Movie prime

ସରକାର ଯାତ୍ରା ରେ ଆଇଟମ ନାଚ କୁ ବ୍ୟାନ୍ କରିବା ପରେ ତାତିଲେ ନିଶା , କହିଲେ ଫିଲ୍ମ ରେ ବନ୍ଦ୍ କରୁନା ଦେଖିବା

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣମାନେ ସମସ୍ତେ ନିଶା ମହାରଣାଙ୍କୁ ବେସ ଭଲ ଭାବରେ ଜାଣିଥିବେ। ନିଶା ହେଉଛନ୍ତି ଜଣେ ମଡେଲର ଏବଂ ଅଭିନେତ୍ରୀ। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଅନେକ ହଟ ଭିଡିଓ ଅପଲୋଡ କରନ୍ତି।
ତେବେ ନିଜ ଭିଡିଓକୁ ନେଇ ନିଶା ମହାରଣା ଗତ କିଛି ଦିନ ତଳେ ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଥିଲେ। ଆଉ ସେହି ବୟାନ ପାଇଁ ସେ ଅନେକ ବିବାଦ ଘେରରେ ରହିଛନ୍ତି। 
ତେବେ କିଛିଦିନ ତଳେ ରାଜଧାନୀ ଭୁବନେଶ୍ୱରର ନିଶା ମହାରଣା ନାମକ ଜଣେ ଯୁବତୀ ମିଡ଼ିଆରେ ଖୋଲାଖୋଲି ଭାବରେ ବହୁତ ଅ-ଶ୍ଳୀ-ଳ କଥା କହିଥିଲେ। ନିଶା ମହାରଣା ମିଡ଼ିଆ ସାମ୍ନାରେ କହିଥିଲେ କି ସେ ଓଡ଼ିଶାର ସନ୍ନି ଲିଓନି ହେବାକୁ ଚାହୁଁଛନ୍ତି।
ତେବେ ବନ୍ଧୁଗଣ ନିଜକୁ ଓଡ଼ିଶାର ସନ୍ନି ଲିଅନ କହୁଥିବା ଯାତ୍ରା ଜଗତର ଆଇଟମ ଡ୍ୟାନ୍ସର୍ ନିଶା ମହାରଣା ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀକୁ ନିଜ କଥାରେ ଟାର୍ଗେଟ କରିଛନ୍ତି। ସେ ନିକଟରେ ହୋଇଥିବା ଯାତ୍ରା ଡ୍ରେସ୍ କୋର୍ଡକୁ ନେଇ ନିଜର ମତ ରଖିଛନ୍ତି। 
ସେ ଗଣମାଧ୍ୟମ ସମ୍ମୁଖରେ ଯାତ୍ରାର ଆଇଟମ ଡ୍ୟାନ୍ସ ପାଇଁ ହୋଇଥିବା ଡ୍ରେସ୍ କୋର୍ଡ ବିଷୟରେ ନିଜର ପକ୍ଷ ରଖିଛନ୍ତି। ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, ଆମ ରାଜ୍ୟ ସରକାରଙ୍କୁ ମୋର ପ୍ରଣାମ।
ଆମ ସରକାର ଯାହାବି ଯାତ୍ରା ପାଇଁ ନିୟମ ଲାଗୁ କଲେ ଏତେ ପାତର ଅନ୍ତର କଣ ପାଇଁ କଲେ ମୋତେ କୁହନ୍ତୁ। ଆଇଟମ ଡ୍ୟାନ୍ସ ଆଉ ମେଲୋଡିକୁ ବନ୍ଦ କରାଯାଉ। ସରକାର ଆମକୁ ଏକ ମାପକାଠି ଦିଅନ୍ତୁ ଯେ ଆମେ ଚଡି ପିନ୍ଧିକି ନାଚିବୁ, ନା ଭଲ ଡ୍ରେସ୍ ପିନ୍ଧିକି ନାଚିବୁ। 
ନ କଲେ ନ ଦେଲେ ଆମେ କେମିତି ଜାଣିବୁ ଯେ ଆମେ କେମିତି ନାଚିବୁ ବୋଲି ନିଶା ମହାରଣା କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ, ଆମେ ହେଉଛି ଆଇଟମ ଗାର୍ଲ, ଆମେ ଆଇଟମ ଡ୍ୟାନ୍ସ କରୁଚୁ। ଆମେ ଖୋଲି ଖାଲିକି କିଛି ଦେଖାଉନୁ।
କେତେକ ଅଛନ୍ତି ଏହି ସବୁ କରୁଛନ୍ତି। କିନ୍ତୁ ନିଶା ମହାରଣା କରନ୍ତି ନାହିଁ ବୋଲି କହିଛନ୍ତି। ଏବଂ ନିଶା ମହାରଣା ଓଡିଶା ସରକାରଙ୍କୁ ଅନୁରୋଧ କରି କହୁଛନ୍ତି ଯେ,
ଯେଉଁମାନେ ଅ-ଶ୍ଳି-ଳ କରୁଛନ୍ତି ସେମାନଙ୍କୁ କୁହନ୍ତୁ କିନ୍ତୁ ଆମକୁ ନୁହେଁ। ତେବେ ବନ୍ଧୁଗଣ ବର୍ତ୍ତମାନ ନିଶା ମହାରଣାଙ୍କ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.