Movie prime

ପିଲା କରିବେ ଅଣ୍ଡା ଭୁଜିଆ ପାଠ ପଢିବେ କିଏ ? ଦେଖନ୍ତୁ ସ୍କୁଲ ରେ ପିଲା ପାଠ ନପଢ଼ି କରୁଛନ୍ତି ଅଣ୍ଡା ଭୂଜିଆ ସାର ଙ୍କୁ ପଚାରିବାରୁ ସାର କହୁଛନ୍ତି ଏମିତି

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଆସିଛି ଓଟିଭିରେ ପ୍ରସାରିତ ହେଉଥିବା ଧାରାବାହିକ ନ୍ୟୁଜ ଫ୍ୟୁଜକୁ ନେଇ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣ ଏହି ଖବର ଦେଖିପାରିବେ ।
ଏହି ଭିଡିଓ ଏବେ ବହୁତ ପରିମାଣରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭାଇରାଲ ଭିଡିଓରେ ଲୋକମାନେ ଏଭଳି କିଛି ଜିନିଷ ଦେଖିପାରିବେ ଯାହା ଦେଖିଲେ ଆପଣ ମନରେ ଅନେକ କଥା ଭାବିବେ ।
Special report
ଏହି ଭିଡିଓ ଏବେ ଦେଖିବାକୁ ମିଳୁଛି । ଏହି ନ୍ୟୁଜରେ ଆପଣମାନେ ଦେଖିପାରିବେ କିଛି ଏଭଳି କଥା ଯାହାର ଭିଡିଓ ଏବେ ବହୁତ ପରିମାଣରେ ଚର୍ଚ୍ଚାକୁ ଆସୁଛି । ଆପଣମାନେ ନ୍ୟୁଜ ଫ୍ୟୁଜରେ ଦେଖିପାରିବେ କି କିଭଳି ସ୍କୁଲର ପିଲାମାନେ ଏଭଳି ହେଉଛନ୍ତି ।
ସ୍କୁଲରେ ପିଲାମାନେ ପାଠ ପଢ଼ିଥାନ୍ତି । ଆଉ ସେମାନେ ପାଠପଢା କରିବାକୁ ସ୍କୁଲକୁ ଯାଇଥାନ୍ତି । କିନ୍ତୁ ଏହି ନ୍ୟୁଜ ଫ୍ୟୁଜର ଏପିଶୋଡରେ ଆପଣମାନେ ଏଭଳି ଏକ ଭିଡିଓ ଦେଖିପାରିବେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଖବର ଏବେ ବହୁତ ପରିମାଣରେ ଭାଇରାଲ ହେଉଛି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କି ସ୍କୁଲରେ ପାଠ ପଢୁଥିବା ପିଲାମାନେ ରୋଷେଇ କରୁଛନ୍ତି । ଆଉ ସେହି ସ୍କୁଲ ପିଲାମାନେ ପାଠ ପଢିବା ପରିବର୍ତ୍ତେ ଅଣ୍ଡା ଭୂଜିଆ କରୁଛନ୍ତି । 
ପିଲାମାନଙ୍କର ଏହି ରୋଷେଇ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ସ୍କୁଲର ହେଡ ସାର୍ ଜଣକ ପିଲାମାନଙ୍କୁ ଏହି କାମ କରିବା ପାଇଁ କହିଛନ୍ତି । ପିଲାମାନଙ୍କୁ ସାର୍ ଜଣକ କହିଛନ୍ତି କି କଣ ରୋଷେଇ କରିଦିଅ ଖାଇ ଦେବା ଆଉ ।
ଆଉ ପିଲାମାନେ ଏହା ଶୁଣି ଅଣ୍ଡା ଭୁଜିଆ କରିବା ପାଇଁ ପ୍ରସ୍ତୁତ ହୋଇଗଲେ । ଆଉ ନିଆଁ ଜାଳି ରୋଷେଇ କରୁଥିଲେ । ଆଉ କିଛି ପିଲା ବାସନ ମାଜୁଥିଲେ । ଏଭଳି ପିଲାମାନେ କାମ କରୁଥିଲେ ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ । ସ୍କୁଲରେ ଏଭଳି ଅବସ୍ଥା ଠିକ୍ ନୁହେଁ ।