Movie prime

ନୂଆ ବିବାହ କରିଥିବା ହିରୋଇନ୍ ମାନେ କେମିତି ଶାଶୁଘରେ ହୋଲି ପାଳିଲେ ଦେଖନ୍ତୁ ଭିଡିଓ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତ କାଲି ଚାରି ଆଡେ ଖୁବ୍ ଧୁମଧାମରେ ହୋଲି ପାଳନ କରାଯାଇଛି। ତେବେ ଆପଣ ମାନେ ଜାଣିଥିବେ କି ଏଥିରୁ ଆମ ଓଲିଉଡ଼ ଜଗତର ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ବାଦ୍ ପଡି ନଥିବେ।
ସେମାନେ ମଧ୍ୟ ଖୁବ ଯାକ ଯମକ ରେ ଏହି ହୋଲି କୁ ପାଳନ କରିଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନଙ୍କ ନୂଆ ନୁଆ ବିବାହ ହୋଇଛି ସେମାନେ ମଧ୍ୟ ହୋଲି ପାଳନ କରିଛନ୍ତି।
ଆପଣ ଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର, ପ୍ରେରଣା କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ମଧ୍ୟ ତାଙ୍କର ସାତ ଜନ୍ମ ର ସାଥୀ କୁ ବାଛି ସାରିଛନ୍ତି। ସେମାନେ ମଧ୍ୟ ତାଙ୍କ ଶାଶୂ ଘରେ ପ୍ରଥମ ଥର ପାଇଁ ହୋଲି ପାଳନ କରିଛନ୍ତି।
ସେମାନେ ମଧ୍ୟ ଖୁବ୍ ଧୁମ୍ ଧାମରେ ଅନେକ ମଜା ମସ୍ତି କରି ଏହି ହୋଲି ପର୍ବକୁ ଖୁବ ଭଲରେ ପାଳନ କରିଛନ୍ତି। ଏଥି ସହ ଓଲିଉଡ଼ ଜଗତର ଅନ୍ୟ କଳାକାର ମାନେ ମଧ୍ୟ ହୋଲି କୁ ପାଳନ କରିଛନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ଓଲିଉଡ଼ ଜଗତରେ ସବୁ ହିରୋ ହିରୋଇନ୍ ମାନେ କୌଣସି ଏକ ପର୍ବ ପରେ ସେମାନେ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି।
କାରଣ ସେହି ସମୟରେ ଲୋକ ମାନେ ଏହା ଜାଣିବାକୁ ଚାହିଁ ଥାଆନ୍ତି କି ପ୍ରକୃତ ରେ ସେମାନେ ସେହି ପର୍ବକୁ କିଭଳି ଭାବରେ ପାଳନ କରିଛନ୍ତି। ଏବେ ନିକଟରେ ଓଲିଉଡ଼ ର ଅନେକ ସୁନାମ ଧନ୍ୟ ନାୟିକା ଓ ନାୟକ ମାନେ ମଧ୍ୟ ଏହି ହୋଲି ପାଳିଥିଲେ।
ଏବେ ସୋସିଆଲ ମିଡ଼ିଆରେ ତାଙ୍କ ଫଟୋ ମଧ୍ୟ ଖୁବ ଭାଇରାଲ୍ ହେବାକୁ ଲାଗୁଛି। ସେମାନଙ୍କ ମଧ୍ୟରେ ଥିଲେ ଲିପ୍ସା ମିଶ୍ର, ପ୍ରେରଣା, କୁକିଜ୍ ସ୍ୱାଇଁ, ଅନିଶା ଶର୍ମା , ଗୁଡୁ ଓ ତାଙ୍କ ସ୍ତ୍ରୀ
ଏବଂ ଓଡିଆ ଧାରାବାହିକ ର ଅଭିନେତ୍ରୀ ସିମ୍ରନ୍ ଦାସ ଓ ଅଭିନେତା ସନୋଜ ଏବେ ଏହି କଳାକାର ମାନେ ଖୁବ ଧୁମ୍ ଧାମରେ ହୋଲି ପାଳନ କରିଥିଲେ। ଯାହାକି ଦେଖିବାକୁ ଖୁବ୍ ସୁନ୍ଦର୍ ମଧ୍ୟ ଲାଗୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.