Movie prime

ପୁରା ଭାରତ ରେ ଲୋକପ୍ରିୟତାର ଶୀର୍ଷ ରେ ନବୀନ...ମୋଦୀ ଙ୍କ ସ‌ହ ନବୀନ ବି ସମାନ ଲୋକପ୍ରିୟତା ରେ ଅଛନ୍ତି...

 
Bjjkk
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନବୀନଙ୍କ ଉପରେ ବଢୁଛି ଲୋକଙ୍କ ଭରସା। ପୁଣିଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗେଇବ ଓଡ଼ିଶା। ନୂଆ ଓଡିଶା ଗଠନ ଦିଗରେ ପ୍ରତିଟି ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କ ସାଥିରେ ଥିବା ନେଇ ଜନମତ ସର୍ଭେରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।
ତେବେ ବନ୍ଧୁଗଣ ବଢୁଛି ନବୀନଙ୍କ ଲୋକପ୍ରିୟତା, ଆଗଉଛି ବିଜେଡି। ଗୋଟେ ବର୍ଷ କି ଦୁଇ ବର୍ଷ ନୁହେଁ, ପୁରା ୨୧ ବର୍ଷ ଧରି ରାଜ୍ୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ରହିଆସିଲେଣି।
Hjki
ଛୋଟ ପିଲାଙ୍କ ଠାରୁ ବୁଢା ବୁଢ଼ୀ ଯାଏଁ ସଭିଙ୍କ ମୁହଁରେ ହସ ଫୁଟାଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତି କ୍ୟାରିୟର କୁ ୨୫ବର୍ଷ ଛୁଇଁବ। ଗୋଟିଏ ପରେ ଗୋଟିଏ ବଡ ପ୍ରସଙ୍ଗ ଆଣି ବିରୋଧୀ ଇତି ମଧ୍ୟରେ ରାଜ୍ୟ ସରକାରଙ୍କୁ ଅନେକ ପ୍ରସଙ୍ଗରେ ଘେରିଲେଣି।
କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକମାନଙ୍କ ଭଲ ପାଇବା ଟିକେ ହେଲେ ଵି ଉଣା ହୋଇନାହିଁ।ବରଂ ସେମାନଙ୍କ ଭଲ ପାଇବା ଅଧିକ ବଢିଛି। ଏଇକଥା ଆମେ କହୁନାହୁଁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିରୋଧୀ ରାଜନୈତିକ ଦଳର ନେତା ମାନେ ଯେଉଁ ଭଳି ଦଳ ଡିଆଁ ଆରମ୍ଭ କଲେଣି ତାହାହିଁ ଏଭଳି ସଂକେତ ଦେଖାଉଛି।
Yui
କେତେବେଳେ ବିଜେପିର ନେତା ଆସି ମିସିଲେଣି ତ ଆଉ କେତେବେଳେ କଂଗ୍ରେସ। ଧୀରେ ଧୀରେ ବଢୁଛି ବିଜେଡି, ଦଳର ସଂଖ୍ୟା ଗରିଷ୍ଠତା ହାସଲ। ତେବେ ସର୍ଭେ ରୁ ଜଣାପଡିଛି ନବୀନଙ୍କ ଶାସନ କୁ ନେଇ ଖୁସି ଅଛନ୍ତି ଲୋକେ।
ତେବେ ବନ୍ଧୁଗଣ ସାଧାରଣ ଲୋକମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ବିପୁଳ ସଂଖ୍ୟା ରେ ବିଜୟ ଲାଭ କରିବେ। କ୍ରୀଡା, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ଶିଳ୍ପୟନ କ୍ଷେତ୍ରରେ ଓଡିଶା ବିକାଶ ର ପାହାଚ ଚଢି ଚାଲିଥିବା ବେଳେ ଜାତୀୟ ରାଜନୀତି ରେ ନବୀନଙ୍କ ଗୁରୁତ୍ୱ ବୃଦ୍ଧି ପାଉଛି।
ସଫଳ ନେତୃତ୍ୱ ପାଇଁ ଜାତୀୟ ଓ ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥା ନିୟମିତ ଭାବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରସଂଶା କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.