Movie prime

ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗ କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଅଭିନେତା ଇଲୁ ବାନାର୍ଜୀ ଦେଖନ୍ତୁ ମୁଁହ ଖୋଲିଲେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଦେଖିଥିବେ । ଓଲିଉଡ ଜଗତକୁ ନେଇ ଆସିଥିବା ଖବର ବିଷୟରେ ସବୁ ଜାଣି ପାରୁଥିବେ ।
ଓଲିଉଡ ଜଗତର ମହାନ୍ କଳାକାର ପିଣ୍ଟୁ ନନ୍ଦ ଆଉ ଏହି ଦୁନିଆରେ ନାହାଁନ୍ତି । ସେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି । ଏହି ଅଭିନେତା ଜଣଙ୍କର ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ଘଟିଛି । ଏହି ଅଭିନେତା ଜଣକ ଲିଭର୍ ସିରୋସିସ୍ ରୋଗରେ ପୀଡିତ ଥିଲେ ।
ତାଙ୍କର ଗତକାଲି ରାତିରେ ଚିକିତ୍ସିତ ଅବସ୍ଥାରେ ବିଳମ୍ବିତ ରାତିରେ ଦେହାନ୍ତ ଘଟିଛି । ଏହି ଅଭିନେତା ଜଣଙ୍କ ମୃ-ତ୍ୟୁରେ ସାରା ସିନେମା ଜଗତ ଦୁଃଖରେ ଭାଙ୍ଗି ପଡ଼ିଛି । ଏହି ଅଭିନେତା ଜଣଙ୍କ ବିଷୟରେ ଓଲିଉଡ ଜଗତର ବରିଷ୍ଠ ଅଭିନେତା ଇଲୁ ବାନାର୍ଜୀ କିଛି କହିଛନ୍ତି ।
ସେ କହିଛନ୍ତି ପ୍ରଥମେ ପିଣ୍ଟୁ ନନ୍ଦଙ୍କ ସହ ତାଙ୍କର ରାଣ୍ଡିପୁଅ ଅନନ୍ତା ଫିଲ୍ମରେ ଦେଖା ହୋଇଥିଲା । ସେ ପିଣ୍ଟୁ ନନ୍ଦଙ୍କ ସହିତ ବହୁତ କ୍ଲୋଜ ଥିଲେ । ସେ ଏହି ଫିଲ୍ମରେ ଦୁଷ୍ଟ ପିଲା ହୋଇଥିଲା ଆଉ ସେ ଗାଁର ମୂରବୀ ହୋଇଥିଲେ ।
ଏହି ଅଭିନେତା ଜଣକ ଅନେକ ଫିଲ୍ମ୍ କରିଛନ୍ତି ପିଣ୍ଟୁ ନନ୍ଦଙ୍କ ସହିତ । ତାଙ୍କର ଶେଷ ଫିଲ୍ମ୍ ହେଉଛି ରୁଦ୍ରାଣୀ । ବହୁତ କମ୍ ବୟସରେ ଅଭିନେତା ପିଣ୍ଟୁ ନନ୍ଦ ଆମକୁ ଛାଡି ଚାଲି ଯାଇଛନ୍ତି । ଅଭିନେତା ଈଲୁ ବାନାର୍ଜୀ କହିଛନ୍ତି ସେ, ବନି ମିଶ୍ର ଆଉ ପିଣ୍ଟୁ ନନ୍ଦ ଏକାଠି ବସିଲେ ଅନେକ କଥା ହୁଅନ୍ତି ।
ସେ ଆଜି ସକାଳେ ଜାଣିବାକୁ ପାଇଲେ କି ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଛି । ଏହି କଥା ଜାଣିବା ପରେ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି । ସେ ଫୋନରେ ତାଙ୍କ ସହ କଥା ମଧ୍ଯ ହୋଇଥିଲେ ।
ଆଉ ସେ ଭଲ ହୋଇଯିବେ ବୋଲି ତାଙ୍କୁ କହିଥିଲେ । ଏହି ଖବର ପାଇ ଅଭିନେତା ଇଲୁ ବାନାର୍ଜୀ ବହୁତ ଦୁଃଖରେ ଅଛନ୍ତି । ସେ କହିଛନ୍ତି ଭଗବାନ କାହିଁକି ଏଭଳି ଦୁଃଖ ଦେଲେ କାହିଁକି ଏଭଳି କରିଲେ ।
ଏହି ଘଟଣା ପାହାଡ ଭାଙ୍ଗି ଯିବା ସହ ସମାନ । ପ୍ରଭୁ ରକ୍ଷା କରନ୍ତୁ ବୋଲି ସେ କହିଛନ୍ତି । ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଇଲୁ ବାନାର୍ଜୀ ପଚାରିଥିଲେ ।
ସେ କହିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ ହେଉଛନ୍ତି ଜଣେ ବହୁତ ଭଲ କଳାକାର । ତାଙ୍କ ବିୟୋଗ ଓଲିଉଡ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ ।