Movie prime

୨୦୨୪ ନିର୍ବାଚନ ଆଗରୁ ମୋଦୀ ଆଣିଲେ କୃଷକ ଙ୍କ ପାଇଁ ନୂଆ ଯୋଜନା : ଏଣିକି ଚାଷୀ ମାନେ ମଧ୍ୟ ମାସକୁ ନେବେ ୫୦୦୦/-

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଚଳିତ ବର୍ଷ ଖରିଫ ଋତୁରେ ଧାନ, ଚିନା ବାଦାମ, ମକା, ହରଡ, ମାଣ୍ଡିଆ, ତୁଳା,ଅଦା ଓ ହଳଦୀ ଆଦି ୮ଟି ଫସଲକୁ ବିମାଭୁକ୍ତ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା।
ସେହିପରି ରବି ଋତୁରେ ଧାନ, ଚିନାବାଦମ, ବିରି, ମୁଗ, ସୋରିଷ, ସୂର୍ଯ୍ୟମୁଖୀ, ଆଖୁ, ଆଳୁ ଏବଂ ପିଆଜ ଆଦି ୯ଟି ଫସଲ ବୀମାଭୁକ୍ତ ହେବ। 
Special report
ସାଧାରଣତଃ ଧାନ ଫସଲ ପାଇଁ ଏକ ଗ୍ରାମ ପଞ୍ଚାୟତ ବା ସହରାଞ୍ଚଳ ଏବଂ ଅଣ ଧାନ ଫସଲ ପାଇଁ ଏକ ବ୍ଲକକୁ ବୀମା ୟୁନିଟ ଭାବେ ବିଚାର କରାଯିବ।
ଚଳିତ ବର୍ଷ ଜୁଲାଇ ୩୧ ତାରିଖକୁ ଖରିଫ ଫସଲ ବୀମା ପଞ୍ଜୀକରଣର ଶେଷ ତାରିଖ ରୁପେ ଧାର୍ଯ୍ୟ କରାଯାଇଥିଲା। ଏହି ଦିନ ସୁଦ୍ଧା ସମସ୍ତ କୃଷକମାନେ ନିଜ ନିଜ ଫସଲବୀମା କରାଇନେବେ। ଚାଷ ପାଇଁ ଋଣ ନେଉଥିବା ଚାଷୀମାନଙ୍କର ବୀମା ସମ୍ପୃକ୍ତ ବ୍ୟାଙ୍କ ମାଧ୍ୟମରେ ହେବ। 
Special report
ଯେଉଁମାନେ ଚାଷ ଋଣ ନେଉନାହାନ୍ତି ସେମାନେ ମଧ୍ୟ ନିକଟସ୍ଥ ଜନସେବା କେନ୍ଦ୍ର,ନିଜର ସେଭିଙ୍ଗସ୍ ଆକାଉଣ୍ଟ ଥିବା ବ୍ୟାଙ୍କ ବା ସମ୍ପୃକ୍ତ ଜିଲ୍ଲା ପାଇଁ ନିର୍ଦ୍ଧାରିତ ଫସଲବୀମା ଇନସ୍ୟୁରାନ୍ସ କମ୍ପାନୀ ଏଜେଣ୍ଟମାନଙ୍କ ମାଧ୍ୟମରେ ନିଜ ନିଜ କ୍ଷେତରେ କୁରୁଥିବା
ଉପଯୁକ୍ତ ଫସଲର ବୀମା କରାଇପାରିବେ। କେନ୍ଦ୍ରୀୟ ଡେପୁଟେସନରେ ଯାଉଥିବା କୃଷି ନିର୍ଦ୍ଦେଶକ ଶ୍ରୀ ମୁଥୁ କୁମାର ଜଣାଇଥିଲେ ଯେ ରାଜ୍ୟରେ ଶସ୍ୟ ବୀମା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନୁସାରେ କରାଯାଇଛି। 
Special report
ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଅନୁପାତରେ ଆର୍ଥିକ ସହାୟତା ଦେଉଛନ୍ତି। ସାଧାରଣତଃ ବୀମା ପ୍ରିମିୟମର ଶତକଡା ୯୮ ଭାଗ ରାଜ୍ୟ ଓ କେନ୍ଦ୍ର ସରକାର ଦିଅନ୍ତି ଏବଂ ସମ୍ପୃକ୍ତ କୃଷକ ଶତକଡା ୨ ଭାଗ ଦିଅନ୍ତି।
୨୦୨୧ ମସିହା ଖରିଫ ଋତୁରେ ପ୍ରାୟ ୧୨.୩୦ ଲକ୍ଷ ଚାଷୀଙ୍କର ୧୦.୫୦ ହେକ୍ଟର ଚାଷ ଜମି ବୀମାଭୁକ୍ତ ହୋଇଥିଲା। ଚଳିତ ବର୍ଷ ଖରିଫ ଏବଂ ରବି ଋତୁରେ ଋଣନେଉଥିବା ଚାଷୀମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ବୀମାଭୁକ୍ତ କରିବାକୁ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.