Movie prime

ଓଡ଼ିଶା ର ମାଓ କ୍ୟାମ୍ପ ରେ ଯୁବତୀଙ୍କୁ ଅପହରଣ କରି ଏମିତି ଭାବ ରେ ବଳାତ୍କାର କରି ଦେହ ଉପୋଭୋଗ କରନ୍ତି ମାଓବାଦୀ ମାନେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମହିଳା ମାଓ ନେତା ମାନେ ଆତ୍ମ ସମର୍ପଣ କରିବା ସହ ସେମାନେ ତାଙ୍କର କ୍ୟାମ୍ପ ର ଗୁମର ମଧ୍ଯ ଖୋଲି ଦେଇଛନ୍ତି। ସେଠାରେ ଜବରଦସ୍ତି ଚାଲିଥିଲା ବନ୍ଧ୍ୟା କରଣ।
Special report
ବାହାଘର ହେଉଥିଲା ମାତ୍ର ପିଲା ଜନ୍ମ ପାଇଁ ଆଦେଶ ନଥିଲା। ମାଓ କ୍ୟାମ୍ପ ରେ ଚାଲିଛି ଭୟଙ୍କର ନିର୍ଯ୍ୟାତନା। ଏଭଳି କି ଡ଼ାକ୍ତର ଯାଇ ମାଓ କ୍ୟାମ୍ପ ରେ ଉଭୟ ପୁରୁଷ ଓ ମହିଳା ମାନଙ୍କୁ ବନ୍ଧ୍ୟା କରଣ କରୁଥିଲେ।
ଯେମିତି ସେମତି ପିଲା ଜନ୍ମ ନକରି ପାରିବେ। ଯାହା ସମ୍ପର୍କରେ ମାଓ କ୍ୟାମ୍ପ ରୁ ବାହାରି ଆସିବା ପରେ କିଛି ମାଓ କର୍ମଚାରୀ ଏହି ପୂରା ଘଟଣା ସମ୍ପର୍କରେ କହିଛନ୍ତି।
Special report
ମହିଳା ମାନେ କହିଛନ୍ତି ସେଠାରେ ଥିବା ସବୁ ମାଓବାଦୀ ମାନେ ଏଭଳି ଏକାଠି ହୋଇ ମହିଳା ମାଓବାଦୀ ମାନଙ୍କୁ କରିବାକୁ ବାଧ୍ୟ ହୋଇ ଯାଉଥିଲେ। ତାଙ୍କର କଥା ମଧ୍ୟ ନମାନି ବାରୁ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ମଧ୍ଯ ଦିଆ ଯାଇଥିଲା।
ନବରଙ୍ଗପୁର ମାଓ କ୍ୟାମ୍ପ ରେ ଆପତ୍ତି ଜନକ ସାମଗ୍ରୀ ମିଳିବା ପରେ ଏବେ ଏହାର ଅସଲ ଚିତ୍ର ସାମ୍ନା କୁ ଆସିଛି । କ୍ୟାମ୍ପ ରେ କିପରି ଝିଅ ମାନଙ୍କୁ ନିଜ ଦଳରେ ସାମିଲ କରାଇ କିଭଳି ଭାବରେ ତାଙ୍କୁ ଯୌ-ନ ନିର୍ଯ୍ୟାତନା ଦିଆ ଯାଉଥିଲା
Special report
 ତାହା ଏବେ ସମସ୍ତଙ୍କ ସାମ୍ନା କୁ ଆସି ଯାଇଛି। ସେମାନେ ନିଜ ମୁହଁ ରେ ବଖାଣି ଛନ୍ତି ଏହି ନିର୍ଯାତନା ର ଛାତି ଥରା କଥା। ଏଭଳି ସେମାନେ ଅନେକ କଥା ଆସି ମଧ୍ଯ ସେମାନେ କହିଛନ୍ତି।
ସେମାନେ କହିଥିଲେ କି ମହିଳା ଓ ପୁରୁଷ ମାଓବାଦୀ ଙ୍କ ସହ ବିବାହ ସ୍ଥିର ହୋଇ ଗଲେ ସେମାନଙ୍କୁ ନସ ବନ୍ଦୀ କରାଯାଏ । କେତେବେଳେ ଡ଼ାକ୍ତର ଆସି ମାଓ କ୍ୟାମ୍ପ ରେ ନସ ବନ୍ଦୀ କରିଥାଆନ୍ତି।
ତ ଆଉ କେତେବେଳେ ସେମାନେ ବାହରକୁ ଯାଇ ସେଠାରେ ନସ ବନ୍ଦୀ କରି ସାରିବା ପରେ ସେମାନେ ପୁଣି ଥରେ ମାଓ କ୍ୟାମ୍ପ କୁ ଫେରି ଚାଲି ଆସି ଥାଆନ୍ତି। ଏଭଳି କଥା ସେମାନେ ଆତ୍ମ ସମର୍ପଣ କରିବା ପରେ ପ୍ରକାଶ କରିଛନ୍ତି।