୋର୍ଟ କିମ୍ବା ପଲିଗ୍ରାଫ ଟେଷ୍ଟ ସେ ଯେଉଁ ଆଡେ ଯାଉଛି ଭୂତ କୁ ନିଜର ପାଖରେ ରଖୁଛି। ପୋଲିସ ସବୁ ଦେଖୁଛି ହେଲେ ଚୁପ ରହିଛି। କ୍ୟାମେରା ଫ୍ରେମ୍ ରେ ବି ସବୁ କିଛି ଧରା ପଡିଛି ହେଲେ ଏସବୁ କାହା ନଜରକୁ ମଧ୍ୟ ଆସି ପାରୁ ନାହିଁ।
ହେଲେ ଧୀରେ ଧୀରେ ଏବେ ସବୁକିଛି ବାହାରକୁ ଆସିଲାଣି। ଏବଂ ଧୀରେ ଧୀରେ ଏବେ ମଧ୍ୟ ସବୁ କଥା ଧରା ପଡି ଗଲାଣି। ଲୋକ ମାନେ ମଧ୍ୟ ଏହାକୁ ନେଇ ଆଲୋଚନା ଆରମ୍ଭ କରିଲେଣି।
ଭୂତ କୁ ନିଜ ପାଖରେ ରଖିବାର କାରଣ ହେଉଛି ଗୋପାଳ କୁ ଏବେ ଘାରିଛି ହ-ତ୍ୟାର ଡର। ସେ ଯେଉଁ ଭଳି ଭାବରେ ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା କରିଛି ସେଭଳି ତାର ମଧ୍ୟ କେହି ହ-ତ୍ୟା କରିବ ବୋଲି ସେ ଜାଣି ସାରିଲାଣି।
ସେଥିପାଇଁ ନିଜର ଠିକଣା ବଦଳାଇବାକୁ ବାରମ୍ବାର ଅନୁରୋଧ କରୁଛି ଗୋପାଳ। ଝାରସୁଗୁଡ଼ା ଜେଲ ରେ କାଳେ କିଏ ତାକୁ ମାରିଦେବ ସେଥିପାଇଁ ସେଠାରୁ ତାକୁ ଅନ୍ୟ କେଉଁଠାକୁ ନେଇଯିବା କୁ ସେ କହୁଛି।
ଗୋପାଳ ନିଜ ସହ ଭୂତ କି ଭଗବାନ ଯାହାକୁ ଧରି ବୁଲିଲେ ମଧ୍ଯ ସେ ତାର କଲା କର୍ମର ଶାସ୍ତି ନିଶ୍ଚିତ ଭାବରେ ପାଇବ। ଏବେ ଗୋପାଳ କୁ ନିଜ ଜୀବନର ଭୟ ଘାରିଛି।
ସେଥିପାଇଁ ଝାରସୁଗୁଡ଼ା ବଦଳରେ ଚୌଦ୍ଵାର ଜେଲ ଏବେ ଗୋପାଳ ର ନୁଆ ଠିକଣା ପାଲଟିଛି। ନିଜ ଜୀବନ କୁ ଅସୁରକ୍ଷିତ ମନେ କରି ଅନ୍ୟ ଜେଲ କୁ ସ୍ଥାନାନ୍ତର ହେବା ପାଇଁ କୋର୍ଟ କୁ ଅନୁରୋଧ କରିଥିଲା ଗୋପାଳ।