Movie prime

ନିକି ଙ୍କୁ ନେଇ ଆସିଲା ବହୁତ୍ ବଡ ଦୁଃଖ ଖବର ! ଦେଖନ୍ତୁ ଏହି ଭିଡିଓ ଜାଣି ପାରିବେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ଓଲିଉଡ,
ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ବିଷୟରେ ଜାଣିବାକୁ ପାଉଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସିରିଏଲ୍ ବା ଧାରାବାହିକ ଜଗତ ବିଷୟରେ କିଛି ଖବର ଜାଣିପାରିବେ । 
ଏହି ଭିଡିଓ ମାଧ୍ୟମରେ ଆପଣମାନେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା ଧାରାବାହିକ ସିନ୍ଦୁରର ଅଧିକାରର ଅଭିନେତ୍ରୀ ନିକିଙ୍କ ବିଷୟରେ । ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଏବେ ଖବର ଆସୁଛି ।
ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ସେ ତାଙ୍କ ଅଭିନୟର ଯାଦୁରେ ଲୋକମାନଙ୍କୁ ବାନ୍ଧି କରି ରଖିଛନ୍ତି । ଲୋକଙ୍କ ଠାରୁ ସେ ଅଭିନୟ କରି ଅନେକ ଭଲପାଇବା ପାଇଛନ୍ତି । 
ଏହି ଅଭିନେତ୍ରୀ ଜଣକ ଏବେ ତାଙ୍କ ଶାଶୁଘରେ ଅତ୍ୟାଚାରର ଶିକାର ହେଉଛନ୍ତି । ତାଙ୍କ ଶାଶୁଘରେ ତାଙ୍କ ସ୍ଵାମୀ ଠାରୁ ଆରମ୍ଭ କରି ଶାଶୁ, ଶଶୁର ସମସ୍ତେ ତାଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ବୋଲି ସୂଚନା ମିଳିଛି ।
ରୋଷେଇ ଘରେ ତାଙ୍କ ଦେହରେ ଚେଙ୍କ ଲଗାଇ ଦେଉଛନ୍ତି । ତାଙ୍କ ସ୍ଵାମୀ ତାଙ୍କ ତଣ୍ଟି ଚିପି ମାରିବାକୁ ଚେଷ୍ଟା କରିଛି । ଏବେ ତାଙ୍କ ଅବସ୍ଥା ବହୁତ ଗୁରୁତର ଅଛି । 
ଏବେ ପ୍ରଶ୍ନ ଆସୁଛି କି କଣ ତାଙ୍କ ଶାଶୁଘରେ ଯୌତୁକ ପାଇଁ ତାଙ୍କୁ ନିର୍ଯ୍ୟାତନା ଦେଉଛନ୍ତି । ଅନେକ ଅତ୍ୟାଚାର ସହୁଛନ୍ତି ନିକି । ଅଭିନେତ୍ରୀ ନିକି ଯୌତୁକ ନିର୍ଯ୍ୟାତନା ପାଉଛନ୍ତି ବୋଲି ଏବେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
କିନ୍ତୁ ସତ କଥା ହେଉଛି ଅଭିନେତ୍ରୀ ନିକି ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ଆଉ ଏଭଳି ଭିଡିଓ ସେ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏବେ ଏହି ଭିଡିଓ ଭାଇରାଲ ହେଉଛି ।